Job 41 - WEB (Oriya)
1 "Can you draw out Leviathan{Leviathan is a name for a crocodile or similar creature.} with a fishhook? Or press down his tongue with a cord?ଆୟୁବ ତୁମ୍ଭେ ବନଶୀ କଣ୍ଟା ରେ ଲିବିଯାଥନକୁ ଧରିପାରିବ କି ? ତୁମ୍ଭେ ତା'ର ଜିଭକୁ ରସି ରେ ବାନ୍ଧିପାରିବ କି ?
2 Can you put a rope into his nose? Or pierce his jaw through with a hook?ତୁମ୍ଭେ ତା' ନାକରେ ରସି ପୁରାଇ ପାରିବ କି ? ତା'ର ଦାନ୍ତ ମାଢ଼ି ରେ ଅଙ୍କୁଶ ପୁରାଇ ପାରିବ କି ?
3 Will he make many petitions to you? Or will he speak soft words to you?ଲିବିଯାଥନ ତୁମ୍ଭକୁ ଭିକ୍ଷା କରିବ କି ତାକୁ ମୁକୁଳାଇବା ପାଇଁ ? ସେ ତୁମ୍ଭକୁ କୋମଳ ଶବ୍ଦ ରେ କଥା କହିବ କି ?
4 Will he make a covenant with you, That you should take him for a servant forever?ଲିବିଯାଥନ ତୁମ୍ଭ୍ ସହିତ ଚୁକ୍ତି କରିବ କି ? ଏବଂ ତୁମ୍ଭ ସହିତ ଚିରଦିନ ରହିବାକୁ ପ୍ରତିଜ୍ଞା କରିବ କି ?
5 Will you play with him as with a bird? Or will you bind him for your girls?ତୁମ୍ଭେ ଲିବିଯାଥନ ସହିତ ଖଳେିପାରିବ କି ? ତୁମ୍ଭେ ପକ୍ଷୀ ସହିତ ଖଳେିଲା ଭଳି ତା' ସହିତ ଖଳେି ପାରିବ କି ? ତୁମ୍ଭେ ତାକୁ ଏକ ରସି ରେ ବାନ୍ଧି ତୁମ୍ଭର ଦାସୀକୁ ତା' ସହିତ ଖଳୋଇ ପାରିବ କି ?
6 Will traders barter for him? Will they part him among the merchants?କବୈର୍ତ୍ତ ତୁମ୍ଭଠାରୁ ତାକୁ କିଣିବାକୁ ଚେଷ୍ଟା କରିବ କି ? ସମାନେେ ତାକୁ ଖଣ୍ଡ ଖଣ୍ଡ କରି କାଟି ତାକୁ ବ୍ଯବସାଯୀମାନଙ୍କୁ ବିକିବେ କି ?
7 Can you fill his skin with barbed irons, Or his head with fish-spears?ତୁମ୍ଭେ ତା'ର ଚମଡ଼ା ଓ ମୁଣ୍ଡକୁ ବର୍ଚ୍ଛା ମାରିପାରିବ କି ?
8 Lay your hand on him. Remember the battle, and do so no more.ଆୟୁବ, ତୁମ୍ଭେ ଯଦି ଥରେ ମାତ୍ର ଲିବିଯାଥନ ଉପରେ ହାତ ରଖ, ତୁମ୍ଭେ କବେେ ଆଉଥରେ କରିବ ନାହିଁ ! ଭାବ ସେ କି ପ୍ରକାର ୟୁଦ୍ଧ ହବେ।
9 Behold, the hope of him is in vain. Will not one be cast down even at the sight of him?ତୁମ୍ଭେ କ'ଣ ଭାବୁଛ ତୁମ୍ଭେ ତାକୁ ପରାସ୍ତ କରିପାରିବ ? ଭୁଲି ୟାଅ ! କୌଣସି ଭରସା ନାହିଁ ! ତା' ପ୍ରତି ଅନାଇଲେ ତୁମ୍ଭେ ଭୟଭୀତ ହବେ।
10 None is so fierce that he dare stir him up. Who then is he who can stand before me?କୌଣସି ମନୁଷ୍ଯ ଏତେ ସାହସୀ ନୁହେଁ ଯେ ତାକୁ ଉଠାଇବ ଓ ରଗାଇବ। ଏବଂ କେଉଁ ମନୁଷ୍ଯ ତା' ବିରୁଦ୍ଧ ରେ ଠିଆ ମଧ୍ଯ ହାଇପୋରିବ ନାହିଁ।
