Job 34 - DBY (Oriya)
1 Moreover Elihu answered and said,ତା'ପରେ ଇଲୀହୁ ତା'ର କଥାକୁ ଜାରିରଖି କହିଲା,
2 Hear my words, ye wise [men]; and give ear unto me, ye that have knowledge. ହେ ଜ୍ଞାନୀମାନେ ମାେ କଥା ମନଦଇେ ଶୁଣ, ଯାହା ମୁଁ କହିବାକୁ ଚାହୁଁଛି। ହେ ବୁଦ୍ଧିମାନ ମାେ କଥାକୁ ଧ୍ଯାନ ଦଇେ ଶୁଣ।
3 For the ear trieth words, as the palate tasteth food.କାରଣ କର୍ଣ୍ଣ ଯାହା ଶୁଣେ ତାହା ପରୀକ୍ଷା କରେ, ଠିକ୍ ଜିହ୍ବା ଖାଦ୍ୟର ସ୍ବାଦ ବାରିବା ପରି।
4 Let us choose for ourselves what is right; let us know among ourselves what is good!ତେଣୁ ଆସ ଏହିସବୁ ୟୁକ୍ତିକୁ ପରୀକ୍ଷା କରିବା ଏବଂ ସ୍ଥିର କରିବା କେଉଁଟା ଠିକ୍ ଆମ୍ଭମାନଙ୍କ ମଧିଅରେ। ଆମ୍ଭେ ସମସ୍ତେ ମିଶି ଶିଖିବା ଭଲ କାହାକୁ କହନ୍ତି।
5 For Job hath said, I am righteous, and ùGod hath taken away my judgment:ଆୟୁବ କ ହେ, 'ମୁଁ ଆୟୁବ, ମୁଁ ନିରପରାଧୀ ଅଟେ। ଏବଂ ପରମେଶ୍ବର ମାେ' ପ୍ରତି ଉଚିତ୍ ନ୍ଯାଯ କରି ନାହାଁନ୍ତି।
6 Should I lie against my right? My wound is incurable without transgression.ମୁଁ ନିରପରାଧୀ ହେଲବେି କିନ୍ତୁ ବିଚାର ମାେ ବିରୁଦ୍ଧ ରେ ୟିବାରୁ ମୁଁ ମିଥ୍ଯାବାଦୀ ରେ ଗଣିତ ହାଇେଅଛି। ମୁଁ ନିରପରାଧୀ ହେଲବେି କିନ୍ତୁ ମୁଁ ବହୁତ କଷ୍ଟ ସହିଅଛି।'
7 What man is like Job? he drinketh up scorning like water,ଆୟୁବ ଭଳି ଆଉ କହେି ବ୍ଯକ୍ତି ଅଛନ୍ତି କି ? ଆୟୁବ ଖାତିର କରେ ନାହିଁ, ଯଦି ତୁମ୍ଭେ ତାକୁ ଅପମାନିତ କର।
8 And goeth in company with workers of iniquity, and walketh with wicked men.ଆୟୁବ ଦୁଷ୍ଟ ଲୋକଙ୍କ ସହିତ ବନ୍ଧୁତା କରିଛି। ଆୟୁବ ଦୁଷ୍ଟ ଲୋକଙ୍କ ସହିତ ରହିବାକୁ ଭଲପାଏ।
9 For he hath said, It profiteth not a man if he delight himself in God.ମୁଁ ଏହା କାହିଁକି କହିଲି। କାରଣ ଆୟୁବ କହୁଛି, 'ଜଣେ ଯଦି ପରମେଶ୍ବରଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରେ ସେ ଲାଭ ପାଏ ନାହିଁ।'
10 Therefore hearken unto me, ye men of understanding: Far be wickedness from ùGod, and wrong from the Almighty!ତୁମ୍ଭମାନେେ ବୁଝାମଣା ସମ୍ପନ୍ନ ମଣିଷ ମାେ କଥା ଶୁଣ। କୌଣସି ମନ୍ଦ କାର୍ୟ୍ଯ କରିବା ଅର୍ଥାତ୍ ପରମେଶ୍ବରଙ୍କ ଦ୍ବାରା ଅସମ୍ଭବ! ସର୍ବଶକ୍ତିମାନ ପରମେଶ୍ବର କୌଣସି ଭୁଲ କରନ୍ତି ନାହିଁ।
11 For a man's work will he render to him, and cause every one to find according to [his] way.ପରମେଶ୍ବର ଜଣେ ବ୍ଯକ୍ତିକୁ ସେ ଯାହା କରିଥାଏ ତାକୁ ତାହା ଦିଅନ୍ତି। ସେ ଲୋକଙ୍କୁ ଯାହା ପ୍ରାପ୍ଯ ତାହା ଦିଅନ୍ତି।
