Job 8 - YLT (Oriya)
1 And Bildad the Shuhite answereth and saith: --ବିଲ୍ଦଦ୍ ଶୂହୀଯକୁ ଉତ୍ତର ଦଇେ କହିଲା, ତୁମ୍ଭେ କେତକୋଳ ଏହିପରି କଥା କହିବ ?
2 Till when dost thou speak these things? And a strong wind -- sayings of thy mouth?ତୁମ୍ଭର କଥାସବୁ ପ୍ରବଳ ବାଯୁ ତୁଲ୍ଯ ଅଟେ।
3 Doth God pervert judgment? And doth the Mighty One pervert justice?ପରମେଶ୍ବର କ'ଣ ବିଚାରର ବିପରୀତ କରନ୍ତି କି ? ଅଥବା ସର୍ବଶକ୍ତିମାନ ନ୍ଯାଯର ବିପରୀତ କରନ୍ତି କି ?
4 If thy sons have sinned before Him, And He doth send them away, By the hand of their transgression,ଯଦି ତୁମ୍ଭର ପୁତ୍ର କନ୍ଯାଗଣ ପରମେଶ୍ବରଙ୍କ ବିରୁଦ୍ଧ ରେ ପାପ କରିଅଛନ୍ତି, ସେଥିପାଇଁ ସେ ସମାନଙ୍କେୁ ସମାନଙ୍କେର ଅପରାଧ ପାଇଁ ଶାସ୍ତି ପ୍ରଦାନ କରିଛନ୍ତି।
5 If thou dost seek early unto God, And unto the Mighty makest supplication,କିନ୍ତୁ ବର୍ତ୍ତମାନ ଆୟୁବ ତୁମ୍ଭେ ପରମେଶ୍ବରଙ୍କୁ ଦେଖ ଏବଂ ସହେି ସର୍ବଶକ୍ତିମାନ ପରମେଶ୍ବରଙ୍କୁ ପ୍ରାର୍ଥନା କର।
6 If pure and upright thou `art', Surely now He waketh for thee, And hath completed The habitation of thy righteousness.ଯଦି ତୁମ୍ଭେ ଶୁଦ୍ଧ ଓ ନିର୍ଦ୍ ଦୋଷ ତବେେ ସେ ନିଶ୍ଚିତ ଭାବରେ, ସେ ତୁମ୍ଭକୁ ସାହାୟ୍ଯ କରିବେ ଏବଂ ତୁମ୍ଭର ଯଥାର୍ଥ ବାସସ୍ଥାନକୁ ପୁନଃସ୍ଥାପନ କରିବେ।
7 And thy beginning hath been small, And thy latter end is very great.ତୁମ୍ଭର ପ୍ରଥମ ଅବସ୍ଥା ଯାହା ଥିଲା ତାହାଠାରୁ ତୁମ୍ଭକୁ ସେ ଅଧିକ ଉନ୍ନତ କରିବେ।
8 For, ask I pray thee of a former generation, And prepare to a search of their fathers,ପ୍ରାଚୀନ କାଳର ଲୋକମାନଙ୍କୁ ପଚାର ଓ ସମାନଙ୍କେ ପୂର୍ବପୁରୁଷମାନେ ସମାନଙ୍କେୁ ଯାହା ଶିକ୍ଷା ଦଇେଥିଲେ, ତାକୁ ମନୋୟୋଗ ଦଇେ ଶୁଣ।
9 (For of yesterday we `are', and we know not, For a shadow `are' our days on earth.)ଯାହା ଦଖାଯାେଉଛି, ସତେ ଯମେିତି ଆମ୍ଭେ ଗତକାଲି ଜନ୍ମ ଗ୍ରହଣ କରିଛୁ। ଆମ୍ଭେ କିଛି ଜାଣି ନାହୁଁ ପୃଥିବୀ ରେ ଆମ୍ଭର ଦିନ ଛାଯା ପରି।
10 Do they not shew thee -- speak to thee, And from their heart bring forth words?ସହେି ପୂର୍ବର ଲୋକମାନେ ତୁମ୍ଭକୁ ଶିକ୍ଷା ଦବେେ। ସମାନେେ ଯାହା ଶିକ୍ଷା କରିଥିଲେ, ତୁମ୍ଭକୁ ତାହା ଶିକ୍ଷା ଦବେେ।
11 `Doth a rush wise without mire? A reed increase without water?ବିଲଦଦ୍ ଉତ୍ତର ଦଲୋ, ଶୁଖିଲା ଭୂମିରେ କ'ଣ ନଳବଣ ବଢ଼ିପା ରେ ? ଜଳବିନା କ'ଣ ସନ୍ତରା ବଢ଼ିପା ରେ।
