Job 34 - KJV (Oriya)

1 Furthermore Elihu answered and said,ତା'ପରେ ଇଲୀହୁ ତା'ର କଥାକୁ ଜାରିରଖି କହିଲା,

2 Hear my words, O ye wise men; and give ear unto me, ye that have knowledge. ହେ ଜ୍ଞାନୀମାନେ ମାେ କଥା ମନଦଇେ ଶୁଣ, ଯାହା ମୁଁ କହିବାକୁ ଚାହୁଁଛି। ହେ ବୁଦ୍ଧିମାନ ମାେ କଥାକୁ ଧ୍ଯାନ ଦଇେ ଶୁଣ।

3 For the ear trieth words, as the mouth tasteth meat.କାରଣ କର୍ଣ୍ଣ ଯାହା ଶୁଣେ ତାହା ପରୀକ୍ଷା କରେ, ଠିକ୍ ଜିହ୍ବା ଖାଦ୍ୟର ସ୍ବାଦ ବାରିବା ପରି।

4 Let us choose to us judgment: let us know among ourselves what is good.ତେଣୁ ଆସ ଏହିସବୁ ୟୁକ୍ତିକୁ ପରୀକ୍ଷା କରିବା ଏବଂ ସ୍ଥିର କରିବା କେଉଁଟା ଠିକ୍ ଆମ୍ଭମାନଙ୍କ ମଧିଅରେ। ଆମ୍ଭେ ସମସ୍ତେ ମିଶି ଶିଖିବା ଭଲ କାହାକୁ କହନ୍ତି।

5 For Job hath said, I am righteous: and God hath taken away my judgment.ଆୟୁବ କ ହେ, 'ମୁଁ ଆୟୁବ, ମୁଁ ନିରପରାଧୀ ଅଟେ। ଏବଂ ପରମେଶ୍ବର ମାେ' ପ୍ରତି ଉଚିତ୍ ନ୍ଯାଯ କରି ନାହାଁନ୍ତି।

6 Should I lie against my right? my wound is incurable without transgression.ମୁଁ ନିରପରାଧୀ ହେଲବେି କିନ୍ତୁ ବିଚାର ମାେ ବିରୁଦ୍ଧ ରେ ୟିବାରୁ ମୁଁ ମିଥ୍ଯାବାଦୀ ରେ ଗଣିତ ହାଇେଅଛି। ମୁଁ ନିରପରାଧୀ ହେଲବେି କିନ୍ତୁ ମୁଁ ବହୁତ କଷ୍ଟ ସହିଅଛି।'

7 What man is like Job, who drinketh up scorning like water?ଆୟୁବ ଭଳି ଆଉ କହେି ବ୍ଯକ୍ତି ଅଛନ୍ତି କି ? ଆୟୁବ ଖାତିର କରେ ନାହିଁ, ଯଦି ତୁମ୍ଭେ ତାକୁ ଅପମାନିତ କର।

8 Which goeth in company with the workers of iniquity, and walketh with wicked men.ଆୟୁବ ଦୁଷ୍ଟ ଲୋକଙ୍କ ସହିତ ବନ୍ଧୁତା କରିଛି। ଆୟୁବ ଦୁଷ୍ଟ ଲୋକଙ୍କ ସହିତ ରହିବାକୁ ଭଲପାଏ।

9 For he hath said, It profiteth a man nothing that he should delight himself with God.ମୁଁ ଏହା କାହିଁକି କହିଲି। କାରଣ ଆୟୁବ କହୁଛି, 'ଜଣେ ଯଦି ପରମେଶ୍ବରଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରେ ସେ ଲାଭ ପାଏ ନାହିଁ।'

10 Therefore hearken unto me ye men of understanding: far be it from God, that he should do wickedness; and from the Almighty, that he should commit iniquity.ତୁମ୍ଭମାନେେ ବୁଝାମଣା ସମ୍ପନ୍ନ ମଣିଷ ମାେ କଥା ଶୁଣ। କୌଣସି ମନ୍ଦ କାର୍ୟ୍ଯ କରିବା ଅର୍ଥାତ୍ ପରମେଶ୍ବରଙ୍କ ଦ୍ବାରା ଅସମ୍ଭବ! ସର୍ବଶକ୍ତିମାନ ପରମେଶ୍ବର କୌଣସି ଭୁଲ କରନ୍ତି ନାହିଁ।

11 For the work of a man shall he render unto him, and cause every man to find according to his ways.ପରମେଶ୍ବର ଜଣେ ବ୍ଯକ୍ତିକୁ ସେ ଯାହା କରିଥାଏ ତାକୁ ତାହା ଦିଅନ୍ତି। ସେ ଲୋକଙ୍କୁ ଯାହା ପ୍ରାପ୍ଯ ତାହା ଦିଅନ୍ତି।

