1 Samuel 31:6
ତେଣୁ ଶାଉଲ, ତାଙ୍କର ତିନି ପକ୍ସ୍ଟତ୍ର ଓ ତାଙ୍କର ଅସ୍ତ୍ରବାହକ ସମସ୍ତେ ସଦେିନ ଗୋଟିଏ ଜାଗା ରେ ଏକତ୍ରୀତ ଭାବରେ ମଲେ।
1 Samuel 31:6 in Other Translations
King James Version (KJV)
So Saul died, and his three sons, and his armourbearer, and all his men, that same day together.
American Standard Version (ASV)
So Saul died, and his three sons, and his armorbearer, and all his men, that same day together.
Bible in Basic English (BBE)
So death overtook Saul and his three sons and his servant on the same day.
Darby English Bible (DBY)
So Saul died, and his three sons, and his armour-bearer, and all his men, that same day together.
Webster's Bible (WBT)
So Saul died, and his three sons, and his armor-bearer, and all his men, that same day together.
World English Bible (WEB)
So Saul died, and his three sons, and his armor bearer, and all his men, that same day together.
Young's Literal Translation (YLT)
and Saul dieth, and three of his sons, and the bearer of his weapons, also all his men, on that day together.
| So Saul | וַיָּ֣מָת | wayyāmot | va-YA-mote |
| died, | שָׁא֡וּל | šāʾûl | sha-OOL |
| and his three | וּשְׁלֹ֣שֶׁת | ûšĕlōšet | oo-sheh-LOH-shet |
| sons, | בָּנָיו֩ | bānāyw | ba-nav |
| armourbearer, his and | וְנֹשֵׂ֨א | wĕnōśēʾ | veh-noh-SAY |
| כֵלָ֜יו | kēlāyw | hay-LAV | |
| and | גַּ֧ם | gam | ɡahm |
| all | כָּל | kāl | kahl |
| men, his | אֲנָשָׁ֛יו | ʾănāšāyw | uh-na-SHAV |
| that same | בַּיּ֥וֹם | bayyôm | BA-yome |
| day | הַה֖וּא | hahûʾ | ha-HOO |
| together. | יַחְדָּֽו׃ | yaḥdāw | yahk-DAHV |
Cross Reference
1 Samuel 4:10
ତହିଁରେ ପଲେଷ୍ଟୀୟମାନେ ୟକ୍ସ୍ଟଦ୍ଧ କଲେ ଓ ଇଶ୍ରାୟେଲୀୟମାନେ ପରାସ୍ତ ହାଇେ ପ୍ରେତ୍ୟକକ ଆପଣା ଆପଣା ତମ୍ବୁକକ୍ସ୍ଟ ଫରେିଗଲେ, ସେତବେେଳେ ଅତି ମହାସଂହାର ହେଲା, କାରଣ ସେଥି ରେ ଇଶ୍ରାୟେଲର 30,000 ପଦାତିକ ସୈନ୍ଯ ମରି ପଡିଲେ।
1 Samuel 11:15
ତା'ପରେ ସମସ୍ତେ ଗିଲଗଲ ଗଲେ, ସଠାେରେ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ଶାଉଲଙ୍କକ୍ସ୍ଟ ରାଜାରୂପେ ଅଭିଷକ୍ତ କଲେ। ସମାନେେ ସମସ୍ତେ ସଦାପ୍ରଭୁଙ୍କୁ ମଙ୍ଗଳାର୍ଥକବଳି ଉତ୍ସର୍ଗ କଲେ। ଶାଉଲ ଏବଂ ଇଶ୍ରାୟେଲୀୟମାନେ ମହା ଆନନ୍ଦ ରେ ଏହା ପାଳନ କଲେ।
1 Samuel 12:17
ବର୍ତ୍ତମାନ ଗହମ କାଟିବାର ସମୟ । କିନ୍ତୁ ମୁ ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବି ଯେପରି ସେ ମେଘ ଗର୍ଜନ ଓ ବୃଷ୍ଟି ପଠାଇବେ। ସେଥିରକ୍ସ୍ଟ ତୁମ୍ଭମାନେେ ଜାଣିବ ଯେ, ସଦାପ୍ରଭୁଙ୍କ ବିରକ୍ସ୍ଟଦ୍ଧ ରେ ତୁମ୍ଭେ ରାଜା ଦାବିକରି ବହକ୍ସ୍ଟତ ପାପ କରିଅଛ।
1 Samuel 12:25
କିନ୍ତୁ ଯଦି ତୁମ୍ଭମାନେେ କ୍ରମାଗତ କକ୍ସ୍ଟକର୍ମ କରିବା ରେ ଆଗ୍ରହ ପ୍ରକାଶ କର, ତବେେ ତୁମ୍ଭମାନେେ ଓ ତୁମ୍ଭମାନଙ୍କ ରାଜା ଧ୍ବଂସ ହବେ।
1 Samuel 28:19
ସଦାପ୍ରଭୁ ତକ୍ସ୍ଟମ୍ଭ ସହିତ ଇଶ୍ରାୟେଲକକ୍ସ୍ଟ ପଲେଷ୍ଟୀୟମାନଙ୍କ ଦ୍ବାରା ପରାସ୍ତ କରାଇବେ। ତୁମ୍ଭେ ଓ ତୁମ୍ଭର ପକ୍ସ୍ଟତ୍ରମାନେ ଆସନ୍ତା କାଲି ମାେ ସହିତ ଏହିଠା ରେ ରହିବ।
1 Chronicles 10:6
ସହେିପରି ଭାବରେ ଶାଉଲ ଓ ତାଙ୍କର ତିନି ପୁତ୍ର ମୃତ୍ଯୁବରଣ କଲେ। ଶାଉଲଙ୍କ ପରିବାରର ସମସ୍ତେ ଏକତ୍ର ମରଣ ଲଭିଲେ।
Ecclesiastes 9:1
ମୁଁ ଏହିସବୁ ବିଷଯ ରେ ମନୋନିବେଶ କରି ଅନୁସନ୍ଧାନ କଲି। ଧାର୍ମିକ ଓ ଜ୍ଞାନୀ, ଆଉ ସମାନଙ୍କେ କାର୍ୟ୍ଯ ପରମେଶ୍ବରଙ୍କ ହାତ ରେ। କହେି ଜାଣେ ନାହିଁ, ତାକୁ ପ୍ ରମେ କରାୟିବ କି ଘୃଣା କରାୟିବ। ଏସବୁ ଭବିଷ୍ଯତ ଉପ ରେ ନିର୍ଭର କରେ। ଏପରିକି ସମାନଙ୍କେର ପ୍ ରମେ ଓ ଘୃଣା ପରମେଶ୍ବରଙ୍କ ହାତ ରେ ଅଛି।
Hosea 13:10
ତୁମ୍ଭର ରାଜା କେଉଁଠି? ତୁମ୍ଭର ସମସ୍ତ ନଗର ରେ ସେ ତୁମ୍ଭମାନଙ୍କୁ ରକ୍ଷା କରିପାରିବେ ନାହିଁ। ତୁମ୍ଭର ବିଗ୍ଭରକମାନେ କାହାଁନ୍ତି? ତୁମ୍ଭମାନେେ ସମାନଙ୍କେୁ ଏହା କହି ମାଗିଥିଲ, 'ଆମ୍ଭକୁ ଜଣେ ରାଜା ଓ ନତେୃମଣ୍ତଳୀ ଦିଅ।'