Judges 6 - ASV (Oriya)

1 And the children of Israel did that which was evil in the sight of Jehovah: and Jehovah delivered them into the hand of Midian seven years.ପକ୍ସ୍ଟଣିଥରେ ଇଶ୍ରାୟେଲୀୟମାନେ ତାହା କଲେ, ଯାହା ସଦାପ୍ରଭୁ ମନ୍ଦ ବୋଲି ବିବଚେନା କଲେ। ତେଣୁ ସଦାପ୍ରଭୁ ସାତବର୍ଷ ପାଇଁ ମିଦିଯନୀଯମାନଙ୍କୁ ଇଶ୍ରାୟେଲୀୟମାନଙ୍କ ଉପରେ ଶାସନ କରିବାକୁ ଦେଲେ।

2 And the hand of Midian prevailed against Israel; and because of Midian the children of Israel made them the dens which are in the mountains, and the caves, and the strongholds.ମିଦିଯନୀଯମାନେ ବହକ୍ସ୍ଟ ପରାକ୍ରମଶାଳୀ ହେଲେ ଏବଂ ସମାନେେ ଇଶ୍ରାୟେଲର ଲୋକମାନଙ୍କର ବିରୋଧି ହାଇଗେଲେ। ଯେଉଁଥି ପାଇଁ ଇଶ୍ରାୟେଲ ସନ୍ତାନଗଣ ପର୍ବତ ଫାଟକରେ ଗକ୍ସ୍ଟମ୍ଫା ରେ ଓ ନିରାପଦ ସ୍ଥାନମାନଙ୍କ ରେ ଲକ୍ସ୍ଟଚି ରହିଲେ।

3 And so it was, when Israel had sown, that the Midianites came up, and the Amalekites, and the children of the east; they came up against them;ସମାନେେ ଏହିପରି କଲେ, କାରଣ ମିଦିଯନୀଯ ଓ ଅମାଲକେୀଯ ଓ ପୂର୍ବ ଦେଶିଯ ଗୋଷ୍ଠୀମାନେ ସର୍ବଦା ଆସି ସମାନଙ୍କେର ଫସଲ ନଷ୍ଟ କରି ଦେଉଥିଲେ।

4 and they encamped against them, and destroyed the increase of the earth, till thou come unto Gaza, and left no sustenance in Israel, neither sheep, nor ox, nor ass.ସମାନେେ ଛାଉଣୀ ସ୍ଥାପନ କରି ଘାସା ପର୍ୟ୍ଯନ୍ତ ଭୂମିଜାତ ଶସ୍ଯାଦି ବିନାଶ କରନ୍ତି। ଇଶ୍ରାୟେଲର ଲୋକମାନଙ୍କର ଖାଇବା ପାଇଁ କିଛି ଛାଡିଲେ ନାହିଁ। ଏପରିକି ସମାନେେ ମଷେ, ଗୋରୁ କିମ୍ବା ଗଧ କିଛି ଛାଡିଲେ ନାହିଁ।

5 For they came up with their cattle and their tents; they came in as locusts for multitude; both they and their camels were without number: and they came into the land to destroy it.ସମାନେେ ପଙ୍ଗପାଳର ଦଳପରି ସମାନଙ୍କେର ତମ୍ବୁ ଓ ପଶକ୍ସ୍ଟଗକ୍ସ୍ଟଡିକ ସହିତ ଅଧିକ ସଂଖ୍ଯା ରେ ଆସିଲେ। ସମାନେେ ଓ ସମାନଙ୍କେର ଓଟଗକ୍ସ୍ଟଡିକ ଅଧିକ ଥିଲେ ଯେ ଏହା ଗଣନା କରିବା ଅସମ୍ଭବ।

6 And Israel was brought very low because of Midian; and the children of Israel cried unto Jehovah.ଇଶ୍ରାୟେଲ ସନ୍ତାନଗଣ ବହକ୍ସ୍ଟତ ଗରିବ ହାଇଗେଲେ। କାରଣ ଏହି ମିଦିଯନୀଯମାନଙ୍କ ପାଇଁ। ତେଣୁ ଇଶ୍ରାୟେଲ ସନ୍ତାନଗଣ ସାହାର୍ୟ୍ଯ ପାଇଁ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ।