12 Yea, surely God will not do wickedly, neither will the Almighty pervert judgment.ଏହାହିଁ ସତ୍ଯ ଅଟେ। ପରମେଶ୍ବର କୁକର୍ମ କରନ୍ତି ନାହିଁ। ସର୍ବଶକ୍ତିମାନ ପରମେଶ୍ବର ନ୍ଯାଯ ଭ୍ରଷ୍ଟ କରନ୍ତି ନାହିଁ।

13 Who hath given him a charge over the earth? or who hath disposed the whole world?ପରମେଶ୍ବରଙ୍କୁ ପୃଥିବୀର ଦାଯିତ୍ବ ରେ ରହିବା ପାଇଁ କହେି ମନୋନୀତ କରି ନାହାନ୍ତି। କହେି ତାଙ୍କୁ ସମଗ୍ର ପୃଥିବୀର ଦାଯିତ୍ବ ଦଇେ ନାହିଁ।

14 If he set his heart upon man, if he gather unto himself his spirit and his breath;ଯଦି ପରମେଶ୍ବର ସ୍ଥିର କରନ୍ତି ଲୋକମାନଙ୍କ ଜୀବନ ଶରୀରରୁ ତାଙ୍କର ଆତ୍ମା ଓ ନିଶ୍ବାସ ପ୍ରଶ୍ବାସକୁ କାଢ଼ି ନବେେ।

15 All flesh shall perish together, and man shall turn again unto dust.ତବେେ ପୃଥିବୀର ସମସ୍ତ ଲୋକେ ମୃତ୍ଯୁବରଣ କରିବେ। ସବୁ ଲୋକ ପୁଣି ଧୂଳି ରେ ପରିଣତ ହବେେ।

16 If now thou hast understanding, hear this: hearken to the voice of my words.ଯଦି ତୁମ୍ଭେ ଜ୍ଞାନୀ ମନୁଷ୍ଯ, ତା' ହେଲେ ମାେ କଥା ମନଦଇେ ଶୁଣ।

17 Shall even he that hateth right govern? and wilt thou condemn him that is most just?ଯେଉଁ ବ୍ଯକ୍ତି ସଚ୍ଚୋଟ ହବୋକୁ ଘୃଣା କରେ, ସେ କବେେ ଶାସକ ହାଇେ ପାରିବ ନାହିଁ। ଆୟୁବ, ପରମେଶ୍ବର ଅତ୍ଯନ୍ତ ପରାକ୍ରମଶାଳୀ ଓ ନ୍ଯାଯପରାଯଣ ତୁମ୍ଭେ କ'ଣ ଭାବୁଛ ତୁମ୍ଭେ ତାଙ୍କୁ ଦୋଷୀ ସାବ୍ଯସ୍ତ କରିପାରିବ।

18 Is it fit to say to a king, Thou art wicked? and to princes, Ye are ungodly?କହେି ଜଣେ ରାଜାକୁ କ ହେ କି, 'ତୁମ୍ଭେ ଗୋଟିଏ ଅପଦାର୍ଥ ?' କିମ୍ବା କିଏ ନେତାମାନଙ୍କୁ କ ହେ, 'ତୁମ୍ଭମାନେେ ଦୁଷ୍ଟ ଅଟ।'

19 How much less to him that accepteth not the persons of princes, nor regardeth the rich more than the poor? for they all are the work of his hands.ପରମେଶ୍ବର ଅନ୍ୟମାନଙ୍କଠାରୁ ନେତାମାନଙ୍କୁ ଭଲ ପାଆନ୍ତି ନାହିଁ। ଏବଂ ପରମେଶ୍ବର ଧନୀ ଲୋକମାନଙ୍କୁ ଗରିବ ଲୋକମାନଙ୍କ ଠାରୁ ଅଧିକ ଭଲ ପାଆନ୍ତି ନାହିଁ। କାହିଁକି ? କାରଣ ପରମେଶ୍ବର ସମସ୍ତଙ୍କୁ ସୃଷ୍ଟି କରିଛନ୍ତି।

20 In a moment shall they die, and the people shall be troubled at midnight, and pass away: and the mighty shall be taken away without hand.ଲୋକେ ହଠାତ୍ ମଧ୍ଯ ରାତ୍ରି ରେ ହୁଏତ ମରି ୟାଇପାରନ୍ତି। ଲୋକେ ହୁଏତ ବମାରେ ହାଇେ ମୃତ୍ଯୁମୁଖ ରେ ପଡ଼ିପାରନ୍ତି। ଏପରିକି କ୍ଷମତାଶାଳୀ ଲୋକ ବି କୌଣସି ସ୍ପଷ୍ଟ କାରଣ ନ ଥାଇ ମରିପାରନ୍ତି।

