2 Chronicles 35:27 in Oriya

Oriya Oriya Bible 2 Chronicles 2 Chronicles 35 2 Chronicles 35:27

2 Chronicles 35:27
ଏହି ପୁସ୍ତକ ଆମ୍ଭମାନଙ୍କୁ ସଦାପ୍ରଭୁଙ୍କ ପ୍ରତି ତାଙ୍କର ଆନୁଗତ୍ଯ ଓ ସେ କିପରି ସଦାପ୍ରଭୁଙ୍କ ନିଯମକୁ ମାନିଥିଲେ, ତାହା କ ହେ।

2 Chronicles 35:262 Chronicles 35

2 Chronicles 35:27 in Other Translations

King James Version (KJV)
And his deeds, first and last, behold, they are written in the book of the kings of Israel and Judah.

American Standard Version (ASV)
and his acts, first and last, behold, they are written in the book of the kings of Israel and Judah.

Bible in Basic English (BBE)
And all his acts, first and last, are recorded in the book of the kings of Israel and Judah.

Darby English Bible (DBY)
and his acts, first and last, behold, they are written in the book of the kings of Israel and Judah.

Webster's Bible (WBT)
And his deeds, first and last, behold, they are written in the book of the kings of Israel and Judah.

World English Bible (WEB)
and his acts, first and last, behold, they are written in the book of the kings of Israel and Judah.

Young's Literal Translation (YLT)
even his matters, the first and the last, lo, they are written on the book of the kings of Israel and Judah.

And
his
deeds,
וּדְבָרָ֕יוûdĕbārāywoo-deh-va-RAV
first
הָרִֽאשֹׁנִ֖יםhāriʾšōnîmha-ree-shoh-NEEM
last,
and
וְהָאַֽחֲרֹנִ֑יםwĕhāʾaḥărōnîmveh-ha-ah-huh-roh-NEEM
behold,
הִנָּ֣םhinnāmhee-NAHM
they
are
written
כְּתוּבִ֔יםkĕtûbîmkeh-too-VEEM
in
עַלʿalal
the
book
סֵ֥פֶרsēperSAY-fer
of
the
kings
מַלְכֵֽיmalkêmahl-HAY
of
Israel
יִשְׂרָאֵ֖לyiśrāʾēlyees-ra-ALE
and
Judah.
וִֽיהוּדָֽה׃wîhûdâVEE-hoo-DA

Cross Reference

2 Kings 10:34
ଯହେୂଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିଯା ପରାକ୍ରମ ଇଶ୍ରାୟେଲ ବଂଶ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହାଇେଅଛି।

2 Chronicles 32:32
ହିଜକିଯଙ୍କର ଅନ୍ୟ ସମସ୍ତ ଅବଶିଷ୍ଟ କର୍ମ ଓ ସଦାପ୍ରଭୁଙ୍କୁ କେତେ ପ୍ ରମେ କଲେ, ତାହା ଆମ୍ଭମାନଙ୍କ ପୁତ୍ର ଭବିଷ୍ଯଦ୍ବକ୍ତା ଯିଶାଇୟଙ୍କ ଦର୍ଶନ ପୁସ୍ତକ ଓ ଯିହୁଦା ଓ ଇଶ୍ରାୟେଲର ରାଜାମାନଙ୍କ ପୁସ୍ତକ ରେ ଲଖାେ ୟାଇଅଛି।

2 Chronicles 26:22
ଉଷିୟ ଅନ୍ୟ ଯେଉଁ ସମସ୍ତ କାର୍ୟ୍ଯ କରିଥିଲେ, ସହେିସବୁ ଆରମ୍ଭରୁ ଶଷେ ପର୍ୟ୍ଯନ୍ତ ଆମାେସ୍ଙ୍କ ପୁତ୍ର ଭବିଷ୍ଯତ୍ବକ୍ତା ଯିଶାଇୟଙ୍କ ପୁସ୍ତକରେ ଲଖାେ ୟାଇଅଛି।

2 Chronicles 25:26
ଅମତ୍ସିଯ ଅନ୍ୟ ଯେଉଁ ସମସ୍ତ କର୍ମ କରିଥିଲେ, ତାହା ଆରମ୍ଭରୁ ଶଷେ ପର୍ୟ୍ଯନ୍ତ ଯିହୁଦା ଓ ଇଶ୍ରାୟେଲର ରାଜାମାନଙ୍କର ପୁସ୍ତକ ରେ ଲଖାୟୋଇଅଛି।