7 And it came to pass, when the children of Israel cried unto Jehovah because of Midian,ମିଦିଯନୀଯ ଲୋକମାନେ ସମାନଙ୍କେୁ ଏତେ କଷ୍ଟ ଦେଲେ ଯେ, ଇଶ୍ରାୟେଲ ଲୋକମାନେ ସାହାୟ୍ଯ ପାଇଁ ସଦାପ୍ରଭୁଙ୍କୁ ଡାକିଲେ।

8 that Jehovah sent a prophet unto the children of Israel: and he said unto them, Thus saith Jehovah, the God of Israel, I brought you up from Egypt, and brought you forth out of the house of bondage;ତେଣୁ ସଦାପ୍ରଭୁ ଏକ ଭବିଷ୍ଯଦ୍ବକ୍ତାଙ୍କକ୍ସ୍ଟ ଇଶ୍ରାୟେଲକକ୍ସ୍ଟ ପ୍ ରରଣେ କଲେ। ସହେି ଭବିଷ୍ଯଦ୍ବକ୍ତା ଇଶ୍ରାୟେଲବାସୀଙ୍କକ୍ସ୍ଟ କହିଲେ, ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର କହନ୍ତି, 'ମୁ ତୁମ୍ଭମାନଙ୍କୁ ମିଶରରକ୍ସ୍ଟ ବାହାର କରି ଆଣିଲି ଓ ଦାସତ୍ବରକ୍ସ୍ଟ ମୁ ତୁମ୍ଭମାନଙ୍କୁ ମକ୍ସ୍ଟକ୍ତ କଲି।

9 and I delivered you out of the hand of the Egyptians, and out of the hand of all that oppressed you, and drove them out from before you, and gave you their land;ମୁ ତୁମ୍ଭକୁ ଶକ୍ତିଶାଳୀ ମିଶରୀଯମାନଙ୍କଠାରକ୍ସ୍ଟ ଉଦ୍ଧାର କଲି। ମୁ ତୁମ୍ଭମାନଙ୍କୁ ସହେିମାନଙ୍କଠାରକ୍ସ୍ଟ ରକ୍ଷା କଲି। ଯେଉଁମାନେ ତୁମ୍ଭକୁ କିଣାନ ରେ ଉପଦ୍ରବ କଲେ। ମୁ ସମାନଙ୍କେୁ ସମାନଙ୍କେର ଦେଶରକ୍ସ୍ଟ ଘଉଡାଇ ଦଲେି ଓ ସହେି ଦେଶ ତୁମ୍ଭକୁ ଦଲେି।'

10 and I said unto you, I am Jehovah your God; ye shall not fear the gods of the Amorites, in whose land ye dwell. But ye have not hearkened unto my voice.ମୁ ତୁମ୍ଭମାନଙ୍କୁ କହିଲି, 'ମୁ ହିଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର। ଇମାରେୀୟଙ୍କ ଦବେତାମାନଙ୍କୁ ପୂଜା କର ନାହିଁ, ଯେଉଁମାନଙ୍କ ଦେଶ ରେ ତୁମ୍ଭମାନେେ ବାସ କରୁଛ। ମାତ୍ର ତୁମ୍ଭମାନେେ ମାରେ କଥା ଶକ୍ସ୍ଟଣିଲ ନାହିଁ।

11 And the angel of Jehovah came, and sat under the oak which was in Ophrah, that pertained unto Joash the Abiezrite: and his son Gideon was beating out wheat in the winepress, to hide it from the Midianites.ଏହାପରେ ସଦାପ୍ରଭୁଙ୍କର ଦୂତ ଆସି ଅବୀଯେଷ୍ରୀଯ ଯୋୟାସର ଅଧିକାର ସ୍ଥିତି ଅଫ୍ରା ରେ ଅଲୋନ୍ ବୃକ୍ଷ ମୂଳ ରେ ବସିଲେ। ସହେି ସମୟରେ ତା'ର ପକ୍ସ୍ଟତ୍ର ଗିଦ୍ଦଯୋନ ଦ୍ରାକ୍ଷାକକ୍ସ୍ଟଣ୍ତ ରେ ଗହମ ଝାଡକ୍ସ୍ଟଥିଲେ। ସେ ଏଥିପାଇଁ ଲକ୍ସ୍ଟଚକ୍ସ୍ଟଥିଲେ ଯେ, ମିଦିଯନୀଯମାନେ ଯେପରି ଗହମ ନ ଦବେେ।

