Matthew 26:68
ସମାନେେ କହିଲେ, ହେ ଖ୍ରୀଷ୍ଟ! ତୁମ୍ଭେ ଯଦି ଜଣେ ଭବିଷ୍ଯଦ୍ବକ୍ତା ତବେେ କୁହ, ତୁମ୍ଭକୁ କିଏ ମାରିଲା?
Matthew 26:68 in Other Translations
King James Version (KJV)
Saying, Prophesy unto us, thou Christ, Who is he that smote thee?
American Standard Version (ASV)
saying, Prophesy unto us, thou Christ: who is he that struck thee?
Bible in Basic English (BBE)
Be a prophet, O Christ, and say who gave you a blow!
Darby English Bible (DBY)
saying, Prophesy to us, Christ, Who is it who struck thee?
World English Bible (WEB)
saying, "Prophesy to us, you Christ! Who hit you?"
Young's Literal Translation (YLT)
saying, `Declare to us, O Christ, who he is that struck thee?'
| Saying, | λέγοντες, | legontes | LAY-gone-tase |
| Prophesy | Προφήτευσον | prophēteuson | proh-FAY-tayf-sone |
| unto us, | ἡμῖν, | hēmin | ay-MEEN |
| thou Christ, | Χριστέ, | christe | hree-STAY |
| Who | τίς | tis | tees |
| is he | ἐστιν | estin | ay-steen |
| ὁ | ho | oh | |
| that smote | παίσας | paisas | PAY-sahs |
| thee? | σε; | se | say |
Cross Reference
Luke 22:63
କେତକେ ଲୋକ ଯୀଶୁଙ୍କୁ ଜଗିଥିଲେ। ସମାନେେ ଯୀଶୁଙ୍କୁ ଥଟ୍ଟା କଲେ। ଯୀଶୁ ଯେପରି ସମାନଙ୍କେୁ ଦେଖି ନପାରନ୍ତି, ଏଥିପାଇଁ ସମାନେେ ତାହାଙ୍କ ମୁହଁ ଘୋଡାଇ ଦେଲେ।
Mark 14:65
ସଠାେରେ ଉପସ୍ଥିତ ଥିବା କେତକେ ଲୋକ ଯୀଶୁଙ୍କ ଉପରକୁ ଛପେ ପକାଇଲେ। କେତକେ ଯୀଶୁଙ୍କ ମୁହଁ ଘୋଡଇେ ଦଇେ ବିଧା ମାରିଲେ, ଓ ଆଉ କେତକେ ଥଟ୍ଟା କରି କହିଲେ, ଏବେ ତୁମ୍ଭେ ଆମ୍ଭକୁ ଦେଖଇେ ଦିଅ ଯେ, ତୁମ୍ଭେ ଜଣେ ଭବିଷ୍ଯଦ୍ବକ୍ତା। ତା'ପରେ ପ୍ରହରୀମାନେ ତାହାଙ୍କୁ ନଇେ ଯାଇ ପିଟିଲେ।
1 Peter 2:4
ପ୍ରଭୁ ଯୀଶୁ ହେଉଛନ୍ତି ଜୀବନ୍ତ ପଥର। ଜଗତର ଲୋକମାନେ ସହେି ପଥରଟି ଅଗ୍ରାହ୍ଯ କଲେ। କିନ୍ତୁ ପରମେଶ୍ବର ସହେି ପଥରଟିକୁ ମନୋନୀତ କରିଛନ୍ତି। ପରମେଶ୍ବରଙ୍କ ପାଇଁ ତାହାଙ୍କ ମୂଲ୍ଯ ଅଧିକ।
John 19:14
ସଦେିନ ନିସ୍ତାରପର୍ବ ସପ୍ତାହର ପ୍ରସ୍ତୁତି ଦିନର ମଧ୍ଯାହ୍ନ ସମୟ ଥିଲା। ପୀଲାତ ଯିହୂଦୀମାନଙ୍କୁ କହିଲେ, ତୁମ୍ଭର ରାଜାଙ୍କୁ ଦେଖ।
John 19:2
ସୈନିକମାନେ କଣ୍ଟା ଗଛର ମୁକୁଟ ତିଆରି କରି ତାହାଙ୍କ ମୁଣ୍ଡ ରେ ପିନ୍ଧାଇଲେ। ତା'ପରେ ସମାନେେ ତାହାଙ୍କୁ ବାଇଗଣୀ ରଙ୍ଗର ପୋଷାକ ପିନ୍ଧାଇଲେ।
Mark 15:18
ତା'ପରେ ସମାନେେ ତାହାଙ୍କୁ ସ୍ବାଗତ କରି ଥଟ୍ଟା ରେ କହିଲେ, ହେ ୟିହୁଦୀମାନଙ୍କର ରାଜା, କହି ପ୍ରଣାମ କଲେ।
Matthew 27:39
ସହେି ପାଖ ଦଇେ ଯାଉଥିବା ଲୋକମାନେ ଯୀଶୁଙ୍କୁ ଅପମାନ ଦେଉଥିଲେ। ସମାନେେ ସମେମାନଙ୍କ ମୁଣ୍ଡ ହଲଇେ କହୁଥିଲେ,
Matthew 27:28
ସୈନ୍ଯମାନେ ଯୀଶୁଙ୍କ ପୋଷାକ କାଢ଼ି ପକାଇଲେ ଓ ତାହାଙ୍କୁ ବାଇଗଣୀ ପୋଷାକଟି ପିନ୍ଧାଇ ଦେଲେ।
Judges 16:25
ଅତି ଆନନ୍ଦିତ ହାଇେ ସମାନେେ କହିଲେ, ଶାମ୍ଶାେନ୍ଙ୍କକ୍ସ୍ଟ ତା'ର କୋଠରୀକକ୍ସ୍ଟ ଆଣ, ସେ ଆମ୍ଭମାନଙ୍କ ସମ୍ମକ୍ସ୍ଟଖ ରେ କୌତକ୍ସ୍ଟକ କରିବ। ତେଣୁ ସମାନେେ ଶାମ୍ଶାେନ୍ଙ୍କକ୍ସ୍ଟ କାରାଗାରରକ୍ସ୍ଟ ବାହାରକକ୍ସ୍ଟ ଆଣିଲେ। ସେ ସମାନଙ୍କେ ଆଗ ରେ ତାହା କଲା ଓ ସମାନେେ ତା'ର ପରିହାସ କଲେ। ଆଉ ସମାନେେ ତାକକ୍ସ୍ଟ ଦାଗୋନ୍ ମନ୍ଦିରର ଦକ୍ସ୍ଟଇ ସ୍ତମ୍ଭ ମଧିଅରେ ଠିଆ କରାଇଲେ।
Genesis 37:19
ଭାଇମାନେ ପରସ୍ପର କୁହା କୁହି ହେଲେ, ହଇେ ଦେଖ, ସ୍ବପ୍ନ ଦର୍ଶକ ଯୋଷଫେ ଆସୁଛି।