Ezekiel 45:1-20 in Oriya
Ezekiel 45:1
ଏବଂ ଯେଉଁ ସମୟରେ ତୁମ୍ଭମାନେେ ଉତ୍ତରାଧିକାରୀ ପାଇଁ ଗୁଳିବାଣ୍ଟ ଦ୍ବାରା ଭୂମି ବିଭାଗ କରିବ, ତୁମ୍ଭେ ଏଥିରୁ ଏକ ପବିତ୍ର ଅଂଶପରି ସଦାପ୍ରଭୁଙ୍କ ପାଇଁ ଅଲଗା ରଖିବା ଉଚିତ୍। ତାହାର ର୍ଦୈଘ୍ଯ 25 ,000 ହାତ ଓ ପ୍ରସ୍ଥ 20,000 ହାତ ହବେ। ସେ ସମସ୍ତ ଭୂମି ପବିତ୍ର ହବେ।
Ezekiel 45:2
ତାହା ମଧ୍ଯରୁ 500 ହାତ ର୍ଦୈଘ୍ଯ ଓ 500 ହାତ ପ୍ରସ୍ଥ ବିଶିଷ୍ଟ ଏକ ବର୍ଗାକାର କ୍ଷେତ୍ର ସଦାପ୍ରଭୁଙ୍କ ପବିତ୍ର ମନ୍ଦିର ନିମନ୍ତେ ରହିବ। ତାହାର ଚତୁର୍ଦ୍ଦିଗ ରେ ପଚାଶ ହାତ ପରିମିତ ଏକ ଖାେଲା ସ୍ଥାନ ରହିବ।
Ezekiel 45:3
ଆଉ ଏହି ପରିମିତ ଅଂଶରୁ ତୁମ୍ଭେ 25,000 ହାତ ର୍ଦୈଘ୍ଯ ଓ 10,000 ହାତ ପ୍ରସ୍ଥ ଭୂମି ମାପିବ। ଏହାରି ମଧିଅରେ ମନ୍ଦିର ଓ ମହାପବିତ୍ର ସ୍ଥାନ ହବେ।
Ezekiel 45:4
ଦେଶର ଏହି ଅଂଶ ପବିତ୍ର ଅଟେ। ଯାଜକମାନେ, ୟିଏ ସଦାପ୍ରଭୁଙ୍କ ଉପାସନା କରିବାକୁ ଆସନ୍ତି ଏବଂ ପବିତ୍ର ମନ୍ଦିର ରେ ସବୋ କରେ ଏହି ଭୂମି ସଦାପ୍ରଭୁଙ୍କ ପାଇଁ ପାଇବେ। ଆଉ ଏହି ସ୍ଥାନ ସମାନଙ୍କେର ମନ୍ଦିର ନିର୍ମାଣ ପାଇଁ ଓ ଧର୍ମଧାମ ପାଇଁ ପବିତ୍ର ସ୍ଥାନ ହବେ।
Ezekiel 45:5
ପୁଣି 25,000 ହାତ ର୍ଦୈଘ୍ଯ ଓ 10,000 ହାତ ପ୍ରସ୍ଥ ବିଶିଷ୍ଟ ଭୂମି ଯେଉଁ ଲବେୀୟମାନେ ପ୍ରଭୁଙ୍କ ମନ୍ଦିରର ଉପାସନା ପାଇଁ ନିୟୁକ୍ତ ହୁଅନ୍ତି ଏହା ସମାନଙ୍କେର ବାସ କରିବା ପାଇଁ ନଗର ହବେ।
Ezekiel 45:6
ପୁଣି ନଗରର ପାଇଁ ପବିତ୍ର ଅଞ୍ଚଳ ପାଖେ ପାଖେ 5 ,000 ହାତ ପ୍ରସ୍ଥ ଓ 25,000 ହାତ ର୍ଦୈଘ୍ଯ ଭୂମି ନିରୂପଣ କରିବି। ତାହା ସମୁଦାଯ ଇଶ୍ରାୟେଲ ବଂଶର ନିମନ୍ତେ ହବେ।
Ezekiel 45:7