12 And the angel of Jehovah appeared unto him, and said unto him, Jehovah is with thee, thou mighty man of valor.ସଦାପ୍ରଭୁଙ୍କର ଦୂତ ତାଙ୍କ ଆଗ ରେ ଦର୍ଶନ ଦେଲେ ଓ କହିଲେ, ହେ ମହାବିକ୍ରମଶାଳି ଲୋକ ସଦାପ୍ରଭୁ ତକ୍ସ୍ଟମ୍ଭ ସଙ୍ଗେ ଅଛନ୍ତି।

13 And Gideon said unto him, Oh, my lord, if Jehovah is with us, why then is all this befallen us? and where are all his wondrous works which our fathers told us of, saying, Did not Jehovah bring us up from Egypt? but now Jehovah hath cast us off, and delivered us into the hand of Midian.ଏହାପରେ ଗିଦ୍ଦିଯୋନ୍ ତାଙ୍କୁ କହିଲେ, ହେ ପ୍ରଭକ୍ସ୍ଟ, ମୁ ପ୍ରତିଜ୍ଞା କରୁଛି, ଯଦି ସଦାପ୍ରଭୁ ଆମ୍ଭମାନଙ୍କ ସଙ୍ଗେ ଥାଆନ୍ତି। ତବେେ ଆମ୍ଭମାନଙ୍କ ପ୍ରତି ଏପରି ଘଟିଯାଉଛି କାହିଁକି? ସଦାପ୍ରଭୁ ଆମ୍ଭମାନଙ୍କୁ ମିଶରରକ୍ସ୍ଟ ଉଦ୍ଧାର କରି ନାହାଁନ୍ତି କି? ଆମ୍ଭମାନଙ୍କ ପୂର୍ବପୁରୁଷମାନେ ଆମ୍ଭମାନଙ୍କ ଆଗ ରେ ସଦାପ୍ରଭୁଙ୍କ ଯେଉଁ ଭୀତିଉତ୍ପାଦକ କାର୍ୟ୍ଯକଥା ବାରମ୍ବାର କହିଥିଲେ, ସେ ସବୁ କାହିଁ? କିନ୍ତୁ ବର୍ତ୍ତମାନ ସଦାପ୍ରଭୁ ଆମ୍ଭମାନଙ୍କୁ ପରିତ୍ଯାଗ କରି ଅଛନ୍ତି। ସେ ଆମ୍ଭମାନଙ୍କୁ ମିଦିଯନୀଯର ହସ୍ତ ରେ ସମର୍ପଣ କର ଅଛନ୍ତି।

14 And Jehovah looked upon him, and said, Go in this thy might, and save Israel from the hand of Midian: have not I sent thee?ତା'ପରେ ସଦାପ୍ରଭୁ ଗିଦ୍ଦିୟୋନକକ୍ସ୍ଟ ଅନାଇଲେ ଏବଂ କହିଲେ, ତୁମ୍ଭର ନିଜର ଶକ୍ତିକକ୍ସ୍ଟ ବ୍ଯବହାର କର। ୟାଅ ଏବଂ ମିଦିଯନ ହସ୍ତରକ୍ସ୍ଟ ଇଶ୍ରାୟେଲର ଲୋକମାନଙ୍କୁ ରକ୍ଷା କର। ମୁ ତୁମ୍ଭମାନଙ୍କୁ ଏହି ଅଭିୟାନ ରେ ପଠାଉଛି।

15 And he said unto him, Oh, Lord, wherewith shall I save Israel? behold, my family is the poorest in Manasseh, and I am the least in my father's house.କିନ୍ତୁ ଗିଦ୍ଦିୟୋନ ତାଙ୍କୁ କହିଲେ, ହେ ମାରେ ସଦାପ୍ରଭୁ, ମୁ କିପରି ଇଶ୍ରାୟେଲକକ୍ସ୍ଟ ରକ୍ଷା କରି ପାରିବି? ମନଃଶିର ପରିବାରବର୍ଗ ମଧିଅରେ ମାରେ ପରିବାର ସବୁଠାରକ୍ସ୍ଟ ଦୁର୍ବଳ ଏବଂ ମାରେପରିବାର ମଧିଅରେ ମୁ ସବୁଠାରକ୍ସ୍ଟ ସାନ।