11 Who has first given to me, that I should repay him? Everything under the heavens is mine.କୌଣସି ଜିନିଷ ପାଇଁ ମୁଁ କାହାର ଋଣୀ ନୁହେଁ, ସ୍ବର୍ଗ ରେ ଯାହାକିଛି ଅଛି, ସେ ସବୁ ମାରେ ଅଧୀନ ଅଟେ।
12 "I will not keep silence concerning his limbs, Nor his mighty strength, nor his goodly frame.ମୁଁ ତୁମ୍ଭକୁ ଲିବିଯାଥନର ଗୋଡ଼, ତା'ର ବଳ ଓ ମନୋହର ଆକାର ବିଷଯ ରେ କିଛି କହିବି।
13 Who can strip off his outer garment? Who shall come within his jaws?କୌଣସି ବ୍ଯକ୍ତି ତା'ର ଚର୍ମକୁ କଣା କରିପାରିବେ ନାହିଁ। ତା'ର ଚର୍ମ ୟୁଦ୍ଧସଜ୍ଜା ସ୍ବରୂପ।
14 Who can open the doors of his face? Around his teeth is terror.କୌଣସି ବ୍ଯକ୍ତି ତା'ର ମାଢ଼ିକୁ ଖାଲିବୋକୁ ସକ୍ଷମ ହବେ ନାହିଁ। ତା'ର ଦାନ୍ତ ଲୋକଙ୍କୁ ଭୟଭୀତ କରେ।
15 Strong scales are his pride, Shut up together with a close seal.ତା'ର ପିଠି ଧାର ଧାର ଢ଼ାଲ ପରି, ଯାହାକି ଦୃଢ଼ ଭାବରେ ସଂୟୁକ୍ତ ହାଇେଥାଏ।
16 One is so near to another, That no air can come between them.ସଗେୁଡ଼ିକ ଏତେ ପାଖାପାଖି ଥାଏ ତା' ମଧିଅରେ ପବନ ମଧ୍ଯ ପଶିପା ରେ ନାହିଁ।
17 They are joined one to another; They stick together, so that they can't be pulled apart.ସଗେୁଡ଼ିକ ଗୋଟିଏ ଅନ୍ୟ ସହିତ ସଂୟୁକ୍ତ ଅଛି। ସେସବୁ ଏମିତି ଏକତ୍ର ଲାଗି ରହିଛି ଯେ ତାକୁ ଅଲଗା କରାୟାଇ ପାରିବ ନାହିଁ।
18 His sneezing flashes forth light, His eyes are like the eyelids of the morning.ଯେତବେେଳେ ସେ ଛିଙ୍କେ, ସେଥିରୁ ବିଜୁଳି ସଦୃଶ ଆଲୁଅ ବାହା ରେ, ତା'ର ଚକ୍ଷୁ ପ୍ରାତଃକାଳର ଆଲୁଅ ପରି ଝଟକେ।
19 Out of his mouth go burning torches, Sparks of fire leap forth.ତା'ର ମୁଖରୁ ଜ୍ବଳନ୍ତ ଅଗ୍ନିକଣାର ମଶାଲ ବିଦ୍ଯୁତ ପରିବାହକ ଦ୍ବାରା ଉତ୍ପନ୍ନ ଆଲୋକରେ ଝଲକ ନିଃସୃତ ହୁଏ।
20 Out of his nostrils a smoke goes, As of a boiling pot over a fire of reeds.ତା'ର ନାକରୁ ଧୂଆଁ ବାହା ରେ ସତେ ଯମେିତି ରନ୍ଧା ହାଣ୍ଡିରୁ ଜଳନ୍ତା କୁଟା ବାମ୍ଫ ବାହା ରେ।
21 His breath kindles coals. A flame goes forth from his mouth.ତା'ର ନିଶ୍ବାସ ଅଙ୍ଗାରକୁ ଜଳାଇ ପା ରେ। ତା' ମୁଖରୁ ଅଗ୍ନିଶିଖା ନିର୍ଗତ ହୁଏ।
22 In his neck there is strength. Terror dances before him.ତା'ର ବକେ ବହୁତ ଶକ୍ତିଶାଳୀ। ଲୋକେ ତାକୁ ଦେଖିବା ମାତ୍ ରେ ତା' ନିକଟରୁ ଦୌଡ଼ି ପଳାଇ ୟାନ୍ତି।
23 The flakes of his flesh are joined together. They are firm on him. They can't be moved.ତା'ର ଚମଡ଼ାର କୌଣସି ସ୍ଥାନ ଦୁର୍ବଳ ନୁହେଁ, ଏହା ଲୁହାଭଳି ଶକ୍ତ।