12 While it `is' in its budding -- uncropt, Even before any herb it withereth.ଯଦି ଜଳ ଶୁଖିୟାଏ, ସହେିସବୁ ବୃକ୍ଷ ମଧ୍ଯ ଶୁଖିୟିବ ଏପରିକି ଯେତବେେଳେ ସମାନେେ ବଢ଼ଥିଲା ବେଳେ ଅନ୍ୟ କୌଣସି ବୃକ୍ଷ ପୂର୍ବରୁ ସମାନେେ ଶୁଖି ୟାଆନ୍ତି।
13 So `are' the paths of all forgetting God, And the hope of the profane doth perish,ଯେଉଁ ଲୋକମାନେ ପରମେଶ୍ବରଙ୍କୁ ଭୁଲି ୟାଆନ୍ତି ସମାନେେ ସହେି ଘାସ ସଦୃଶ। ପରମେଶ୍ବରଙ୍କୁ ଭୁଲି ୟାଇଥିବା ଲୋକର କୌଣସି ଆଶା ନ ଥାଏ।
14 Whose confidence is loathsome, And the house of a spider his trust.ସେ ଲୋକର ଆଉ ୟିବା ପାଇଁ କିଛି ନାହିଁ। ତା'ର ସୁରକ୍ଷା ବୁଢ଼ିଆଣୀର ଜାଲପରି।
15 He leaneth on his house -- and it standeth not: He taketh hold on it -- and it abideth not.ସେ ଯଦି ତା' ଉପରେ ଆଉଜି ପଡ଼େ, ତାହା ଛିଣ୍ଡିୟିବ। ସେ ତାକୁ ଧରି ରଖିଲେ ଏହା ତାକୁ ଧରି ରଖି ପାରିବ ନାହିଁ।
16 Green he `is' before the sun, And over his garden his branch goeth out.ସହେି ବ୍ଯକ୍ତି ଏକ ଲତା ସଦୃଶ ୟିଏ ପ୍ରଚୁର ପାଣି ଓ ସୂର୍ୟ୍ଯ କିରଣ ରେ ବଢ଼େ। ତାହାର ଶାଖା ପ୍ରଶାଖା ସମସ୍ତ ଉଦ୍ୟାନ ରେ ବ୍ଯାପି ଥାଏ।
17 By a heap his roots are wrapped, A house of stones he looketh for.ଏହା ତା'ର ଚରେ ଦ୍ବାରା ଗଦାଏ ପଥରକୁ ଗୁଡ଼ାଇ ଦିଏ।
18 If `one' doth destroy him from his place, Then it hath feigned concerning him, I have not seen thee!ଯଦି ସହେି ଲତାକୁ ତା'ର ନିଜ ସ୍ଥାନରୁ ବିଚ୍ଯୁତ କରାୟାଏ ଏହା ମରିୟିବ ଏବଂ କହେି ଜାଣିପାରିବେ ନାହିଁ। ପୂର୍ବରୁ ଏପରି ଏକ ଲତା ଏଠା ରେ ଥିଲା।
19 Lo, this `is' the joy of his way, And from the dust others spring up.'କିନ୍ତୁ ସେ ଗଛ ଖୁସି ଥିଲା। ତାହା ଜାଗା ରେ ଅନ୍ୟ ଏକ ଲତା ମାଡ଼ିବ।
20 Lo, God doth not reject the perfect, Nor taketh hold on the hand of evil doers.ପରମେଶ୍ବର ଅନ୍ଯାଯସବୁକୁ କବେେ ପ୍ରତ୍ଯାଖ୍ଯାନ କରନ୍ତି ନାହିଁ କି ଦୁଷ୍ଟ ଲୋକକୁ ସାହାୟ୍ଯ କରନ୍ତି ନାହିଁ।
21 While he filleth with laughter thy mouth, And thy lips with shouting,ପରମେଶ୍ବର ପୁଣି ତୁମ୍ଭ ମୁଖ ରେ ହସ ଫୁଟାଇବେ। ତୁମ୍ଭେ ଓଠ ରେ ଖୁସିର ଶବ୍ଦ ଭରି ଦବେେ।
22 Those hating thee do put on shame, And the tent of the wicked is not!ତୁମ୍ଭର ଶତ୍ରୁମାନେ ଲଜ୍ଜାର ପୋଷାକ ପିନ୍ଧିବେ ଓ ଦୁଷ୍ଟ ଲୋକର ଗୃହ ଗୁଡ଼ିକ ଧ୍ବଂସ ହବେ।
Oriya Bible