16 And Jehovah said unto him, Surely I will be with thee, and thou shalt smite the Midianites as one man.ସଦାପ୍ରଭୁ ଗିଦ୍ଦିୟୋନକକ୍ସ୍ଟ ଉତ୍ତର ଦେଲେ, ମୁ ତକ୍ସ୍ଟମ୍ଭ ସହିତ ରହିବି। ତେଣୁ ତୁମ୍ଭେ ମିଦିଯନୀଯମାନଙ୍କୁ ପରାସ୍ତ କରିବ! ତୁମ୍ଭକୁ ଲାଗିବ ସତେ ଯେପରି ତୁମ୍ଭେ ଜଣଙ୍କ ସହିତ ୟକ୍ସ୍ଟଦ୍ଧ କରୁଛ।

17 And he said unto him, If now I have found favor in thy sight, then show me a sign that it is thou that talkest with me.ଏହିପରେ ଗିଦ୍ଦିୟୋନ ସଦାପ୍ରଭୁଙ୍କୁ କହିଲେ, ଯଦି ତୁମ୍ଭେ ମାେ' ପ୍ରତି ସନ୍ତକ୍ସ୍ଟଷ୍ଟ, ତବେେ ମାେତେ ପ୍ରମାଣ ଦିଅ ଯେ ଏହା ପ୍ରକୃତ ରେ ତୁମ୍ଭେ ମାେ ସହିତ କଥାବାର୍ତ୍ତା ହେଉଛନ୍ତି।

18 Depart not hence, I pray thee, until I come unto thee, and bring forth my present, and lay it before thee. And he said, I will tarry until thou come again.ମୁ ପ୍ରାର୍ଥନା କରୁଛି ଯେ, ମୁ ଆପଣାର ନବୈେଦ୍ଯ ଆଣି ଆପଣଙ୍କ ସମ୍ମକ୍ସ୍ଟଖ ରେ ନରଖିବା ପର୍ୟ୍ଯନ୍ତ ଏହି ସ୍ଥାନରକ୍ସ୍ଟ ପ୍ରସ୍ଥାନ କରିବ ନାହିଁ।

19 And Gideon went in, and made ready a kid, and unleavened cakes of an ephah of meal: the flesh he put in a basket, and he put the broth in a pot, and brought it out unto him under the oak, and presented it.ତେଣୁ ଗିଦ୍ଦିୟୋନ ଭିତରକକ୍ସ୍ଟ ୟାଇ ଏକ ଛାଗବତ୍ସକକ୍ସ୍ଟ ରାନ୍ଧିଲା। ଏକ କୋଡିଏ ପାଉଣ୍ତ ମଇଦାର ତାଡୀଶୂନ୍ଯ ରୋଟୀ ପ୍ରସ୍ତକ୍ସ୍ଟତ କଲେ, ଗିଦ୍ଦିୟୋନ ମାଂସକକ୍ସ୍ଟ ଗୋଟିଏ ଝକ୍ସ୍ଟଡି ରେ ଓ ଝୋଳକକ୍ସ୍ଟ ଅନ୍ୟ ପାତ୍ର ରେ ରଖିଲେ, ଏହିଗକ୍ସ୍ଟଡିକ ଆଣି ଆଲୋନ୍ ବୃକ୍ଷ ନିକଟରେ ରଖିଥିଲେ।

20 And the angel of God said unto him, Take the flesh and the unleavened cakes, and lay them upon this rock, and pour out the broth. And he did so.ପରମେଶ୍ବରଙ୍କର ଦୂତ ଗିଦ୍ଦିୟୋନକକ୍ସ୍ଟ କହିଲେ, ଏହି ତାଡିଶୂନ୍ଯ ପିଠାସବୁ ଏହି ମାଂସ ନଇେ ସହେି ପଥର ଉପରେ ରଖ ଓ ତା' ଉପରେ ଝୋଳ ଢାଳ। ତାଙ୍କୁ ଯେପରି କରିବାକୁ କକ୍ସ୍ଟହାଗଲା, ସେ ସହେିପରି କଲେ।

21 Then the angel of Jehovah put forth the end of the staff that was in his hand, and touched the flesh and the unleavened cakes; and there went up fire out of the rock, and consumed the flesh and the unleavened cakes; and the angel of Jehovah departed out of his sight.ଏହାପରେ ସଦାପ୍ରଭୁଙ୍କର ଦୂତ ତାଙ୍କ ହସ୍ତ ରେ ଥିବା ୟଷ୍ଟିର ଅଗ୍ର ବଢାଇ ସହେି ମାଂସ ଓ ତାଡିଶୂନ୍ଯ ରୋଟୀକକ୍ସ୍ଟ ସ୍ପର୍ଶ କଲେ। ଏହାପରେ ପଥରରକ୍ସ୍ଟ ଅଗ୍ନି ବାହାରିଲା ଏବଂ ତା ଉପରେ ଥିବା ମାଂସ ଓ ପିଠା ସଂପୂର୍ଣ୍ଣ ପୋଡି଼ଗଲା। ତା'ପରେ ସଦାପ୍ରଭୁଙ୍କର ଦୂତ ଅଦୃଶ୍ଯ ହାଇଗେଲେ।

