Daniel 9:7 Image in Oriya

ହେ ସଦାପ୍ରଭୁ, ତୁମ୍ଭେ ପରମ ଧାର୍ମିକ ଓ ଧାର୍ମିକତା ତୁମ୍ଭର ଅଟେ। ମାତ୍ର ଆଜିକାର ନ୍ଯାଯ ରେ ଆମ୍ଭମାନେେ ଲଜ୍ଜାର ପାତ୍ର। ଆଉ ତୁମ୍ଭ ବିରୁଦ୍ଧ ରେ ସତ୍ଯ ଲଙ୍ଘନ ଯୋଗୁଁ ଯିହୁଦାର ଲୋକ ଓ ୟିରୁଶାଲମ ନିବାସୀ, ତୁମ୍ଭ ଦ୍ବାରା ବିତାଡିତ ସମସ୍ତ ଦେଶସ୍ଥ ନିକଟବର୍ତ୍ତୀ ଓ ଦୂରବର୍ତ୍ତୀ ସମସ୍ତ ଇଶ୍ରାୟେଲ ଲୋକ ଲଜ୍ଜାର ପାତ୍ର।

ହେସଦାପ୍ରଭୁ,ତୁମ୍ଭେପରମଧାର୍ମିକଧାର୍ମିକତାତୁମ୍ଭରଅଟେ।ମାତ୍ରଆଜିକାରନ୍ଯାଯରେଆମ୍ଭମାନେେଲଜ୍ଜାରପାତ୍ର।ଆଉତୁମ୍ଭବିରୁଦ୍ଧରେସତ୍ଯଲଙ୍ଘନଯୋଗୁଁଯିହୁଦାରଲୋକୟିରୁଶାଲମନିବାସୀ,ତୁମ୍ଭଦ୍ବାରାବିତାଡିତସମସ୍ତଦେଶସ୍ଥନିକଟବର୍ତ୍ତୀଦୂରବର୍ତ୍ତୀସମସ୍ତଇଶ୍ରାୟେଲଲୋକଲଜ୍ଜାରପାତ୍ର।
Click consecutive words to select a phrase. Click again to deselect.

Daniel 9:7 Picture in Oriya