Job 41 - BBE (Oriya)
1 He is so cruel that no one is ready to go against him. Who then is able to keep his place before me?ଆୟୁବ ତୁମ୍ଭେ ବନଶୀ କଣ୍ଟା ରେ ଲିବିଯାଥନକୁ ଧରିପାରିବ କି ? ତୁମ୍ଭେ ତା'ର ଜିଭକୁ ରସି ରେ ବାନ୍ଧିପାରିବ କି ?
2 Who ever went against me, and got the better of me? There is no one under heaven!ତୁମ୍ଭେ ତା' ନାକରେ ରସି ପୁରାଇ ପାରିବ କି ? ତା'ର ଦାନ୍ତ ମାଢ଼ି ରେ ଅଙ୍କୁଶ ପୁରାଇ ପାରିବ କି ?
3 I will not keep quiet about the parts of his body, or about his power, and the strength of his frame.ଲିବିଯାଥନ ତୁମ୍ଭକୁ ଭିକ୍ଷା କରିବ କି ତାକୁ ମୁକୁଳାଇବା ପାଇଁ ? ସେ ତୁମ୍ଭକୁ କୋମଳ ଶବ୍ଦ ରେ କଥା କହିବ କି ?
4 Who has ever taken off his outer skin? who may come inside his inner coat of iron?ଲିବିଯାଥନ ତୁମ୍ଭ୍ ସହିତ ଚୁକ୍ତି କରିବ କି ? ଏବଂ ତୁମ୍ଭ ସହିତ ଚିରଦିନ ରହିବାକୁ ପ୍ରତିଜ୍ଞା କରିବ କି ?
5 Who has made open the doors of his face? Fear is round about his teeth.ତୁମ୍ଭେ ଲିବିଯାଥନ ସହିତ ଖଳେିପାରିବ କି ? ତୁମ୍ଭେ ପକ୍ଷୀ ସହିତ ଖଳେିଲା ଭଳି ତା' ସହିତ ଖଳେି ପାରିବ କି ? ତୁମ୍ଭେ ତାକୁ ଏକ ରସି ରେ ବାନ୍ଧି ତୁମ୍ଭର ଦାସୀକୁ ତା' ସହିତ ଖଳୋଇ ପାରିବ କି ?
6 His back is made of lines of plates, joined tight together, one against the other, like a stamp.କବୈର୍ତ୍ତ ତୁମ୍ଭଠାରୁ ତାକୁ କିଣିବାକୁ ଚେଷ୍ଟା କରିବ କି ? ସମାନେେ ତାକୁ ଖଣ୍ଡ ଖଣ୍ଡ କରି କାଟି ତାକୁ ବ୍ଯବସାଯୀମାନଙ୍କୁ ବିକିବେ କି ?
7 One is so near to the other that no air may come between them.ତୁମ୍ଭେ ତା'ର ଚମଡ଼ା ଓ ମୁଣ୍ଡକୁ ବର୍ଚ୍ଛା ମାରିପାରିବ କି ?
8 They take a grip of one another; they are joined together, so that they may not be parted.ଆୟୁବ, ତୁମ୍ଭେ ଯଦି ଥରେ ମାତ୍ର ଲିବିଯାଥନ ଉପରେ ହାତ ରଖ, ତୁମ୍ଭେ କବେେ ଆଉଥରେ କରିବ ନାହିଁ ! ଭାବ ସେ କି ପ୍ରକାର ୟୁଦ୍ଧ ହବେ।
9 His sneezings give out flames, and his eyes are like the eyes of the dawn.ତୁମ୍ଭେ କ'ଣ ଭାବୁଛ ତୁମ୍ଭେ ତାକୁ ପରାସ୍ତ କରିପାରିବ ? ଭୁଲି ୟାଅ ! କୌଣସି ଭରସା ନାହିଁ ! ତା' ପ୍ରତି ଅନାଇଲେ ତୁମ୍ଭେ ଭୟଭୀତ ହବେ।
10 Out of his mouth go burning lights, and flames of fire are jumping up.କୌଣସି ମନୁଷ୍ଯ ଏତେ ସାହସୀ ନୁହେଁ ଯେ ତାକୁ ଉଠାଇବ ଓ ରଗାଇବ। ଏବଂ କେଉଁ ମନୁଷ୍ଯ ତା' ବିରୁଦ୍ଧ ରେ ଠିଆ ମଧ୍ଯ ହାଇପୋରିବ ନାହିଁ।
11 Smoke comes out of his nose, like a pot boiling on the fire.କୌଣସି ଜିନିଷ ପାଇଁ ମୁଁ କାହାର ଋଣୀ ନୁହେଁ, ସ୍ବର୍ଗ ରେ ଯାହାକିଛି ଅଛି, ସେ ସବୁ ମାରେ ଅଧୀନ ଅଟେ।
12 His breath puts fire to coals, and a flame goes out of his mouth.ମୁଁ ତୁମ୍ଭକୁ ଲିବିଯାଥନର ଗୋଡ଼, ତା'ର ବଳ ଓ ମନୋହର ଆକାର ବିଷଯ ରେ କିଛି କହିବି।