22 And Gideon saw that he was the angel of Jehovah; and Gideon said, Alas, O Lord Jehovah! forasmuch as I have seen the angel of Jehovah face to face.ଏହାପରେ ଗିଦ୍ଦିୟୋନ ହୃଦଯଙ୍ଗମ କଲେ ଯେ, ସେ ସଦାପ୍ରଭୁଙ୍କର ଦୂତଙ୍କ ସହିତ କଥା ହେଉଥିଲେ। ତେଣୁ ଗିଦ୍ଦିୟୋନ ଚିତ୍କାର କଲେ, ହେ ସର୍ବଶକ୍ତିମାନ ପରମେଶ୍ବର, ମାରେପ୍ରଭକ୍ସ୍ଟ, ମୁ ସଦାପ୍ରଭୁଙ୍କ ଦୂତଙ୍କକ୍ସ୍ଟ ମକ୍ସ୍ଟହାଁ ମକ୍ସ୍ଟହିଁ ଦେଖିଛି!

23 And Jehovah said unto him, Peace be unto thee; fear not: thou shalt not die.କିନ୍ତୁ ସଦାପ୍ରଭୁ ଗିଦ୍ଦିୟୋନକକ୍ସ୍ଟ କହିଲେ, ଶାନ୍ତ ହକ୍ସ୍ଟଅ! ଭୟ ନ କର! ତୁମ୍ଭର ମୃତକ୍ସ୍ଟ୍ଯ ହବେ ନାହିଁ!

24 Then Gideon built an altar there unto Jehovah, and called it Jehovah-shalom: unto this day it is yet in Ophrah of the Abiezrites.ତେଣୁ ଗିଦ୍ଦିୟୋନ ସଦାପ୍ରଭୁଙ୍କର ଉପାସନା ସ୍ଥାନ ନିକଟରେ ଏକ ୟଜ୍ଞବଦେୀ ନିର୍ମାଣ କଲେ। ସେ ସହେି ସ୍ଥାନର ନାମ ଦେଲେ, ସଦାପ୍ରଭୁ ମଙ୍ଗଳ ସ୍ବରୂପ। ସହେି ୟଜ୍ଞବଦେୀ ଏବେ ବି ଆଫ୍ରା ରେ ଅଛି। ଯେଉଁଠା ରେ ଅବୀଯେଷ୍ରୀଯମାନେ ବାସ କରୁଥିଲେ, ଆଫ୍ର ହେଉଛି ସହେି ସ୍ଥାନ।

25 And it came to pass the same night, that Jehovah said unto him, Take thy father's bullock, even the second bullock seven years old, and throw down the altar of Baal that thy father hath, and cut down the Asherah that is by it;ସହେିଦିନ ରାତ୍ରି ରେ ସଦାପ୍ରଭୁ ଗିଦ୍ଦିୟୋନକକ୍ସ୍ଟ କହିଲେ, ତକ୍ସ୍ଟମ୍ଭ ପିତାଙ୍କର ଏକ ଷଣ୍ତ, ଯାହାକକ୍ସ୍ଟ ସାତବର୍ଷ ହାଇେଛି ତାକକ୍ସ୍ଟ ନିଅ। ତକ୍ସ୍ଟମ୍ଭ ପିତାଙ୍କର ବାଲ୍ ଦବେତା ନିମନ୍ତେ ଥିବା ୟଜ୍ଞବଦେୀ ଭାଙ୍ଗି ପକାଅ। ସହେି ବଦେୀ ନିକଟରେ ଥିବା ଆଶରୋର ମୃର୍ତ୍ତିକକ୍ସ୍ଟ କାଟି ପକାଅ।

