Job 7 - YLT (Oriya)

1 Is there not a warfare to man on earth? And as the days of an hireling his days?ଆୟୁବ ଉତ୍ତର ଦଲୋ, ପୃଥିବୀ ରେ କ'ଣ ମନୁଷ୍ଯ ସଂଗ୍ରାମ କରେ ନାହିଁ? ତା'ର ଜୀବନ ହେଉଛି ଜଣେ ବତନେ ପାଉଥିବା ଶ୍ରମିକର ଜୀବନ ସଦୃଶ।

2 As a servant desireth the shadow, And as a hireling expecteth his wage,ମଣିଷ, ଜଣେ ଦାସ ଯଭେଳି ଦିନର କଠିନ ଶ୍ରମ ପରେ ଶୀତଳ ଛାଯା ଚା ହେଁ। ମଣିଷ ଜଣେ ମୂଲ ପାଉଥିବା ବ୍ଯକ୍ତି ଯମେିତି ତା'ର ବତନେ ଦିନକୁ ଅପେକ୍ଷା କରେ।

3 So I have been caused to inherit months of vanity, And nights of misery they numbered to me.ଅନକେ ମାସ ମାେତେ ନିରାଶ କରି ରାତ୍ରି ପରେ ରାତ୍ରି କଷ୍ଟ ଦିଆୟାଇ ଥିଲା।

4 If I lay down then I said, `When do I rise!' And evening hath been measured, And I have been full of tossings till dawn.ଯେତବେେଳେ ମୁଁ ଶଯନ କରେ, ମୁଁ କ ହେ, 'ଆଉ କେତେ ସମୟ ପରେ ଶୟ୍ଯା ତ୍ଯାଗ କରିବି।' ମାତ୍ର ରାତ୍ରି ଦୀର୍ଘ ହୁଏ। ଏବଂ ପ୍ରଭାତ ପର୍ୟ୍ଯନ୍ତ ମୁଁ ବିଛଣା ରେ ଛଟପଟ ହୁଏ।

5 Clothed hath been my flesh `with' worms, And a clod of dust, My skin hath been shrivelled and is loathsome,ଯଦିଓ ମାରେ ଶରୀର ପୋଷାକ ଆଚ୍ଛାଦିତ ଏକ କୀଟ ଓ ଧୂଳିର ସମାହାର। ମାରେ ଚର୍ମ ଫାଟିୟାଏ ଏବଂ ବହୁଥିବା ଘା ରେ ଢ଼ାଙ୍କି ହାଇେଛି।

6 My days swifter than a weaving machine, And they are consumed without hope.ମାରେ ଦିନଗୁଡ଼ିକ ଶୀଘ୍ର ଗଡ଼ିୟାଏ। ଏହା ତନ୍ତୀର ନଳୀଠାରୁ ଆହୁରି ଦ୍ରୁତଗାମୀ। ଶଷେ ରେ ଜୀବନଟା କୌଣସି ଆଶାର ପୂରଣ ବିନା ଶଷେ ହାଇୟୋଏ।

7 Remember Thou that my life `is' a breath, Mine eye turneth not back to see good.ପରମେଶ୍ବର, ମନକରେ ମାରେ ଜୀବନ କବଳେ ଗୋଟିଏ ପ୍ରଶ୍ବାସ। ମୁଁ କବେେ ଆଉ କୌଣସି ଭଲ ବିଷଯ ଦେଖିବି ନାହିଁ।

8 The eye of my beholder beholdeth me not. Thine eyes `are' upon me -- and I am not.ତୁମ୍ଭେ ବି ମାେତେ ଆଉ ଦେଖିବ ନାହିଁ। ତୁମ୍ଭେ ମାେତେ ଖାଜେିବ କିନ୍ତୁ ମୁଁ ନ ଥିବି।

9 Consumed hath been a cloud, and it goeth, So he who is going down to Sheol cometh not up.ଉଷା ମେଘ ଅଦୃଶ୍ଯ ହେଲାପରି, ଜଣେ ବ୍ଯକ୍ତି କବର ଭିତରକୁ ୟାଏ ଏବଂ ସେ ସେଥିରୁ ଫରେି ଆ ସେ ନାହିଁ।

10 He turneth not again to his house, Nor doth his place discern him again.ସେ ଆଉ ତା'ର ଆପଣା ବାସଗୃହକୁ କବେେ ଆସିବ ନାହିଁ। ଏବଂ ତା'ର ସେ ପୁରୁଣା ଘର ମଧ୍ଯ ତାକୁ ଆଉ ଚିହ୍ନିବ ନାହିଁ।

11 Also I -- I withhold not my mouth -- I speak in the distress of my spirit, I talk in the bitterness of my soul.ତେଣୁ ମୁଁ ଆଉ ନିରବ ରହିପାରିବି ନାହିଁ, ମୁଁ ମାରେ ଆତ୍ମାର ବଦନୋ ପ୍ରକାଶ କରିବି। ମୁଁ ଅଭିଯୋଗ କରିବି କାରଣ ମାରେଆତ୍ମା ତିକ୍ତ ହାଇେଅଛି।

12 A sea-`monster' am I, or a dragon, That thou settest over me a guard?ହେ ପରମେଶ୍ବର, କାହିଁକି ତୁମ୍ଭେ ମାେତେ ପ୍ରହରା ଦେଉଛ ? ମୁଁ କ'ଣ ସମୁଦ୍ର ପରି ନା ସାମୁଦ୍ରିକ ରାକ୍ଷସ ପରି ?