21 For his eyes are upon the ways of man, and he seeth all his goings.ପରମେଶ୍ବର ଲୋକମାନଙ୍କର କାର୍ୟ୍ଯ ପଳାପକୁ ଲକ୍ଷ୍ଯ କରନ୍ତି। ପରମେଶ୍ବର ମଣିଷର ପ୍ରେତ୍ୟକକ ପାଦ ଗତିକୁ ଜାଣନ୍ତି।

22 There is no darkness, nor shadow of death, where the workers of iniquity may hide themselves.ଏପରି କୌଣସି ଅନ୍ଧକାର ଅଧିକ ନୁହେଁ ଯାହା ଦୁଷ୍ଟ ଲୋକମାନଙ୍କୁ ପରମେଶ୍ବରଙ୍କଠାରୁ ଲୁଚାଇପା ରେ।

23 For he will not lay upon man more than right; that he should enter into judgment with God.ପରମେଶ୍ବର ଲୋକଙ୍କୁ ଆଉ ଟିକିଏ ପରୀକ୍ଷା କରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ନିଅନ୍ତି ନାହିଁ। ପରମେଶ୍ବର ତାଙ୍କ ସମ୍ମୁଖକୁ ଲୋକଙ୍କୁ ଆଣି ବିଚାର କରିବାକୁ ଦରକାର ମନେ କରନ୍ତି ନାହିଁ।

24 He shall break in pieces mighty men without number, and set others in their stead.ଯଦି କ୍ଷମତାଶାଳୀ ଲୋକେ ମନ୍ଦକାର୍ୟ୍ଯ କରନ୍ତି, ପରମେଶ୍ବର ସମାନଙ୍କେୁ ପ୍ରଶ୍ନ କରନ୍ତି ନାହିଁ। ସେ ସମାନଙ୍କେୁ କବଳେ ଧ୍ବଂସ କରିଦିଅନ୍ତି। ତାଙ୍କ ସ୍ଥାନ ରେ ଅନ୍ୟ ଲୋକଙ୍କୁ ନେତା କରିବାକୁ ସେ ପସନ୍ଦ କରନ୍ତି।

25 Therefore he knoweth their works, and he overturneth them in the night, so that they are destroyed.ତେଣୁ ପରମେଶ୍ବର ଜାଣନ୍ତି ଲୋକେ କ'ଣ କରନ୍ତି। ସେଥିପାଇଁ ପରମେଶ୍ବର ଦୁଷ୍ଟ ଲୋକମାନଙ୍କୁ ରାତିକ ଭିତ ରେ ପରାଜିତ କରିବେ ଓ ସମାନେେ ଧ୍ବଂସ ହବେେ।

26 He striketh them as wicked men in the open sight of others;ପରମେଶ୍ବର ଦୁଷ୍ଟ ଲୋକଙ୍କୁ ଦଣ୍ଡ ଦବେେ। କାରଣ ସମାନେେ ମନ୍ଦକାର୍ୟ୍ଯ କରନ୍ତି। ପରମେଶ୍ବର ସହେି ଲୋକମାନଙ୍କୁ ଶାସ୍ତି ଦବେେ, ଯେଉଁଠା ରେ କି ଅନ୍ୟ ଲୋକମାନେ ଏହା ଘଟୁଛି ବୋଲି ଦେଖି ପାରିବେ।

27 Because they turned back from him, and would not consider any of his ways:କାହିଁକି ? କାରଣ ଦୁଷ୍ଟ ଲୋକେ ପରମେଶ୍ବରଙ୍କୁ ମାନନ୍ତି ନାହିଁ। ସହେି ମନ୍ଦ ଲୋକଗୁଡ଼ାକ ପରମେଶ୍ବର ଯାହା ଚାହାନ୍ତି ତାହା କରିବାକୁ ଇଚ୍ଛା କରନ୍ତି ନାହିଁ।

28 So that they cause the cry of the poor to come unto him, and he heareth the cry of the afflicted.ସହେି ଦୁଷ୍ଟ ଲୋକେ ଗରିବଙ୍କୁ ଆଘାତ କରନ୍ତି। ଫଳ ରେ ସହେି ଗରିବମାନେ ପରମେଶ୍ବରଙ୍କ ସାହାୟ୍ଯ ପାଇଁ ଚିତ୍କାର କରନ୍ତି। ଏବଂ ପରମେଶ୍ବର ମଧ୍ଯ ସମାନଙ୍କେ ଡ଼ାକକୁ ଶୁଣନ୍ତି।