26 and build an altar unto Jehovah thy God upon the top of this stronghold, in the orderly manner, and take the second bullock, and offer a burnt-offering with the wood of the Asherah which thou shalt cut down.ଏହାପରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ନିମନ୍ତେ ଗୋଟିଏ ଯଥାର୍ଥ ପ୍ରକାର ୟଜ୍ଞବଦେୀ ନିର୍ମାଣ କର। ଏହି ୟଜ୍ଞବଦେୀକକ୍ସ୍ଟ ଉଚ୍ଚାସ୍ଥାନ ରେ ନିର୍ମାଣ କର। ସହେି ଷଣ୍ତଟିକକ୍ସ୍ଟ ହୋମବଳୀରୂପେ ସହେି ୟଜ୍ଞବଦେୀ ଉପରେ ଉତ୍ସର୍ଗ କର, ତୁମ୍ଭମାନଙ୍କର ହାମବେଳି ଦଗ୍ଧ କରିବା ପାଇଁ ସହେି ୟଜ୍ଞବଦେୀ ନିକଟରେ ଥିବା ଆଶରୋ ସ୍ତମ୍ବର କାଠକକ୍ସ୍ଟ ବ୍ଯବହାର କର।

27 Then Gideon took ten men of his servants, and did as Jehovah had spoken unto him: and it came to pass, because he feared his father's household and the men of the city, so that he could not do it by day, that he did it by night.ତେଣୁ ଗିଦ୍ଦିୟୋନ ତାଙ୍କର ସବେକଙ୍କ ମଧ୍ଯରକ୍ସ୍ଟ ଦଶଜଣଙ୍କକ୍ସ୍ଟ ନେଲେ, ଏବଂ ସଦାପ୍ରଭୁ ଯେପରି କରିବାକୁ କହିଥିଲେ, ସହେିପରି କଲେ। କିନ୍ତୁ ଗିଦ୍ଦିୟୋନ ତାଙ୍କର ପରିବାର ଓ ସହର ଲୋକମାନଙ୍କ ଭୟ ରେ ଏହି କାର୍ୟ୍ଯ ଦିନ ରେ ନ କରି ରାତ୍ରି ସମୟରେ କଲେ।

28 And when the men of the city arose early in the morning, behold, the altar of Baal was broken down, and the Asherah was cut down that was by it, and the second bullock was offered upon the altar that was built.ତା'ର ପରଦିନ ପ୍ରଭାତ ରେ ସହର ଲୋକମାନେ ଦେଖିଲେ ବାଲ ଦବେତାଙ୍କ ପାଇଁ ହାଇେଥିବା ୟଜ୍ଞବଦେୀ ସଐୂର୍ଣ୍ଣ ଭାବରେ ଧ୍ବଂସ ହାଇେ ୟାଇଛି। ଏବଂ ସମାନେେ ଦେଖିଲେ ଆଶରୋ ସ୍ତମ୍ଭ ମଧ୍ଯ କଟାୟାଇଛି। ଏବଂ ସମାନେେ ମଧ୍ଯ ନିରୀକ୍ଷଣ କଲେ ଯେ, ବୋହିନବୋ ନିର୍ମିତ ୟଜ୍ଞବଦେୀ ଉପରେ ଏକ ଷଣ୍ତ ଉତ୍ସର୍ଗ କରାୟାଇଥିଲା।

29 And they said one to another, Who hath done this thing? And when they inquired and asked, they said, Gideon the son of Joash hath done this thing.ସହରର ଲୋକମାନେ ପରସ୍ପର କକ୍ସ୍ଟହାକକ୍ସ୍ଟହି ହେଲେ। କିଏ ଏହା କରିଛି? ସମସ୍ତେ ଖାଜେିବ ଓ ତଦନ୍ତ ନବୋ ପରେ,

30 Then the men of the city said unto Joash, Bring out thy son, that he may die, because he hath broken down the altar of Baal, and because he hath cut down the Asherah that was by it.ତେଣୁ ସହରର ସମସ୍ତ ଲୋକ ୟୋଯାଶ ନିକଟକକ୍ସ୍ଟ ଗଲେ ଏବଂ ତାକକ୍ସ୍ଟ କହିଲେ। ତୋର ପକ୍ସ୍ଟଅକକ୍ସ୍ଟ ବାହାର କର, ସେ ବାଲ- ଦବେତାର ୟଜ୍ଞବଦେୀକକ୍ସ୍ଟ ଧ୍ବଂସ କରିଛି ଏବଂ ଆଶରେ ସ୍ତମ୍ଭକକ୍ସ୍ଟ କାଟି ପକାଇଛି ଯାହାକି ୟଜ୍ଞବଦେୀ ନିକଟରେ ଥିଲା। ସେଥିପାଇଁ ତୁମ୍ଭର ପକ୍ସ୍ଟଅ ନିଶ୍ଚିତ ମରିବ।