12 Yea, surely, ùGod acteth not wickedly, and the Almighty perverteth not judgment.ଏହାହିଁ ସତ୍ଯ ଅଟେ। ପରମେଶ୍ବର କୁକର୍ମ କରନ୍ତି ନାହିଁ। ସର୍ବଶକ୍ତିମାନ ପରମେଶ୍ବର ନ୍ଯାଯ ଭ୍ରଷ୍ଟ କରନ୍ତି ନାହିଁ।
13 Who hath entrusted to him the earth? and who hath disposed the whole world?ପରମେଶ୍ବରଙ୍କୁ ପୃଥିବୀର ଦାଯିତ୍ବ ରେ ରହିବା ପାଇଁ କହେି ମନୋନୀତ କରି ନାହାନ୍ତି। କହେି ତାଙ୍କୁ ସମଗ୍ର ପୃଥିବୀର ଦାଯିତ୍ବ ଦଇେ ନାହିଁ।
14 If he only thought of himself, [and] gathered unto him his spirit and his breath,ଯଦି ପରମେଶ୍ବର ସ୍ଥିର କରନ୍ତି ଲୋକମାନଙ୍କ ଜୀବନ ଶରୀରରୁ ତାଙ୍କର ଆତ୍ମା ଓ ନିଶ୍ବାସ ପ୍ରଶ୍ବାସକୁ କାଢ଼ି ନବେେ।
15 All flesh would expire together, and man would return to the dust.ତବେେ ପୃଥିବୀର ସମସ୍ତ ଲୋକେ ମୃତ୍ଯୁବରଣ କରିବେ। ସବୁ ଲୋକ ପୁଣି ଧୂଳି ରେ ପରିଣତ ହବେେ।
16 If now [thou hast] understanding, hear this: give ear to the voice of my words!ଯଦି ତୁମ୍ଭେ ଜ୍ଞାନୀ ମନୁଷ୍ଯ, ତା' ହେଲେ ମାେ କଥା ମନଦଇେ ଶୁଣ।
17 Should he that hateth right indeed govern? and wilt thou condemn the All-just?ଯେଉଁ ବ୍ଯକ୍ତି ସଚ୍ଚୋଟ ହବୋକୁ ଘୃଣା କରେ, ସେ କବେେ ଶାସକ ହାଇେ ପାରିବ ନାହିଁ। ଆୟୁବ, ପରମେଶ୍ବର ଅତ୍ଯନ୍ତ ପରାକ୍ରମଶାଳୀ ଓ ନ୍ଯାଯପରାଯଣ ତୁମ୍ଭେ କ'ଣ ଭାବୁଛ ତୁମ୍ଭେ ତାଙ୍କୁ ଦୋଷୀ ସାବ୍ଯସ୍ତ କରିପାରିବ।
18 Shall one say to a king, Belial? to nobles, Wicked?କହେି ଜଣେ ରାଜାକୁ କ ହେ କି, 'ତୁମ୍ଭେ ଗୋଟିଏ ଅପଦାର୍ଥ ?' କିମ୍ବା କିଏ ନେତାମାନଙ୍କୁ କ ହେ, 'ତୁମ୍ଭମାନେେ ଦୁଷ୍ଟ ଅଟ।'
19 [How then to him] that accepteth not the persons of princes, nor regardeth the rich man more than the poor? for they are all the work of his hands.ପରମେଶ୍ବର ଅନ୍ୟମାନଙ୍କଠାରୁ ନେତାମାନଙ୍କୁ ଭଲ ପାଆନ୍ତି ନାହିଁ। ଏବଂ ପରମେଶ୍ବର ଧନୀ ଲୋକମାନଙ୍କୁ ଗରିବ ଲୋକମାନଙ୍କ ଠାରୁ ଅଧିକ ଭଲ ପାଆନ୍ତି ନାହିଁ। କାହିଁକି ? କାରଣ ପରମେଶ୍ବର ସମସ୍ତଙ୍କୁ ସୃଷ୍ଟି କରିଛନ୍ତି।
20 In a moment they die, even at midnight the people are convulsed and pass away; and the strong are taken away without hand.ଲୋକେ ହଠାତ୍ ମଧ୍ଯ ରାତ୍ରି ରେ ହୁଏତ ମରି ୟାଇପାରନ୍ତି। ଲୋକେ ହୁଏତ ବମାରେ ହାଇେ ମୃତ୍ଯୁମୁଖ ରେ ପଡ଼ିପାରନ୍ତି। ଏପରିକି କ୍ଷମତାଶାଳୀ ଲୋକ ବି କୌଣସି ସ୍ପଷ୍ଟ କାରଣ ନ ଥାଇ ମରିପାରନ୍ତି।
