Acts 11:2
ତେଣୁ ପିତର ୟିରୂଶାଲମ ରେ ପହଞ୍ଚିବା ପରେ ସୁନ୍ନତ ହାଇେଥିବା ଲୋକମାନେ ତାହାଙ୍କୁ ସମାଲୋଚ଼ନା କଲେ।
Cross Reference
Acts 9:36
ଟାବୀଥା ନାମକ ଜଣେ ଶିଷ୍ଯା ଯାଫୋ ନଗର ରେ ରହୁଥିଲେ। ଯାହାର ଗ୍ରୀକ ଅନୁବାଦ ଦର୍କା ଅର୍ଥାତ୍ ହରିଣୀ। ସେ ସବୁବେଳେ ଗରିବ ଲୋକମାନଙ୍କୁ ଦାନ ଦେଉଥିଲେ ଓ ଲୋକମାନଙ୍କର ଉପକାର କରୁଥିଲେ।
2 Kings 4:28
ତା'ପରେ ସ୍ତ୍ରୀ ଲୋକଟି କହିଲା, ଗୁରୁ, ମୁଁ କ'ଣ ପୁତ୍ର ମାଗିଥିଲି? ମୁଁ କି କହିନଥିଲି, ' ମାେତେ ପ୍ରତାରଣା କରନାହିଁ।'
Acts 9:32
ଇତି ମଧିଅରେ ପିତର ବିଭିନ୍ନ ଅଞ୍ଚଳ ବୁଲିବୁଲି ଶଷେ ରେ ଲୂଦ ନଗର ରେ ରହୁଥିବା ସାଧୁମାନଙ୍କ ପାଖ ରେ ଆସି ପହନ୍ଚିଲେ।
Acts 11:26
ଯେତବେେଳେ ସେ ତାହାଙ୍କୁ ପାଇଲେ, ସେ ତାହାଙ୍କୁ ଆନ୍ତିୟଖିଆକୁ ନଇେ ଆସିଲେ। ଶାଉଲ ଓ ବର୍ଣ୍ଣବ୍ବା ସଠାେରେ ବର୍ଷେ ପର୍ୟ୍ଯନ୍ତ ରହିଲେ ଓ ଯେତେଥର ବିଶ୍ବାସୀମାନଙ୍କ ଦଳ ସମାନଙ୍କେ ନିକଟକୁ ଆସିଲେ, ସମାନେେ ସମାନଙ୍କେୁ ସାକ୍ଷାତ କଲେ ଓ ବହୁତ ଲୋକଙ୍କୁ ଉପଦେଶ ଦେଲେ। ଆନ୍ତିୟଖିଆ ରେ ଯୀଶୁଙ୍କ ଅନୁଗମନକାରୀମାନେ ପ୍ରଥମ ରେ ଖ୍ରୀଷ୍ଟିଆନ ନାମ ରେ ନାମିତ ହେଲେ।
And | καὶ | kai | kay |
when | ὅτε | hote | OH-tay |
Peter | ἀνέβη | anebē | ah-NAY-vay |
up come was | Πέτρος | petros | PAY-trose |
to | εἰς | eis | ees |
Jerusalem, | Ἱεροσόλυμα | hierosolyma | ee-ay-rose-OH-lyoo-ma |
of were that they | διεκρίνοντο | diekrinonto | thee-ay-KREE-none-toh |
the | πρὸς | pros | prose |
circumcision | αὐτὸν | auton | af-TONE |
contended | οἱ | hoi | oo |
with | ἐκ | ek | ake |
him, | περιτομῆς | peritomēs | pay-ree-toh-MASE |