31 And Joash said unto all that stood against him, Will ye contend for Baal? Or will ye save him? he that will contend for him, let him be put to death whilst `it is yet' morning: if he be a god, let him contend for himself, because one hath broken down his altar.ଏହାପରେ ୟୋଯାଶ ତାଙ୍କ ଚତକ୍ସ୍ଟଃପାଶର୍‌ବ ରେ ଘରେି ରହିଥିବା ଲୋକମାନଙ୍କୁ କହିଲେ, ତୁମ୍ଭମାନେେ କ'ଣ ବାଲ୍କକ୍ସ୍ଟ ପ୍ରତିରକ୍ଷା କରିବ? ତୁମ୍ଭେ ତାଙ୍କୁ ରକ୍ଷା କରିବ କି? ୟିଏ ବାଲ୍ ସକାେଶ ୟକ୍ସ୍ଟକ୍ତି କଲ, ସକାଳେ ତାକକ୍ସ୍ଟ ମୃତକ୍ସ୍ଟ୍ଯ ଦଣ୍ତ ଦିଆୟିବ। ଯଦି ବାଲ୍ ଦବେତା ଅଟେ, ସେ ନିଜେ ତାଙ୍କର ପ୍ରତିରକ୍ଷା କରୁ, ୟିଏ ତା'ର ୟଜ୍ଞବଦେୀ ଭାଙ୍ଗି ଅଛି।

32 Therefore on that day he called him Jerubbaal, saying, Let Baal contend against him, because he hath broken down his altar.ୟୋଯାଶ କହିଲେ, ଯଦି ଗିଦ୍ଦିୟୋନ ତା'ର ୟଜ୍ଞବଦେି ଭାଙ୍ଗିଛି ତବେେ, ବାଲ୍ ତାକକ୍ସ୍ଟ ନ୍ଯାଯାଳଯକକ୍ସ୍ଟ ନଇଯାେଉ। ତେଣୁ ସହେିଦିନ ୟୋଯାଶ ଗିଦ୍ଦିୟୋନର ଏକ ନୂତନ ନାମ, ୟିରକ୍ସ୍ଟଦ୍ଦାଲ୍ ରଖିଲେ।

33 Then all the Midianites and the Amalekites and the children of the east assembled themselves together; and they passed over, and encamped in the valley of Jezreel.ମିଦିଯନୀଯ, ଅମାଲକେୀଯ ଓ ପୂର୍ବ ଦେଶୀଯ ଲୋକମାନେ ନିଜକକ୍ସ୍ଟ ଏକତ୍ରୀତ କରାଇଲେ। ଇଶ୍ରାୟେଲ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବା ପାଇଁ ସହେି ଲୋକମାନେ ୟର୍ଦ୍ଦନ ନଦୀ ପାର ହାଇେ ୟିଷ୍ରିଯଲରେ ତଳ ଭୂମିରେ ଛାଉଣୀ ସ୍ଥାପନ କଲା।

34 But the Spirit of Jehovah came upon Gideon; and he blew a trumpet; and Abiezer was gathered together after him.ଯେ ହତେକ୍ସ୍ଟ ସଦାପ୍ରଭୁଙ୍କର ଆତ୍ମା ଗିଦ୍ଦିୟୋନ ଉପରେ ଅବତରଣ ହେଲା। ସେ ତୂରୀ ବଜାଇଲା, ଅବୀଯେଷ୍ରୀଯର ଲୋକମାନେ ନିବିଡ ଭାବରେ ତାକକ୍ସ୍ଟ ଅନକ୍ସ୍ଟସରଣ କଲେ।

35 And he sent messengers throughout all Manasseh; and they also were gathered together after him: and he sent messengers unto Asher, and unto Zebulun, and unto Naphtali; and they came up to meet them.ଗିଦ୍ଦିୟୋନ ମନଃଶି ପରିବାରବର୍ଗର ଲୋକମାନଙ୍କ ପାଖକକ୍ସ୍ଟ ଦୂତ ପଠାଇଲେ। ସହେି ଦୂତମାନେ ସମାନଙ୍କେୁ ୟକ୍ସ୍ଟଦ୍ଧ ପାଇଁ ପ୍ରସ୍ତକ୍ସ୍ଟତ ହବୋକକ୍ସ୍ଟ କହିଲେ। ଆଶରେ, ସବୂଲୂନ ଏବଂ ନଲ୍ଗାଲି ପରିବାରବର୍ଗର ଲୋକମାନଙ୍କ ନିକଟକକ୍ସ୍ଟ ସହେି ବାର୍ତ୍ତା ପଠାଗଲା। ତେଣୁ ସହେିସବୁ ପରିବାରବର୍ଗମାନେ ମଧ୍ଯ ଗିଦ୍ଦିୟୋନ ଓ ତାଙ୍କର ଲୋକମାନଙ୍କ ସହିତ ଯୋଗ ଦବୋକକ୍ସ୍ଟ ଗଲେ।

