1 Timothy 5:23
ତୀମଥି, ତୁମ୍ଭେ କବଳେ ପାଣି ପିଉଛ। ତାହା ବନ୍ଦ କରି କିଛି ଦ୍ରାକ୍ଷାରସ ମଧ୍ଯ ପିଅ। ଏହା ତୁମ୍ଭ ପଟେ ପାଇଁ ଦରକାର, ଓ ତୁମ୍ଭେ ବାରମ୍ବାର ବମାରେ ପଡ଼ିବ ନାହିଁ।
1 Timothy 5:23 in Other Translations
King James Version (KJV)
Drink no longer water, but use a little wine for thy stomach's sake and thine often infirmities.
American Standard Version (ASV)
Be no longer a drinker of water, but use a little wine for thy stomach's sake and thine often infirmities.
Bible in Basic English (BBE)
Do not take only water as your drink, but take a little wine for the good of your stomach, and because you are frequently ill.
Darby English Bible (DBY)
Drink no longer only water, but use a little wine on account of thy stomach and thy frequent illnesses.
World English Bible (WEB)
Be no longer a drinker of water only, but use a little wine for your stomach's sake and your frequent infirmities.
Young's Literal Translation (YLT)
no longer be drinking water, but a little wine be using, because of thy stomach and of thine often infirmities;
| Drink no longer | Μηκέτι | mēketi | may-KAY-tee |
| water, | ὑδροπότει | hydropotei | yoo-throh-POH-tee |
| but | ἀλλ' | all | al |
| use | οἴνῳ | oinō | OO-noh |
| a little | ὀλίγῳ | oligō | oh-LEE-goh |
| wine | χρῶ | chrō | hroh |
| sake for | διὰ | dia | thee-AH |
| thy | τὸν | ton | tone |
| στόμαχον | stomachon | STOH-ma-hone | |
| stomach's | σου | sou | soo |
| and | καὶ | kai | kay |
| thine | τὰς | tas | tahs |
| πυκνάς | pyknas | pyoo-KNAHS | |
| often | σοῦ | sou | soo |
| infirmities. | ἀσθενείας | astheneias | ah-sthay-NEE-as |
Cross Reference
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 3:8
ସହେିପରି ମଣ୍ଡଳୀ ରେ ନିୟୁକ୍ତି ପାଇଥିବା ସ୍ବତନ୍ତ୍ର ସବେକଗଣ ଏଭଳି ଲୋକ ହାଇେଥିବା କଥା, ଯେଉଁମାନଙ୍କୁ ଲୋକେ ସମ୍ମାନ କରୁଥିବେ। ସମାନେେ ଯାହା କହନ୍ତି, ତାହା ବିଶ୍ବାସ ଯୋଗ୍ଯ ହବୋ ଉଚିତ। ଅଧିକ ଦ୍ରାକ୍ଷାରସ ପିଇବା ରେ ନିଜ ସମୟ କାଟିବା ଉଚିତ ନୁହେଁ। ସବୁବେଳେ ଅନ୍ୟମାନଙ୍କୁ ଠକି ଧନୀ ହବୋକୁ ଚେଷ୍ଟା କରୁଥିବା ଲୋକମାନଙ୍କ ପରି ସମାନେେ ହାଇେ ନ ଥିବେ।
