Deuteronomy 13:12-17 in Oriya

Deuteronomy 13:12
ହକ୍ସ୍ଟଏତ ତୁମ୍ଭମାନେେ ତୁମ୍ଭମାନଙ୍କର ଏକ ନଗର ବିଷଯ ରେ ଖରାପ କଥା ଶକ୍ସ୍ଟଣିଥାଏ। ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭକୁ ବାସ କରିବା ପାଇଁ ଦବୋକକ୍ସ୍ଟ ଯାଉଛନ୍ତି।

Deuteronomy 13:13
କେତକେ ମନ୍ଦ ଲୋକ କହି ପାରନ୍ତି, 'ଆସ ଆମ୍ଭେ ଅନ୍ୟ ଦବେତାମାନଙ୍କର ସବୋ କରିବା।' ଏହା କହି ସମାନେେ ସମାନଙ୍କେ ନଗର ନିବାସୀମାନଙ୍କୁ ପ୍ରଲୋଭିତ କରି ପାରନ୍ତି। (ଏହିସବୁ ଦବେତାମାନଙ୍କୁ ତୁମ୍ଭମାନେେ କବେେ ଜାଣି ନ ଥିଲ)।

Deuteronomy 13:14
ତବେେ ତୁମ୍ଭେ ବକ୍ସ୍ଟଝିବ, ଖାଜେିବ, ଭଲରୂପେ ପଗ୍ଭରି ବକ୍ସ୍ଟଝିବ। ଯଦି ତାହା ସତ୍ଯ ହକ୍ସ୍ଟଏ ଓ ତକ୍ସ୍ଟମ୍ଭ ମଧିଅରେ ଏପରି ଘୃଣ୍ଯ କର୍ମ କରାୟାଇ ଅଛି,

Deuteronomy 13:15
ତବେେ ତୁମ୍ଭେ ନିଶ୍ଚଯ ସହେି ନଗର ନିବାସୀଙ୍କକ୍ସ୍ଟ ଖଣ୍ତା ରେ ଆଘାତ କରିବ। ପକ୍ସ୍ଟଣି ନଗର ଓ ତହିଁ ମଧ୍ଯସ୍ଥିତ ସମକ୍ସ୍ଟଦାଯ ଓ ତହିଁର ପଶକ୍ସ୍ଟମାନଙ୍କୁ ଖଣ୍ତା ଧାର ରେ ବର୍ଜ୍ଜିତ ରୂପେ ଧ୍ବଂସ କରିବ।

Deuteronomy 13:16
ଆଉ ତୁମ୍ଭମାନେେ ତହିଁର ଲକ୍ସ୍ଟଟିତ ଦ୍ରବ୍ଯ ସବୁ ନଗର ମଧିଅରେ ସଂଗ୍ରହ କର ଓ ନଇୟୋଅ, ସହେି ନଗରକକ୍ସ୍ଟ ସେଥି ମଧିଅରେ ଥିବା ସମସ୍ତ ସାମଗ୍ରିକକ୍ସ୍ଟ ସଦାପ୍ରଭୁ ଆପଣା ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ଦଗ୍ଧ କର । ସହେି ସହର ସବୁ ଦିନ ପାଇଁ ଧ୍ବଂସ ହବୋ ଉଚିତ୍। ଆଉ ଏହା ପୂନଃନିର୍ମିତ ହବୋ ଉଚିତ୍ ନକ୍ସ୍ଟ ହେଁ।

Deuteronomy 13:17
ସହେି ଦ୍ରବ୍ଯରକ୍ସ୍ଟ ଯାହା ଧ୍ବଂସ ହବୋ ଉଚିତ୍, ତୁମ୍ଭମାନେେ କିଛି ସଂଗ୍ରହ କରିବା ଉଚିତ୍ ନକ୍ସ୍ଟହଁ। ଏଥି ରେ ସଦାପ୍ରଭୁ ଆପଣା ପ୍ରଚଣ୍ତ କୋରଧରକ୍ସ୍ଟ ଫରେିବେ ଓ ତକ୍ସ୍ଟମ୍ଭପ୍ରତି କରୁଣା କରିବେ ଏବଂ ତୁମ୍ଭର ସଂଖ୍ଯା ବଢାଇବେ। ଯେପରି ସେ ତୁମ୍ଭମାନଙ୍କର ପୂର୍ବପୁରୁଷଗଣଙ୍କକ୍ସ୍ଟ ପ୍ରତିଜ୍ଞା କରିଥିଲେ।

Oriya Bible