36 And Gideon said unto God, If thou wilt save Israel by my hand, as thou hast spoken,ଗିଦ୍ଦିୟୋନ ସଦାପ୍ରଭୁଙ୍କୁ କହିଲେ, ଆପଣ କହିଥିଲେ, ଆପଣଙ୍କ ବାକ୍ଯାନକ୍ସ୍ଟସା ରେ ମାେଦ୍ବାରା ଇଶ୍ରାୟେଲକକ୍ସ୍ଟ ଉଦ୍ଧାର କରିବ। ଏହାର ସତ୍ଯତା ଦଖାେଅ।

37 behold, I will put a fleece of wool on the threshing-floor; if there be dew on the fleece only, and it be dry upon all the ground, then shall I know that thou wilt save Israel by my hand, as thou hast spoken.ମୁ ଖଳା ରେ ମଷଚେମଡା ପକାଇବି ଯଦି ଖଳା ରେ ପଡିଥିବା ଚମଡା ଉପରେ କବଳେ କାକର ପଡିବ ଏ ଭୂମି ଶକ୍ସ୍ଟଷ୍କ ରହିବ। ତବେେ ମୁ ଜାଣିବି ଆପଣ ମାେଦ୍ବାରା ଇଶ୍ରାୟେଲକକ୍ସ୍ଟ ରକ୍ଷା କରୁଛନ୍ତି,। ଆପଣଙ୍କର ବାକ୍ଯାନକ୍ସ୍ଟସା ରେ।

38 And it was so; for he rose up early on the morrow, and pressed the fleece together, and wrung the dew out of the fleece, a bowlful of water.ଏବଂ ତାହା ଠିକ୍ ସହେିପରି ହିଁ ଘଟିଥିଲା। ଗିଦ୍ଦିଯୋନୀଯ ତା'ପରଦିନ ପ୍ରଭାତ ରେ ଉଠି ସହେି ଚମଡାକକ୍ସ୍ଟ ଏକତ୍ର ଚିପକ୍ସ୍ଟଡନ୍ତେ ଲୋମରକ୍ସ୍ଟ ପୂର୍ଣ୍ଣ ଏକ ପାତ୍ର ଜଳ ବାହାରିଲା।

39 And Gideon said unto God, Let not thine anger be kindled against me, and I will speak but this once: let me make trial, I pray thee, but this once with the fleece; let it now be dry only upon the fleece, and upon all the ground let there be dew.ଏହାପରେ ଗିଦ୍ଦିୟୋନ ପରମେଶଓରଙ୍କୁ କହିଲେ, ମାେ ଉପରେ କୋରଧିତ ହକ୍ସ୍ଟଅ ନାହିଁ। ମାେତେ କବଳେ ଆଉ ଗୋଟିଏ କଥା ପଗ୍ଭରିବାକକ୍ସ୍ଟ ଅନକ୍ସ୍ଟମତି ଦିଅ। ଏହି ଚମଡାଦ୍ବାରା ମାେତେ ତୁମ୍ଭକୁ ପରୀକ୍ଷା କରିବାକୁ ଦିଅ। ଚମଡାଟି ଶକ୍ସ୍ଟଖିଯାଉ ଏବଂ ତା'ର ଗ୍ଭରିପାଖ ରେ ଥିବା ଭୂମି କାକର ରେ ଓଦା ଦେଉ।

40 And God did so that night: for it was dry upon the fleece only, and there was dew on all the ground.ସହେିଦିନ ରାତ୍ରି ରେ ପରମେଶଓରଙ୍କୁ ଠିକ୍ ସହେିପରି କଲେ, ଚମଡାଟି ଶକ୍ସ୍ଟଷ୍କ ହାଇଗେଲା କିନ୍ତୁ ଭୂମିର ଚତକ୍ସ୍ଟଃପାଶର୍‌ବସ୍ଥ କାକର ଦ୍ବାରା ଓଦା ରହିଲା।

Oriya Bible