ଗୀତସଂହିତା 104:15
ହୃଦଯ ଚିତ୍ତ ଆନନ୍ଦକାରୀ ଦ୍ରାକ୍ଷାରସ ଦିଅ, ଆମ୍ଭମାନଙ୍କର ମୁହଁ ଚିକ୍କଣକାରୀ ତୈଳ ଓ ମନୁଷ୍ଯକୁ ଶକ୍ତିଶାଳୀ କରୁଥିବା ଖାଦ୍ୟ ଦିଅ।
ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ 2:3
ଅତୀତ ରେ ଆମ୍ଭେ ମଧ୍ଯ ମୂର୍ଖ ଥିଲୁ। ଆମ୍ଭେ ଆଜ୍ଞାପାଳନ କରୁ ନ ଥିଲୁ, ଭୁଲ କାମ କରୁଥିଲୁ, ଆମ୍ଭେ ସମସ୍ତ ପ୍ରକାର ଶାରୀରିକ କାମନା ଓ ଭୋଗର ଦାସ ଥିଲୁ। ଆମ୍ଭେ ଇର୍ଷାଳୁ ଓ ଦ୍ବଷେପୂର୍ଣ୍ଣ ଜୀବନ ଯାପନ କରୁଥିଲୁ। ଲୋକେ ଆମ୍ଭକୁ ଘୃଣା କରୁଥିଲେ ଓ ଆମ୍ଭେ ପରସ୍ପରକୁ ଘୃଣା କରୁଥିଲୁ।
ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ 1:7
ଏହି ପ୍ରାଚୀନମାନଙ୍କର କାମ ହେଉଛି ପରମେଶ୍ବରଙ୍କ କାମର ଯତ୍ନ ନବୋ, ଅତଏବ ସେ ନିର୍ଦ୍ ଦୋଷ ହବୋ କଥା। ସେ ଗର୍ବୀ, ସ୍ବାର୍ଥୀ ଓ ଶୀଘ୍ର କୋରଧୀ ହାଇେ ନ ଥିବେ। ସେ ଅତ୍ଯଧିକ ମଦ୍ଯ ପାନ କରୁ ନ ଥିବେ। ସେ କଳହ ପ୍ରିୟ ହାଇେ ନ ଥିବେ। ଅନ୍ୟମାନଙ୍କୁ ଠକି ଧନୀ ହବୋ ପାଇଁ ସର୍ବଦା ଚେଷ୍ଟା କରୁ ନ ଥିବେ।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 3:3
ସେ ଅତ୍ଯଧିକ ମଦ୍ଯପାନ କରିବା ଉଚିତ ନୁହେଁ। ସେ କଳହ ମନୋବୃତ୍ତିର ଲୋକ ନ ହାଇେଥିବା କଥା। ସେ ନମ୍ର ଓ ଶାନ୍ତ ହବୋ ଦରକାର।
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 5:18
ମଦ ପିଇ ମାତାଲ ହୁଅ ନାହିଁ। କାରଣ ତାହା ଆତ୍ମିକ ଭାବେ ତୁମ୍ଭର ସଂପୂର୍ଣ୍ଣ ବିନାଶ ଘଟାଇବ ବରଂ ଆତ୍ମା ରେ ପରିପୂର୍ଣ୍ଣ ହୁଅ।
ହିତୋପଦେଶ 31:4
ହେ ଲମୁଯଲେ, ରାଜାମାନଙ୍କର ଦ୍ରାକ୍ଷାରସ ପାନ କରିବା ଉଚିତ୍ ନୁହେଁ। ଦ୍ରାକ୍ଷାରସ ପାନ କରିବା ଶାସକମାନଙ୍କ ପାଇଁ ଏହା ଉଚିତ୍ ନୁହେଁ।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 4:4
ପରମେଶ୍ବର ଯାହା ସବୁ ସୃଷ୍ଟି କରିଛନ୍ତି, ସେ ସବୁ ଉତ୍ତମ ଅଟେ। ପରମେଶ୍ବରଙ୍କୁ ଧନ୍ଯବାଦ ଦଲୋ ପରେ, ତାହାଙ୍କ ସୃଷ୍ଟ କୌଣସି ବିଷୟ ଗ୍ରହଣ କରିବା ପାଇଁ ମନା କରିବା ଉଚିତ ନୁହେଁ।
ଯିହିଜିକଲ 44:21
କୌଣସି ଯାଜକ ଭିତର ପ୍ରାଙ୍ଗଣ ରେ ପ୍ରବେଶ କରିବା ସମୟରେ ଦ୍ରାକ୍ଷାରସ ପାନ କରିବେ ନାହିଁ।
ଲେବୀୟ ପୁସ୍ତକ 10:9
ତୁମ୍ଭେ କିମ୍ବା ତୁମ୍ଭର ପୁତ୍ରଗଣ ଯେତବେେଳେ ସମାଗମ ତମ୍ବୁ ରେ ପ୍ରବେଶ କରିବେ ତୁମ୍ଭମାନେେ ଦ୍ରାକ୍ଷାରସ କିମ୍ବା ମଦ୍ଯପାନ କରିବ ନାହିଁ। ଯଦି ତାହା ତୁମ୍ଭମାନେେ କର ତବେେ ତୁମ୍ଭମାନେେ ମରିବ। ଏହି ବ୍ଯବସ୍ଥା ପୁରୁଷାନୁକ୍ରମେ ଅନନ୍ତକାଳ ପର୍ୟ୍ଯନ୍ତ ପାଳିତ ହବେ।