13 Strength is in his neck, and fear goes dancing before him.କୌଣସି ବ୍ଯକ୍ତି ତା'ର ଚର୍ମକୁ କଣା କରିପାରିବେ ନାହିଁ। ତା'ର ଚର୍ମ ୟୁଦ୍ଧସଜ୍ଜା ସ୍ବରୂପ।
14 The plates of his flesh are joined together, fixed, and not to be moved.କୌଣସି ବ୍ଯକ୍ତି ତା'ର ମାଢ଼ିକୁ ଖାଲିବୋକୁ ସକ୍ଷମ ହବେ ନାହିଁ। ତା'ର ଦାନ୍ତ ଲୋକଙ୍କୁ ଭୟଭୀତ କରେ।
15 His heart is as strong as a stone, hard as the lower crushing-stone.ତା'ର ପିଠି ଧାର ଧାର ଢ଼ାଲ ପରି, ଯାହାକି ଦୃଢ଼ ଭାବରେ ସଂୟୁକ୍ତ ହାଇେଥାଏ।
16 When he gets ready for the fight, the strong are overcome with fear.ସଗେୁଡ଼ିକ ଏତେ ପାଖାପାଖି ଥାଏ ତା' ମଧିଅରେ ପବନ ମଧ୍ଯ ପଶିପା ରେ ନାହିଁ।
17 The sword may come near him but is not able to go through him; the spear, or the arrow, or the sharp-pointed iron.ସଗେୁଡ଼ିକ ଗୋଟିଏ ଅନ୍ୟ ସହିତ ସଂୟୁକ୍ତ ଅଛି। ସେସବୁ ଏମିତି ଏକତ୍ର ଲାଗି ରହିଛି ଯେ ତାକୁ ଅଲଗା କରାୟାଇ ପାରିବ ନାହିଁ।
18 Iron is to him as dry grass, and brass as soft wood.ଯେତବେେଳେ ସେ ଛିଙ୍କେ, ସେଥିରୁ ବିଜୁଳି ସଦୃଶ ଆଲୁଅ ବାହା ରେ, ତା'ର ଚକ୍ଷୁ ପ୍ରାତଃକାଳର ଆଲୁଅ ପରି ଝଟକେ।
19 The arrow is not able to put him to flight: stones are no more to him than dry stems.ତା'ର ମୁଖରୁ ଜ୍ବଳନ୍ତ ଅଗ୍ନିକଣାର ମଶାଲ ବିଦ୍ଯୁତ ପରିବାହକ ଦ୍ବାରା ଉତ୍ପନ୍ନ ଆଲୋକରେ ଝଲକ ନିଃସୃତ ହୁଏ।
20 A thick stick is no better than a leaf of grass, and he makes sport of the onrush of the spear.ତା'ର ନାକରୁ ଧୂଆଁ ବାହା ରେ ସତେ ଯମେିତି ରନ୍ଧା ହାଣ୍ଡିରୁ ଜଳନ୍ତା କୁଟା ବାମ୍ଫ ବାହା ରେ।
21 Under him are sharp edges of broken pots: as if he was pulling a grain-crushing instrument over the wet earth.ତା'ର ନିଶ୍ବାସ ଅଙ୍ଗାରକୁ ଜଳାଇ ପା ରେ। ତା' ମୁଖରୁ ଅଗ୍ନିଶିଖା ନିର୍ଗତ ହୁଏ।
22 The deep is boiling like a pot of spices, and the sea like a perfume-vessel.ତା'ର ବକେ ବହୁତ ଶକ୍ତିଶାଳୀ। ଲୋକେ ତାକୁ ଦେଖିବା ମାତ୍ ରେ ତା' ନିକଟରୁ ଦୌଡ଼ି ପଳାଇ ୟାନ୍ତି।
23 After him his way is shining, so that the deep seems white.ତା'ର ଚମଡ଼ାର କୌଣସି ସ୍ଥାନ ଦୁର୍ବଳ ନୁହେଁ, ଏହା ଲୁହାଭଳି ଶକ୍ତ।
24 On earth there is not another like him, who is made without fear.ତା'ର ହୃତପିଣ୍ଡ ପଥର ସଦୃଶ। ଏହା ପଷେଣଶାଳାର ତଳ ପଥର ସଦୃଶ।
25 Everything which is high goes in fear of him; he is king over all the sons of pride.ସେ ଯେତବେେଳେ ଉେଠ, ବଳବାନ ଲୋକମାନେ ମଧ୍ଯ ଭୟଭୀତ ହାଇୟୋନ୍ତି। ସେ ଯେତବେେଳେ ଲାଞ୍ଜ ବୁଲାଏ ସମାନେେ ଦୌଡ଼ି ପଳାନ୍ତି।
Oriya Bible