Exodus 10:21-28 in Oriya
Exodus 10:21
ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ତୁମ୍ଭର ହସ୍ତ ଆକାଶ ଆଡକୁ ଉଠାଅ। ତା ହେଲେ ମିଶର ଦେଶ ଅନ୍ଧକାର ରେ ଆଚ୍ଛାଦିତ ହବେ। ମିଶରୀଯମାନେ ଅନ୍ଧକାର ରେ ଦରାଣ୍ଡି ହବେେ।
Exodus 10:22
ତେଣୁ ସଦାପ୍ରଭୁଙ୍କର ଆଜ୍ଞା ଅନୁସାରେ ମାଶାେ ତାଙ୍କର ହସ୍ତ ଆକାଶ ଆଡକୁ ଉଠାଇଲେ। ତା'ପରେ ଅନ୍ଧକାର ସାରା ମିଶର ଦେଶକୁ ଆଚ୍ଛାଦନ କଲା। ଏହି ଅନ୍ଧକାର ମିଶର ରେ କ୍ରମାଗତ ତିନିଦିନ ରହିଲା।
Exodus 10:23
ଜଣେେ ବ୍ଯକ୍ତି ଅନ୍ୟ ଜଣଙ୍କୁ ଦେଖିପାରିଲା ନାହିଁ। କହେି କୁଆଡେ ୟାଇ ପାରିଲେ ନାହିଁ । କିନ୍ତୁ ଯେଉଁଠା ରେ ଇଶ୍ରାୟେଲୀୟମାନେ ବାସ କରୁଥିଲେ ସଠାେରେ ଅନ୍ଧକାର ନଥିଲା।
Exodus 10:24
ପୁନ୍ନରାଯ ଫାରୋ ମାଶାଙ୍କେୁ ଡାକିଲେ ଏବଂ କହିଲେ, ୟାଅ ସଦାପ୍ରଭୁଙ୍କର ଉପାସନା କର! ତୁମ୍ଭେ ତୁମ୍ଭର ପୁତ୍ରକନ୍ଯାମାନଙ୍କୁ ସାଙ୍ଗ ରେ ନଇୟୋଅ। କିନ୍ତୁ ତୁମ୍ଭର ମଷଗେୁଡିକୁ ଓ ଗୋରୁଗାଈଗୁଡିକ ନିଅ ନାହିଁ।
Exodus 10:25
ମାଶାେ କହିଲେ, ତୁମ୍ଭେ ନିଜେ ଆମ୍ଭମାନଙ୍କୁ, ଆମ୍ଭମାନଙ୍କର ପରମେଶ୍ବରଙ୍କର ଉପାସନା ପାଇଁ ହାମବେଳି ଓ ନବୈେଦ୍ଯ ଉତ୍ସର୍ଗ କରିବା ଉଚିତ୍।
Exodus 10:26
ହଁ, ସଦାପ୍ରଭୁଙ୍କ ଉପାସନା ପାଇଁ ଆମ୍ଭମାନଙ୍କର ପଶୁଗଣଙ୍କୁ ଆମ୍ଭମାନଙ୍କ ସହିତ ନବେୁ। ଏଠା ରେ ଗୋଟିଏ ହେଲେ ଖୁରା ହିଁ ରହିବ ନାହିଁ। କାରଣ ଆମ୍ଭମାନଙ୍କ ସଦାପ୍ରଭୁଙ୍କର ଉପାସନା ନିମନ୍ତେ ସମାନଙ୍କେ ମଧ୍ଯରୁ ବଳି ନବୋକୁ ହବେ। କଣ ଦଇେ ସଦାପ୍ରଭୁଙ୍କର ଉପାସନା କରିବାକୁ ହବେ, ତାହା ଆମ୍ଭମାନେେ ସଠାେରେ ଉପସ୍ଥିତ ନ ହେଲେ ଜାଣି ପାରିବୁ ନାହିଁ। ତେଣୁ ଆମ୍ଭମାନଙ୍କର ଯାହାସବୁ ଅଛି ଆମ୍ଭମାନଙ୍କୁ ସେସମସ୍ତ ଦ୍ରବ୍ଯ ସଙ୍ଗ ରେ ନଇେ ୟିବାକୁ ହବେ।
Exodus 10:27
ସଦାପ୍ରଭୁ ଫାରୋଙ୍କର ହୃଦଯକୁ ପୁଣି କଠାେର କଲେ, ତେଣୁ ଫାରୋ ସମାନଙ୍କେୁ ଆଉ ୟିବାକୁ ଦେଲେ ନାହିଁ।
Exodus 10:28
ଏହାପରେ ଫାରୋ ମାଶାଙ୍କେୁ କହିଲେ, ମାେ ନିକଟରୁ ଦୂର ହୁଅ। ମୁଁ ତୁମ୍ଭର ମୁଖ ଯେପରି ଆଉ ନ ଦେଖେ। ଯଦି ମୁଁ ତୁମ୍ଭକୁ ପୁଣି ଦେଖେ, ତୁମ୍ଭେ ମୃତ୍ଯୁବରଣ କରିବ।
Oriya Bible