21 For his eyes are upon the ways of man, and he seeth all his steps.ପରମେଶ୍ବର ଲୋକମାନଙ୍କର କାର୍ୟ୍ଯ ପଳାପକୁ ଲକ୍ଷ୍ଯ କରନ୍ତି। ପରମେଶ୍ବର ମଣିଷର ପ୍ରେତ୍ୟକକ ପାଦ ଗତିକୁ ଜାଣନ୍ତି।
22 There is no darkness, nor shadow of death, where the workers of iniquity may hide themselves.ଏପରି କୌଣସି ଅନ୍ଧକାର ଅଧିକ ନୁହେଁ ଯାହା ଦୁଷ୍ଟ ଲୋକମାନଙ୍କୁ ପରମେଶ୍ବରଙ୍କଠାରୁ ଲୁଚାଇପା ରେ।
23 For he doth not long consider a man, to bring him before ùGod in judgment.ପରମେଶ୍ବର ଲୋକଙ୍କୁ ଆଉ ଟିକିଏ ପରୀକ୍ଷା କରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ନିଅନ୍ତି ନାହିଁ। ପରମେଶ୍ବର ତାଙ୍କ ସମ୍ମୁଖକୁ ଲୋକଙ୍କୁ ଆଣି ବିଚାର କରିବାକୁ ଦରକାର ମନେ କରନ୍ତି ନାହିଁ।
24 He breaketh in pieces mighty men without inquiry, and setteth others in their stead;ଯଦି କ୍ଷମତାଶାଳୀ ଲୋକେ ମନ୍ଦକାର୍ୟ୍ଯ କରନ୍ତି, ପରମେଶ୍ବର ସମାନଙ୍କେୁ ପ୍ରଶ୍ନ କରନ୍ତି ନାହିଁ। ସେ ସମାନଙ୍କେୁ କବଳେ ଧ୍ବଂସ କରିଦିଅନ୍ତି। ତାଙ୍କ ସ୍ଥାନ ରେ ଅନ୍ୟ ଲୋକଙ୍କୁ ନେତା କରିବାକୁ ସେ ପସନ୍ଦ କରନ୍ତି।
25 Since he knoweth their actions; and he overthroweth [them] in the night, and they are crushed.ତେଣୁ ପରମେଶ୍ବର ଜାଣନ୍ତି ଲୋକେ କ'ଣ କରନ୍ତି। ସେଥିପାଇଁ ପରମେଶ୍ବର ଦୁଷ୍ଟ ଲୋକମାନଙ୍କୁ ରାତିକ ଭିତ ରେ ପରାଜିତ କରିବେ ଓ ସମାନେେ ଧ୍ବଂସ ହବେେ।
26 He striketh them as wicked men in the open sight of others,ପରମେଶ୍ବର ଦୁଷ୍ଟ ଲୋକଙ୍କୁ ଦଣ୍ଡ ଦବେେ। କାରଣ ସମାନେେ ମନ୍ଦକାର୍ୟ୍ଯ କରନ୍ତି। ପରମେଶ୍ବର ସହେି ଲୋକମାନଙ୍କୁ ଶାସ୍ତି ଦବେେ, ଯେଉଁଠା ରେ କି ଅନ୍ୟ ଲୋକମାନେ ଏହା ଘଟୁଛି ବୋଲି ଦେଖି ପାରିବେ।
27 Because they have turned back from him, and would consider none of his ways;କାହିଁକି ? କାରଣ ଦୁଷ୍ଟ ଲୋକେ ପରମେଶ୍ବରଙ୍କୁ ମାନନ୍ତି ନାହିଁ। ସହେି ମନ୍ଦ ଲୋକଗୁଡ଼ାକ ପରମେଶ୍ବର ଯାହା ଚାହାନ୍ତି ତାହା କରିବାକୁ ଇଚ୍ଛା କରନ୍ତି ନାହିଁ।
28 So that they cause the cry of the poor to come unto him, and he heareth the cry of the afflicted.ସହେି ଦୁଷ୍ଟ ଲୋକେ ଗରିବଙ୍କୁ ଆଘାତ କରନ୍ତି। ଫଳ ରେ ସହେି ଗରିବମାନେ ପରମେଶ୍ବରଙ୍କ ସାହାୟ୍ଯ ପାଇଁ ଚିତ୍କାର କରନ୍ତି। ଏବଂ ପରମେଶ୍ବର ମଧ୍ଯ ସମାନଙ୍କେ ଡ଼ାକକୁ ଶୁଣନ୍ତି।