29 When he giveth quietness, who then can make trouble? and when he hideth his face, who then can behold him? whether it be done against a nation, or against a man only:କିନ୍ତୁ ଯଦି ପରମେଶ୍ବର ସ୍ଥିର କରନ୍ତି ସମାନଙ୍କେୁ ସାହାୟ୍ଯ କରିବେ ନାହିଁ। ତା' ହେଲେ କହେି ପରମେଶ୍ବରଙ୍କୁ ଦୋଷ ଦଇପୋରିବ ନାହିଁ। ଯଦି ପରମେଶ୍ବର ଲୋକଙ୍କଠାରୁ ନିଜକୁ ଲୁଚଇେ ରଖନ୍ତି, କହେି ତାଙ୍କୁ ଖାଜେି ପାଇବ ନାହିଁ। ପରମେଶ୍ବର ଲୋକମାନଙ୍କର ଓ ଦେଶମାନଙ୍କର ଶାସନକର୍ତ୍ତା।

30 That the hypocrite reign not, lest the people be ensnared.ଯଦି ଜଣେ ଶାସକ ଲୋକଙ୍କ ପାପର କାରଣ ହୁଅନ୍ତି, ତା' ହେଲେ ପରମେଶ୍ବର ସହେି ବ୍ଯକ୍ତିକୁ ଶାସନ ଗାଦିରୁ ହଟାଇ ଦିଅନ୍ତି।

31 Surely it is meet to be said unto God, I have borne chastisement, I will not offend any more:ଏହା ଘଟିବ ଯଦି ସେ ପରମେଶ୍ବରଙ୍କୁ ପ୍ରାର୍ଥନା କରି କ ହେ, ମୁଁ ଦୋଷୀ ଅଟେ। ମୁଁ ଆଉ ପାପ କରିବି ନାହିଁ।

32 That which I see not teach thou me: if I have done iniquity, I will do no more.ହେ ପରମେଶ୍ବର, ଯଦିଓ ମୁଁ ତୁମ୍ଭକୁ ଦେଖିପାରୁ ନାହିଁ, ଜୀବନ ରେ କେଉଁଟା ଠିକ୍ ବାଟ ମାେତେ ତୁମ୍ଭେ ଶିକ୍ଷା ଦିଅ। ଯଦି ମୁଁ କିଛି ଭୁଲ କରିଛି, ମୁଁ ଆଉ ସପରେି ପୁଣି ଥରେ କରିବି ନାହିଁ।'

33 Should it be according to thy mind? he will recompense it, whether thou refuse, or whether thou choose; and not I: therefore speak what thou knowest.ଆୟୁବ, ତୁମ୍ଭେ ଚାହୁଁଛ ପରମେଶ୍ବର ତୁମ୍ଭକୁ ପୁରସ୍କୃତ କରନ୍ତୁ। କିନ୍ତୁ ତୁମ୍ଭେ ପରିବର୍ତ୍ତନକୁ ମନା କରୁଛ। ଆୟୁବ ଏହା ତୁମ୍ଭର ନିଷ୍ପତ୍ତି ମାରେ ନୁହେଁ। ତୁମ୍ଭେ କୁହ ମାେତେ ତୁମ୍ଭେ କ'ଣ ଭାବୁଛ।

34 Let men of understanding tell me, and let a wise man hearken unto me.ଜଣେ ଜ୍ଞାନୀ ବ୍ଯକ୍ତି ମାେ କଥା ଶୁଣିବ। ଜଣେ ଜ୍ଞାନୀ ବ୍ଯକ୍ତି କହିବ,

35 Job hath spoken without knowledge, and his words were without wisdom.'ଆୟୁବ ଜଣେ କିଛି ନ ଜାଣିଥିବା ଲୋକ ପରି କଥା କୁ ହେ। ଆୟୁବ ଯେଉଁ କଥା କୁ ହେ ସେଥିର କିଛି ଅର୍ଥ ହୁଏ ନାହିଁ।'

36 My desire is that Job may be tried unto the end because of his answers for wicked men.ମୁଁ ଭାବୁଛି ଆୟୁବକୁ ଅଧିକ ଦଣ୍ଡ ଦିଆୟିବା ଦରକାର। କାହିଁକି ? କାରଣ ଆୟୁବ ଆମ୍ଭକୁ ଯାହା ଉତ୍ତର ଦଲୋ, ଯମେିତି ଜଣେ ଦୁଷ୍ଟ ବ୍ଯକ୍ତି ଉତ୍ତର ଦବେ।

37 For he addeth rebellion unto his sin, he clappeth his hands among us, and multiplieth his words against God.ଆୟୁବର ବିଦ୍ରୋହ ତା'ର ଅନ୍ୟ ପାପ ସହିତ ୟାଗ କରେ। ଆୟୁବ ଆମ୍ଭ ସମ୍ମୁଖ ରେ ବ ସେ ଏବଂ ଆମ୍ଭକୁ ଅପମାନିତ କରେ ଏବଂ ପରମେଶ୍ବରଙ୍କ ବିଷଯ ରେ ଅତ୍ଯଧିକ କୁ ହେ।

Oriya Bible