ପୁଣି ଅଧିପତି ନିମନ୍ତେ ଯାହା ହବେ ସେ ଭୂମି ପବିତ୍ର ଉପହାର ଓ ନଗର ଅଧିକାର ଭୂମିରେ ଉଭୟ ପାଖ ରେ ରହିବ। ଆଉ ପଶ୍ଚିମ ସୀମାଠାରୁ ପୂର୍ବ ସୀମା ପର୍ୟ୍ଯନ୍ତ ବଢ଼ିକି ଏହାର ଓସାର ଗୋଟିଏ ପରିବାରବର୍ଗର ଭୂମି ଅଂଶ ସହିତ ସମାନ ହବେ।
Ezekiel 45:8
ଏହା ଦେଶ ମଧିଅରେ ତାହା ଅର୍ଥାତ୍ ଇଶ୍ରାୟେଲ ମଧିଅରେ ତାହାର ଅଧିକାରାର୍ଥେ ହବେ। ପୁଣି ଆମ୍ଭର ଅଧିପତିମାନେ ଆମ୍ଭ ଲୋକମାନଙ୍କ ପ୍ରତି ଆଉ ଉପଦ୍ରବ କରିବେ ନାହିଁ। ମାତ୍ର ଇଶ୍ରାୟେଲ ବଂଶକୁ ସମାନଙ୍କେର ଗୋଷ୍ଠୀ ଅନୁସାରେ ଦେଶ ଦବେେ।
Ezekiel 45:9
ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ହେ ଇଶ୍ରାୟେଲର ଅଧିପତିମାନେ, ୟଥେଷ୍ଟ ! ତୁମ୍ଭମାନଙ୍କ ନିମନ୍ତେ ଏହା ୟଥେଷ୍ଟ ହେଉ। ତୁମ୍ଭମାନେେ ଲୋକମାନଙ୍କ ପ୍ରତି ନିଷ୍ଠୁରତା ଓ ଧନ ଅପହରଣ କରିବା ଦୂର କର। ଆଉ ସମାନଙ୍କେ ପ୍ରତି ନ୍ଯାଯ ଓ ଯଥାର୍ଥ ବିଚାର କର। ମାରେ ଲୋକମାନଙ୍କଠାରୁ ଭୂମି ନଇୟିବୋ ବନ୍ଦ କର। ଏହା ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି।
Ezekiel 45:10
ଲୋକମାନଙ୍କୁ ଠକିବା ବନ୍ଦ କର। ଯଥାର୍ଥ ତରାଜୁ ଓ ଐଫା ଓ ଯଥାର୍ଥ ମାପ ବ୍ଯବହାର କର।
Ezekiel 45:11
ବାତ୍ ଯେପରି ହାମରେର ଏକ ଦଶମାଂଶ ହବେ, ଐଫା ହାମରେର ସହିତ ସମାନ ହବେ। ଏଥିପାଇଁ ଐଫା ଓ ବାତର ଏକ ସମାନ ପରିମାଣ ହବେ। ତହିଁର ପରିମାଣ ହାମରେ ଅନୁସାରେ ହବେ।
Ezekiel 45:12
ପୁଣି ଏକ ଶକେଲ କୋଡ଼ିଏ ଗୋଗ୍ ହବେ, ଏକ ମିନା କୋଡ଼ିଏ ଶକେଲ, ପଚିଶ ଶକେଲ, ପନ୍ଦର ଶକେଲ ହବେ।
Ezekiel 45:13
ତୁମ୍ଭମାନେେ ଏହି ବିଶଷେ ନବୈେଦ୍ଯ ଉତ୍ସର୍ଗ କରିବ। ପ୍ରେତ୍ୟକକ ହାମରେ ଏକ ଷଷ୍ଠାଂଶ ଗହମ ଓ ଏକ ଷଷ୍ଠାଂଶ ବାଲି ତୁମ୍ଭମାନେେ ଦବେ।
