Acts 7:9
ସହେି ପୂର୍ବପୁରୁଷମାନେ ଯୋଷଫଙ୍କେର ପ୍ରତି ଈର୍ଷା କରି ତାହାଙ୍କୁ ମିଶର ଦେଶର ଜଣେ ଦାସ ଭାବରେ ବୁକ୍ରୀ କରି ଦେଲେ। କିନ୍ତୁ ପରମେଶ୍ବର ଯୋଷଫଙ୍କେ ସହିତ ଥିଲେ।
Cross Reference
Genesis 12:4
ସଦାପ୍ରଭୁଙ୍କର ବାକ୍ଯାନୁସା ରେ ଅବ୍ରାମ ହାରୋଣକୁ ପରିତ୍ଯାଗ କଲେ ଏବଂ ଲୋଟ ମଧ୍ଯ ତାଙ୍କ ସଙ୍ଗ ରେ ଗଲେ। ହାରୋଣଠାରୁ ପ୍ରସ୍ଥାନ କରିବା ସମୟରେ ଅବ୍ରାମଙ୍କର ବଯସ ପଞ୍ଚସ୍ତରି ବର୍ଷ ହାଇେଥିଲା।
Genesis 11:31
ତରହେ ଆପଣା ପୁତ୍ର ଅବ୍ରାମକୁ ଓ ହାରଣର ପୁତ୍ର ଲୋଟ ନାମକ ପୌତ୍ରକୁ ଏବଂ ଅବ୍ରାମଙ୍କ ସ୍ତ୍ରୀ ସାରୀ ପୁତ୍ରବଧୁଙ୍କୁ ସଂଗ ରେ ନଲୋ। ଏବଂ ସେ ସମସ୍ତ କଲଦୀଯମାନଙ୍କ ଊରଠାରୁ କିଣାନ ଦେଶ ଉଦ୍ଦେଶ୍ଯ ରେ ୟାତ୍ରା କରି ହାରଣ ନଗର ରେ ବସତି ସ୍ଥାପନ କଲେ।
Isaiah 41:2
ସେ ଧର୍ମ ରେ ଯାହାକୁ ନିଜ ଚରଣ ନିକଟକୁ ଡ଼ାକନ୍ତି ଏପରି ଏକ ବ୍ଯକ୍ତି ଯକେି ପୂର୍ବ ଦିଗରୁ ଆସିଛନ୍ତି, ତାଙ୍କୁ କିଏ ଉତ୍ପନ୍ନ କରିଛି ? ସେ ନାନା ଦେଶସ୍ଥ ଲୋକଙ୍କୁ ତାହା ସମ୍ମୁଖ ରେ ସମର୍ପି ଦିଅନ୍ତି ଓ ରାଜାମାନଙ୍କ ଉପ ରେ ତାହାକୁ କତ୍ତୃର୍ତ୍ବ କରାନ୍ତି। ସେ ଖଡ୍ଗଦ୍ବାରା ସହେି ଦେଶ ସମୂହକୁ ଧୂଳି ତୁଲ୍ଯ କରନ୍ତି ଓ ଧନୁ ସାହାୟ୍ଯ ରେ କୁଟାପରି ଉଡ଼ାଇ ଦିଅନ୍ତି।
Isaiah 41:9
ଆମ୍ଭେ ତୁମ୍ଭକୁ ଧରି ପୃଥିବୀର ପ୍ରାନ୍ତକୁ ଆଣିଅଛୁ ଓ ପୃଥିବୀର ସୀମାରୁ ତାହାଙ୍କୁ ଆମ୍ଭର ଦାସ ବୋଲି ଆହ୍ବାନ କରି କହିଅଛୁଁ। ଆମ୍ଭେ ତୁମ୍ଭକୁ ଦୂ ରଇେ ନ ଦଇେ ମନୋନୀତ କରିଅଛୁ।
And | Καὶ | kai | kay |
the | οἱ | hoi | oo |
patriarchs, | πατριάρχαι | patriarchai | pa-tree-AR-hay |
moved with envy, | ζηλώσαντες | zēlōsantes | zay-LOH-sahn-tase |
sold | τὸν | ton | tone |
Ἰωσὴφ | iōsēph | ee-oh-SAFE | |
Joseph | ἀπέδοντο | apedonto | ah-PAY-thone-toh |
into | εἰς | eis | ees |
Egypt: | Αἴγυπτον· | aigypton | A-gyoo-ptone |
but | καὶ | kai | kay |
ἦν | ēn | ane | |
God | ὁ | ho | oh |
was | θεὸς | theos | thay-OSE |
with | μετ' | met | mate |
him, | αὐτοῦ | autou | af-TOO |