24 His heart is as firm as a stone, Yes, firm as the lower millstone.ତା'ର ହୃତପିଣ୍ଡ ପଥର ସଦୃଶ। ଏହା ପଷେଣଶାଳାର ତଳ ପଥର ସଦୃଶ।
25 When he raises himself up, the mighty are afraid. They retreat before his thrashing.ସେ ଯେତବେେଳେ ଉେଠ, ବଳବାନ ଲୋକମାନେ ମଧ୍ଯ ଭୟଭୀତ ହାଇୟୋନ୍ତି। ସେ ଯେତବେେଳେ ଲାଞ୍ଜ ବୁଲାଏ ସମାନେେ ଦୌଡ଼ି ପଳାନ୍ତି।
26 If one lay at him with the sword, it can't avail; Nor the spear, the dart, nor the pointed shaft.ଖଣ୍ଡା, ବର୍ଚ୍ଛା, ଏବଂ ଶୂଳ ଲିବିଯାଥନକୁ ବାଜେ, କିନ୍ତୁ କବଳେ ସେସବୁ ଡ଼ଇେଁ ପଡ଼ି ଫରେି ଆ ସେ। ସହେି ଅସ୍ତ୍ର ତାହାକୁ ଟିକେ ବି ଆଘାତ କରେ ନାହିଁ।
27 He counts iron as straw; And brass as rotten wood.ସେ ଲୁହାକୁ କୁଟା ସଦୃଶ ଭାଙ୍ଗି ପକାଏ। ଏହା ତମ୍ବାକୁ ପଚାକାଠ ପରି ଭାଙ୍ଗି ପକାଏ।
28 The arrow can't make him flee. Sling stones are like chaff to him.ତୀର ତାହାକୁ ଦଉଡ଼ାଇ ପା ରେ ନାହିଁ। ପଥର ଡ଼ଇେଁ ପଡ଼ି କୁଟା ପରି ଫରେିଆ ସେ।
29 Clubs are counted as stubble. He laughs at the rushing of the javelin.ଯେତବେେଳେ ଗୋଟିଏ କାଠଗଡ଼ ତାକୁ ଆଘାତ କରେ, ସେ ଅନୁଭବ କରେ ଯେପରି ଏକ କୁଟା ତା' ଦହେ ରେ ଲାଗିଲା। ସେ ଅଟ୍ଟହାସ୍ଯ କରେ ଯେତବେେଳେ ଲୋକ ତାକୁ ବର୍ଚ୍ଛା ଫିଙ୍ଗନ୍ତି।
30 His undersides are like sharp potsherds, Leaving a trail in the mud like a threshing sledge.ତା'ର ତଳ ପଟରେ ଚମଡ଼ା ଶକ୍ତ ଭଙ୍ଗା ଖପରା ସଦୃଶ। ସେ କାଦୁଅ ରେ ଘୋଷାରି ହାଇେ ଗଲା ବେଳେ ବେଙ୍ଗଳା ରେ ବାଡ଼ଇବୋ ପରି ଚିହ୍ନ ଛାଡ଼ିୟାଏ।
31 He makes the deep to boil like a pot. He makes the sea like a pot of ointment.ଲବେିଯାଥନ ପାଣିକୁ ଘାଣ୍ଟେ ହାଣ୍ଡି ଜଳ ଫୁଟିବା ପରି। ସେ ଫୋଟକା ତିଆରି କରେ, ଯେପରି ଗୋଟିଏ ହାଣ୍ଡି ରେ ତଲେ ଫୁଟେ।
32 He makes a path to shine after him. One would think the deep had white hair.ଲବେିଯାଥନ ଯେତବେେଳେ ତହିଁରେ ତା' ପେଛ ପେଛ ପଥ ଛାଡ଼ିୟାଏ। ସେ ପାଣିକୁ ଘାଣ୍ଟି ପକାଏ ଏବଂ ତା' ପଛ ଆଡ଼େ ଧଳାଫଣେ ଛାଡ଼ିୟାଏ।
33 On earth there is not his equal, That is made without fear.ପୃଥିବୀ ରେ ଲିବିଯାଥନ ପରି ଆଉ ଦ୍ବିତୀୟ ଜୀବ ନାହିଁ। ସେ ଏଭଳି ଏକ ପ୍ରାଣୀ, ଯାହାରକି କାହାରିକୁ ଭୟ ନାହିଁ।
34 He sees everything that is high: He is king over all the sons of pride."ଲବେିଯାଥନ ସବୁଠାରୁ ଗର୍ବୀ, ପଶୁକୁ ବି ନୀଚ୍ଚ ଭାବରେ ଦେଖେ। ସେସବୁ ବଣୁଆ ଜନ୍ତୁମାନଙ୍କ ଉପରେ ରାଜା ଅଟେ ଓ ମୁଁ ସହେି ଲବେିଯାଥନକୁ ସୃଷ୍ଟି କରିଛି।
Oriya Bible