13 When I said, `My bed doth comfort me,' He taketh away in my talking my couch.ଯଦି ମୁଁ କ ହେ ମାରେ ବିଛଣା ମାେତେ ଆନନ୍ଦ ଆଣି ଦବୋ ଉଚିତ୍। ମାରେ ବିଛଣା ମାେତେ ବିଶ୍ରାମ ଓ ଶାନ୍ତି ଆଣି ଦବୋ ଉଚିତ୍।

14 And thou hast affrighted me with dreams, And from visions thou terrifiest me,କିନ୍ତୁ ହେ ପରମେଶ୍ବର, ମାରେ ଶଯନ ସମୟରେ ତୁମ୍ଭେ ମାେତେ ସ୍ବପ୍ନ ରେ ଭୟ ଦଖାେଉଛ। ତା'ପରେ ତୁମ୍ଭେ ମାେତେ ଦର୍ଶନ ରେ ଡ଼ରାଉଛ।

15 And my soul chooseth strangling, Death rather than my bones.ତେଣୁ ମୁଁ ବଞ୍ଚିବାଠାରୁ ଶ୍ବାସ ରୋଧ ହାଇେ ମରିବାକୁ ଅଧିକ ପସନ୍ଦ କରେ।

16 I have wasted away -- not to the age do I live. Cease from me, for my days `are' vanity.ମୁଁ ଏ ଜୀବନକୁ ଘୃଣା କରେ। ମୁଁ ତ୍ଯାଗ କରୁଛି, ମୁଁ ଅଧିକ ଦିନ ବଞ୍ଚିବି ନାହିଁ। ମାେତେ ଛାଡ଼, ମାରେ ବଞ୍ଚିବାର କିଛି ଅର୍ଥ ନାହିଁ।

17 What `is' man that Thou dost magnify him? And that Thou settest unto him Thy heart?ହେ ପରମେଶ୍ବର, କାହିଁକି ମଣିଷ ତୁମ୍ଭ ପାଇଁ ଏତେ ମହତ୍ତ୍ବାପୂର୍ଣ୍ଣ। ତୁମ୍ଭେ କାହିଁକି ତାକୁ ସମ୍ମାନ ଦବେ ? ତୁମ୍ଭେ କାହିଁକି ତା'ପ୍ରତି ଧ୍ଯାନ ଦବେ ?

18 And inspectest him in the mornings, In the evenings dost try him?କାହିଁକି ମଣିଷକୁ ତୁମ୍ଭେ ପ୍ରେତ୍ୟକକ ସକାଳ ରେ ସାକ୍ଷାତ କର ଏବଂ ତା'ର ପ୍ରେତ୍ୟକକ ମୁହୂର୍ତ୍ତକୁ ପରୀକ୍ଷା କର।

19 How long dost Thou not look from me? Thou dost not desist till I swallow my spittle.ତୁମ୍ଭେ କେତକୋଳ ପର୍ୟ୍ଯନ୍ତ ମାଠାରୁେ ଆପଣା ଦୃଷ୍ଟି ଦୂ ରଇେ ରଖିବ? ତୁମ୍ଭେ ମାେତେ ଏକାଳି ବହୁକାଳ ପର୍ୟ୍ଯନ୍ତ ଗ୍ରାସିତ ହବୋକୁ ଛାଡି ଦିଅ ନାହିଁ।

20 I have sinned, what do I to Thee, O watcher of man? Why hast Thou set me for a mark to Thee, And I am for a burden to myself -- and what?ଯଦି ମୁଁ କିଛି ପାପ କରିଛି ତାହା କିପରି ତୁମ୍ଭକୁ ଆଘାତ କରୁଛି? ୟିଏ ମଣିଷମାନଙ୍କ ଉପରେ ସତର୍କ ଦୃଷ୍ଟି ରଖନ୍ତି। କାହିଁକି ତୁମ୍ଭେ ମାେତେ ଆପଣା ଲକ୍ଷ୍ଯ ସ୍ବରୂପ ରଖିଛ? ମୁଁ କ'ଣ ତୁମ୍ଭ ପାଇଁ କୌଣସି ସମସ୍ଯା ହାଇେଛି?

21 Thou dost not take away my transgression, And cause to pass away mine iniquity, Because now, for dust I lie down: And Thou hast sought me -- and I am not!କାହିଁକି ତୁମ୍ଭେ ମାେତେ କ୍ଷମା କରୁ ନାହଁ, ଯଦି ମୁଁ କିଛି ଅଧର୍ମ କରିଥାଏ ? କାହିଁକି ମାରେ କୌଣସି ପାପ କ୍ଷମା କରୁନାହଁ ?

Oriya Bible