29 When he giveth quietness, who then will disturb? and when he hideth [his] face, who shall behold him? and this towards a nation, or towards a man alike;କିନ୍ତୁ ଯଦି ପରମେଶ୍ବର ସ୍ଥିର କରନ୍ତି ସମାନଙ୍କେୁ ସାହାୟ୍ଯ କରିବେ ନାହିଁ। ତା' ହେଲେ କହେି ପରମେଶ୍ବରଙ୍କୁ ଦୋଷ ଦଇପୋରିବ ନାହିଁ। ଯଦି ପରମେଶ୍ବର ଲୋକଙ୍କଠାରୁ ନିଜକୁ ଲୁଚଇେ ରଖନ୍ତି, କହେି ତାଙ୍କୁ ଖାଜେି ପାଇବ ନାହିଁ। ପରମେଶ୍ବର ଲୋକମାନଙ୍କର ଓ ଦେଶମାନଙ୍କର ଶାସନକର୍ତ୍ତା।
30 That the ungodly man reign not, that the people be not ensnared.ଯଦି ଜଣେ ଶାସକ ଲୋକଙ୍କ ପାପର କାରଣ ହୁଅନ୍ତି, ତା' ହେଲେ ପରମେଶ୍ବର ସହେି ବ୍ଯକ୍ତିକୁ ଶାସନ ଗାଦିରୁ ହଟାଇ ଦିଅନ୍ତି।
31 For hath he said unto ùGod, I bear [chastisement], I will not offend;ଏହା ଘଟିବ ଯଦି ସେ ପରମେଶ୍ବରଙ୍କୁ ପ୍ରାର୍ଥନା କରି କ ହେ, ମୁଁ ଦୋଷୀ ଅଟେ। ମୁଁ ଆଉ ପାପ କରିବି ନାହିଁ।
32 What I see not, teach thou me; if I have done wrong, I will do so no more?ହେ ପରମେଶ୍ବର, ଯଦିଓ ମୁଁ ତୁମ୍ଭକୁ ଦେଖିପାରୁ ନାହିଁ, ଜୀବନ ରେ କେଉଁଟା ଠିକ୍ ବାଟ ମାେତେ ତୁମ୍ଭେ ଶିକ୍ଷା ଦିଅ। ଯଦି ମୁଁ କିଛି ଭୁଲ କରିଛି, ମୁଁ ଆଉ ସପରେି ପୁଣି ଥରେ କରିବି ନାହିଁ।'
33 Shall he recompense according to thy mind? for thou hast refused [his judgment]; for thou so choosest, and not I; speak then what thou knowest.ଆୟୁବ, ତୁମ୍ଭେ ଚାହୁଁଛ ପରମେଶ୍ବର ତୁମ୍ଭକୁ ପୁରସ୍କୃତ କରନ୍ତୁ। କିନ୍ତୁ ତୁମ୍ଭେ ପରିବର୍ତ୍ତନକୁ ମନା କରୁଛ। ଆୟୁବ ଏହା ତୁମ୍ଭର ନିଷ୍ପତ୍ତି ମାରେ ନୁହେଁ। ତୁମ୍ଭେ କୁହ ମାେତେ ତୁମ୍ଭେ କ'ଣ ଭାବୁଛ।
34 Men of understanding will say to me, and a wise man who heareth me:ଜଣେ ଜ୍ଞାନୀ ବ୍ଯକ୍ତି ମାେ କଥା ଶୁଣିବ। ଜଣେ ଜ୍ଞାନୀ ବ୍ଯକ୍ତି କହିବ,
35 Job hath spoken without knowledge, and his words were not with intelligence.'ଆୟୁବ ଜଣେ କିଛି ନ ଜାଣିଥିବା ଲୋକ ପରି କଥା କୁ ହେ। ଆୟୁବ ଯେଉଁ କଥା କୁ ହେ ସେଥିର କିଛି ଅର୍ଥ ହୁଏ ନାହିଁ।'
36 Would that Job may be tried unto the end, because of [his] answers after the manner of evil men!ମୁଁ ଭାବୁଛି ଆୟୁବକୁ ଅଧିକ ଦଣ୍ଡ ଦିଆୟିବା ଦରକାର। କାହିଁକି ? କାରଣ ଆୟୁବ ଆମ୍ଭକୁ ଯାହା ଉତ୍ତର ଦଲୋ, ଯମେିତି ଜଣେ ଦୁଷ୍ଟ ବ୍ଯକ୍ତି ଉତ୍ତର ଦବେ।
37 For he addeth rebellion unto his sin, he clappeth [his hands] among us, and multiplieth his words against ùGod.ଆୟୁବର ବିଦ୍ରୋହ ତା'ର ଅନ୍ୟ ପାପ ସହିତ ୟାଗ କରେ। ଆୟୁବ ଆମ୍ଭ ସମ୍ମୁଖ ରେ ବ ସେ ଏବଂ ଆମ୍ଭକୁ ଅପମାନିତ କରେ ଏବଂ ପରମେଶ୍ବରଙ୍କ ବିଷଯ ରେ ଅତ୍ଯଧିକ କୁ ହେ।
Oriya Bible