Ezekiel 45:14
ପୁଣି ବାତ୍ ସମ୍ବନ୍ଧୀଯ ତୈଳର ନିରୂପିତ ଅଂଶ କୋରରୁ ଏକ ବାତ୍ର ଦଶମାଂଶ ହବେ। କୋର୍ ଦଶ ବାତ୍ ଅର୍ଥାତ୍ ଏକ ହାମରେ, କାରଣ ଦଶ ବାତ ରେ ଏକ ହାମରେ ହୁଏ।
Ezekiel 45:15
ଆଉ ଇଶ୍ରାୟେଲର ଭଲ ଜଳ ହାଇେଥିବା ଚାରଣଭୂମି ସ୍ଥାନରୁ ପଲର 200 ମଷେ ମଧ୍ଯରୁ ଏକ ମଷେ ଦବେ। ତାହା ଲୋକମାନଙ୍କ ନିମନ୍ତେ ବିଶଷେ ନବୈେଦ୍ଯ ହବେ।
Ezekiel 45:16
ଦେଶର ସମସ୍ତ ଲୋକ ଇଶ୍ରାୟେଲର ଅଧିପତିଙ୍କ ପାଇଁ ଏହି ଉପହାର ଦବେେ।
Ezekiel 45:17
ପୁଣି ପର୍ବ ଦିନ ରେ ; ଅମାବାସ୍ଯା ରେ ଓ ବିଶ୍ରାମବାରଗୁଡ଼ିକରେ ଇଶ୍ରାୟେଲ ବଂଶର ସକଳ ନିରୂପିତ ପର୍ବ ସମୟରେ ହାମବେଳି, ଶସ୍ଯବଳି ଓ ପଯେ ନବୈେଦ୍ଯ ଓ ସହଭାଗିତାର ନବୈେଦ୍ଯ ଅଧିପତି ଦବେେ। ଅଧିପତି ଇଶ୍ରାୟେଲକୁ ପବିତ୍ର କରିବା ପାଇଁ ସମସ୍ତ ପାପାର୍ଥକ ବଳି, ଶସ୍ଯ ନବୈେଦ୍ଯ, ହାମବେଳି, ସହଭାଗିତାର ନବୈେଦ୍ଯ ଉତ୍ସର୍ଗ କରିବେ।
Ezekiel 45:18
ସଦାପ୍ରଭୁ, ମାରେ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ପ୍ରଥମ ମାସର ପ୍ରଥମ ଦିନ ତୁମ୍ଭେ ଏକ ନିଖୁଣ ଗୋବତ୍ସ ନଇେ ପବିତ୍ର ସ୍ଥାନକୁ ଶୁଚି କରିବ।
Ezekiel 45:19
ପୁଣି ଯାଜକ ପାପାର୍ଥକ ବଳିର ରକ୍ତର କିଛି ନଇେ ମନ୍ଦିରର ଚୌକାଠମାନର ଉପ ରେ ୟଜ୍ଞବଦେୀ ଥାକର ଚାରି କଣର ଉପ ରେ ଆଉ ଭିତର ପ୍ରାଙ୍ଗଣର ଦ୍ବାର ଚୌକାଠର ଉପ ରେ ଲଗାଇବା ଉଚିତ୍।
Ezekiel 45:20
ଆଉ ଯେଉଁ ଲୋକ ଭ୍ରାନ୍ତି ରେ କୌଣସି ପାପ କରେ ତାହା ପାଇଁ ଓ ସହେିମାନଙ୍କ ପାଇଁ ଅଜାଣତ ରେ ପାପ କରେ, ତାହା ପାଇଁ ତୁମ୍ଭେ ମାସର ସପ୍ତମ ଦିନ ରେ ଏହି ପ୍ରକାର କରିବ। ଏହିରୂପେ ତୁମ୍ଭମାନେେ ମନ୍ଦିରକୁ ପବିତ୍ର କରିବ।
Oriya Bible