2 Chronicles 24:27
ୟୋଯାଶ୍ଙ୍କ ପୁତ୍ରମାନଙ୍କ କାହାଣୀ, ତାଙ୍କ ବିରୁଦ୍ଧ ରେ ମହାନ୍ ଭବିଷ୍ଯତ୍ବାଣୀଗୁଡ଼ିକ ଓ ସେ କିପରି ପୁନର୍ବାର ପରମେଶ୍ବରଙ୍କ ମନ୍ଦିରର ନିର୍ମାଣ କଲେ, ସହେିସବୁ ରାଜାମାନଙ୍କର ବିବରଣୀ ପୁସ୍ତକରେ ଲଖାୟୋଇ ଅଛି। ଅମତ୍ସିଯ ତାଙ୍କ ଉତ୍ତା ରେ ନୂତନ ରାଜା ହେଲେ। ଅମତ୍ସିଯ ୟୋଯାଶ୍ଙ୍କର ପୁତ୍ର ଥିଲେ।

2 Chronicles 20:34
ଯିହାଶାଫେଟ୍ ଆଉ ଯେଉଁସବୁ କର୍ମ କରିଥିଲେ, ସହେିସବୁ ଆରମ୍ଭରୁ ଶଷେ ପର୍ୟ୍ଯନ୍ତ ହନାନିଙ୍କ ପୁତ୍ର ଯହେୂଙ୍କର ସରକାରୀ ଦଲିଲ ରେ ଲିପିବଦ୍ଧ ହାଇେ ରହିଅଛି। ଏହି ବିଷଯଗୁଡ଼ିକର ନକଲ କରାଗଲା ଓ ତାହାକୁ ଇଶ୍ରାୟେଲର ରାଜାମାନଙ୍କର ଇତିହାସ ପୁସ୍ତକର ଅନ୍ତଭୁର୍କ୍ତ କରାଗଲା।

2 Kings 21:25
ଏହି ଆମାେନ୍ଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କାର୍ୟ୍ଯ ଯିହୁଦା ରାଜବଂଶ ଇତିହାସ ପୁସ୍ତକରେ ଲିଖିତ ହାଇେଛି।

2 Kings 20:20
ହିଜକିଯଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ ପରାକ୍ରମ ସେ କିପରି ପୁଷ୍କରିଣୀ ଓ ନାଳ ପ୍ରସ୍ତୁତ କରି ନଗର ମଧ୍ଯକୁ ଜଳ ଆଣିଲେ, ଏ ସମସ୍ତ ଯିହୁଦା ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହାଇେଅଛି।

2 Kings 16:19
ଏହିପରି ଆହାସଙ୍କର ଅବଶିଷ୍ଟ କ୍ରିଯାର ବୃତ୍ତାନ୍ତ ଯିହୁଦା ରାଜାମାନଙ୍କ ଇତିହାସ ପୁସ୍ତକଲର ଲିଖିତସହାଇଛି।

2 Chronicles 33:19
ମନଃଶିଙ୍କ ପ୍ରାର୍ଥନା ଓ ପରମେଶ୍ବର କିପରି ତାଙ୍କର ପ୍ରାର୍ଥନା ଶୁଣିଲେ ଓ ତାଙ୍କ ନିମନ୍ତେ ଦୁଃଖିତ ହେଲେ, ତାହା 'ଭବିଷ୍ଯତ୍ବକ୍ତାମାନଙ୍କ ପୁସ୍ତକ' ରେ ଲଖାୟୋଇଅଛି। ମନଃଶିର ସମସ୍ତ ପାପ ଓ ମନ୍ଦକର୍ମ ଏବଂ ସହେି ଉଚ୍ଚସ୍ଥାନଗୁଡ଼ିକ ଯାହା ସେ ନିର୍ମାଣ କରିଥିଲେ, ଆଶରୋ ସ୍ତମ୍ଭମାନ ଏବଂ ମୂର୍ତ୍ତିଗୁଡ଼ିକ ଯାହା ସେ ପୂର୍ବରୁ ସ୍ଥାପନ କରିଥିଲେ ଓ ସମ୍ମାନ କରିଥିଲେ, ସହେିସବୁ ଭବିଷ୍ଯତ୍ବକ୍ତାମାନଙ୍କ ପୁସ୍ତକ ରେ ଲଖାୟୋଇଅଛି।