Job 16 - WBT (Oriya)

1 Then Job answered and said,ତା'ପରେ ଆୟୁବ ଉତ୍ତର ଦଲୋ, ମୁଁ ଏସବୁ କଥା ପୂର୍ବରୁ ଶୁଣି ଅଛି।

2 I have heard many such things: miserable comforters are ye all.ତୁମ୍ଭେ ତିନି ଜଣ ମାେତେ ସାନ୍ତ୍ବନା ନ ଦଇେ ଦୁଃଖ ଦେଉଛ।

3 Shall vain words have an end? or what emboldeneth thee that thou answerest?ତୁମ୍ଭର ଶୂନ୍ଯ ବାକ୍ଯର କ'ଣ ଅନ୍ତ ହବେ ନାହିଁ। ତୁମ୍ଭକୁ ୟୁକ୍ତି କରିବାକୁ କ'ଣ ପ୍ରବର୍ତ୍ତାଉଛି ମାେତେ ଉତ୍ତର ଦିଅ।

4 I also could speak as ye do: if your soul were in my soul's stead, I could heap up words against you, and shake my head at you.ମୁଁ ମଧ୍ଯ ସହେିଭଳି କଥା ତୁମ୍ଭକୁ କହିପା ରେ, ଯଦି ତୁମ୍ଭର ମାେଭଳି ବିପଦ ପଡ଼ିଥାନ୍ତା। ମୁଁ ମଧ୍ଯ ତୁମ୍ଭ ବିରୁଦ୍ଧ ରେ ବୁଦ୍ଧିମାନର ବାକ୍ଯ କହି ପାରନ୍ତି ଏବଂ ତୁମ୍ଭମାନଙ୍କ ପ୍ରତି ମାେ ମୁଣ୍ଡ ହଲାଇ ପାରନ୍ତି।

5 But I would strengthen you with my mouth and the moving of my lips should assuage your grief.କିନ୍ତୁ ମୁଁ ତୁମ୍ଭକୁ ମାରେ ବାକ୍ଯଦ୍ବାରା ଉତ୍ସାହିତ କରିଥାଆନ୍ତି, ସାନ୍ତ୍ବନା ଦଇେଥାଆନ୍ତି ଏବଂ ତୁମ୍ଭର କଷ୍ଟକୁ କମଇେ ଦଇେଥାଆନ୍ତି।

6 Though I speak, my grief is not assuaged: and though I forbear, what am I eased?ତଥାପି ମୁଁ ଯଦି କ ହେ, ମାେ ଦୁଃଖର ଉପଶମ ହେଉ ନାହିଁ ଏବଂ ଯଦି ମୁଁ ଚୁପ୍ ରହେ ତାହା ମଧ୍ଯ ମାେତେ ସାହାୟ୍ଯ କରେ ନାହିଁ।

7 But now he hath made me weary: thou hast made desolate all my company.କିନ୍ତୁ ବର୍ତ୍ତମାନ ପରମେଶ୍ବର ପ୍ରକୃତ ରେ ମାେତେ ନିଃଶଷେ କରି ଦଇେଛନ୍ତି। ତୁମ୍ଭେ ମାରେ ପରିବାରକୁ ଧ୍ବଂସ କରିଛ।

8 And thou hast filled me with wrinkles, which is a witness against me: and my leanness rising up in me beareth witness to my face.ତୁମ୍ଭେ ମାେ ଶରୀରକୁ ଜରାଜୀର୍ଣ୍ଣ କରିଛ। ସେଥିପାଇଁ ଲୋକମାନେ ମାେତେ ଦୋଷୀ ବୋଲି ଭାବୁଛନ୍ତି।

9 He teareth me in his wrath, who hateth me: he gnasheth upon me with his teeth; my enemy sharpeneth his eyes upon me.ପରମେଶ୍ବର ମାେତେ ଆକ୍ରମଣ କରିଛନ୍ତି। ସେ ମାେ ଉପରେ କୋପ କରିବାକୁ ମାରେ ଶରୀର ଲୋତକରେ ଭିଜି ୟାଇଛି। ପରମେଶ୍ବର ମାେ ବିରୁଦ୍ଧ ରେ ତାଙ୍କ ଦାନ୍ତ ରଗଡ଼ନ୍ତି। ମାରେ ଶତ୍ରୁ ମାେତେ ଘୃଣା ଚକ୍ଷୁ ରେ ଦେଖନ୍ତି।

10 They have gaped upon me with their mouth; they have smitten me upon the cheek reproachfully; they have gathered themselves against me.ଲୋକମାନେ ମାେ ଚାରିକଡ଼ ରେ ଏକତ୍ରିତ ହାଇେଛନ୍ତି ଏବଂ ସମାନେେ ମାେତେ ଉପହାସ କରନ୍ତି, ଏବଂ ମାେ ଗାଲ ରେ ଚାପୁଡ଼ା ମାରନ୍ତି।

11 God hath delivered me to the ungodly, and turned me over into the hands of the wicked.ପରମେଶ୍ବର ମାେତେ ଦୁଷ୍ଟ ଲୋକଙ୍କ ହାତ ରେ ସମର୍ପି ଦଇେଛନ୍ତି। ସେ ଦୁଷ୍ଟ ଲୋକମାନଙ୍କୁ ମାେତେ ଆଘାତ କରିବାକୁ ଅନୁମତି ଦଇେଛନ୍ତି।

12 I was at ease, but he hath broken me asunder: he hath also taken me by my neck, and shaken me to pieces, and set me up for his mark.ମାରେ ଗୋଟିଏ ଆରାମଦାୟକ ଜୀବନ ଥିଲା। ତା'ପରେ ସେ ମାେତେ ଚୂର୍ଣ୍ଣବିଚୂର୍ଣ୍ଣ କଲେ। ସେ ମାରେ ବକେକୁ ଧରି ମାେତେ େଛାଟ େଛାଟ ଖଣ୍ଡ କରି ଭାଙ୍ଗି ଦେଲେ। ସେ ଲକ୍ଷ୍ଯ ଅଭ୍ଯାସ ପାଇଁ ମାେତେ ବ୍ଯବହାର କଲେ।

13 His archers encompass me; he cleaveth my reins asunder, and doth not spare; he poureth out my gall upon the ground.ପରମେଶ୍ବରଙ୍କ ତୀରବାହକମାନେ ମାରେ ଚତୁଃପାଶର୍‌ବ ରେ ଅଛନ୍ତି। ସେ ମାରେ ବୃକ୍କକୁ ଶରଦ୍ବାରା ବିଦ୍ଧ କରନ୍ତି। ସେ କୌଣସି ପ୍ରକାର ଦୟା ଦଖାେନ୍ତି ନାହିଁ। ସେ ମାରେ ଅନ୍ତନାଳୀକୁ ଭୂମିରେ ଫିଙ୍ଗି ଦିଅନ୍ତି।

14 He breaketh me with breach upon breach, he runneth upon me like a giant.ପରମେଶ୍ବର ମାେତେ ବାରମ୍ବାର ଆକ୍ରମଣ କରନ୍ତି। ସେ ୟୁଦ୍ଧ କ୍ଷେତ୍ରର ସୈନିକ ପରି ମାେତେ ଆକ୍ରମଣ କରନ୍ତି।

15 I have sewed sackcloth upon my skin, and defiled my horn in the dust.ମାରେ ଦୁଃଖ ରେ ମୁଁ ମାରେ ବସ୍ତ୍ର ଚଟରୁ ବସ୍ତ୍ର ତିଆରି କଲି। ଜଣେ ପରାଜିତ ଲୋକ ପରି ମୁଁ ଏହି ଧୂଳି ଓ ପାଉଁଶ ଉପରେ ବସୁଛି।

16 My face is foul with weeping, and on my eyelids are the shades of death;କାନ୍ଦି କାନ୍ଦି ମାରେ ମୁହଁ ଲାଲ ପଡ଼ିଗଲାଣି। ମାରେ ଆଖିର ଚତୁର୍ଦ୍ଦିଗ ରେ କଳା କଳା ଦାଗ ଦିଶିଲାଣି।

17 Not for any injustice in my hands: also my prayer is pure.ମୁଁ ଜୀବନ ରେ କାହାପ୍ରତି ନିଷ୍ଠୁର ଆଚରଣ କରିନାହିଁ ତଥାପି ଏହିସବୁ ଅମଙ୍ଗଳ ମାେତେ ଘଟିଲା। ମାରେପ୍ରାର୍ଥନା ନିର୍ମଳ ଓ ପବିତ୍ର ଅଟେ।

18 O earth, cover not thou my blood, and let my cry have no place.ପୃଥିବୀ, ମାେ ପ୍ରତି ଯେଉଁ ଅନ୍ଯାଯ କରାୟାଇଛି ତାହା ଲୁଚାଅ ନାହିଁ। ନ୍ଯାଯ ପାଇଁ ମାରେ ଭୀକ୍ଷା ବନ୍ଦ ନ ହେଉ।

19 Also now, behold, my witness is in heaven, and my record is on high.ଏବେ ବି ବର୍ତ୍ତମାନ ମାେ ପାଇଁ ସ୍ବର୍ଗରାଜ୍ଯ ରେ କହେି ଜଣେ ଅଛି, ୟିଏ ମାେ ପକ୍ଷ ରେ କଥା କହିବେ। କହେି ଜଣେ ମାେ ପାଇଁ ସାକ୍ଷ୍ଯ ଦବେେ।

20 My friends scorn me: but my eye poureth out tears to God.ମାେ ମିତ୍ରଗଣ ମାେ ପାଇଁ କୁହ, କିପରି ମାରଚେକ୍ଷୁ ପରମେଶ୍ବରଙ୍କ ପାଇଁ ଲୁହ ଢ଼ାଳି ଦେଉଛି।

21 O that one might plead for a man with God, as a man pleadeth for his neighbor!ସେ ମାେ ପାଇଁ ପରମେଶ୍ବରଙ୍କୁ କୁହନ୍ତି ଯମେିତିକି ଜଣେ ବ୍ଯକ୍ତି ତା'ର ବନ୍ଧୁ ପାଇଁ ୟୁକ୍ତି କରେ।

22 When a few years are come, then I shall go the way whence I shall not return.ଆଉ କିଛି ବର୍ଷ ପରେ ମୁଁ ସହେି ମୃତ୍ଯୁ ରାଜ୍ଯକୁ ୟିବି ଯେଉଁଠାରୁ କହେି କବେେ ଫେ ରେ ନାହିଁ।

Oriya Bible