ଦିତୀୟ ରାଜାବଳୀ 20:20 in Oriya

ଓଡିଆ ଓଡିଆ ବାଇବେଲ ଦିତୀୟ ରାଜାବଳୀ ଦିତୀୟ ରାଜାବଳୀ 20 ଦିତୀୟ ରାଜାବଳୀ 20:20

2 Kings 20:20
ହିଜକିଯଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ ପରାକ୍ରମ ସେ କିପରି ପୁଷ୍କରିଣୀ ଓ ନାଳ ପ୍ରସ୍ତୁତ କରି ନଗର ମଧ୍ଯକୁ ଜଳ ଆଣିଲେ, ଏ ସମସ୍ତ ଯିହୁଦା ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହାଇେଅଛି।

2 Kings 20:192 Kings 202 Kings 20:21

2 Kings 20:20 in Other Translations

King James Version (KJV)
And the rest of the acts of Hezekiah, and all his might, and how he made a pool, and a conduit, and brought water into the city, are they not written in the book of the chronicles of the kings of Judah?

American Standard Version (ASV)
Now the rest of the acts of Hezekiah, and all his might, and how he made the pool, and the conduit, and brought water into the city, are they not written in the book of the chronicles of the kings of Judah?

Bible in Basic English (BBE)
Now the rest of the acts of Hezekiah, and his power, and how he made the pool and the stream, to take water into the town, are they not recorded in the book of the history of the kings of Judah?

Darby English Bible (DBY)
And the rest of the acts of Hezekiah, and all his might, and how he made the pool and the aqueduct, and brought the water into the city, are they not written in the book of the chronicles of the kings of Judah?

Webster's Bible (WBT)
And the rest of the acts of Hezekiah, and all his might, and how he made a pool, and a conduit, and brought water into the city, are they not written in the book of the chronicles of the kings of Judah?

World English Bible (WEB)
Now the rest of the acts of Hezekiah, and all his might, and how he made the pool, and the conduit, and brought water into the city, aren't they written in the book of the chronicles of the kings of Judah?

Young's Literal Translation (YLT)
And the rest of the matters of Hezekiah, and all his might, and how he made the pool, and the conduit, and bringeth in the waters to the city, are they not written on the book of the Chronicles of the kings of Judah?

And
the
rest
וְיֶ֨תֶרwĕyeterveh-YEH-ter
acts
the
of
דִּבְרֵ֤יdibrêdeev-RAY
of
Hezekiah,
חִזְקִיָּ֙הוּ֙ḥizqiyyāhûheez-kee-YA-HOO
and
all
וְכָלwĕkālveh-HAHL
might,
his
גְּב֣וּרָת֔וֹgĕbûrātôɡeh-VOO-ra-TOH
and
how
וַֽאֲשֶׁ֣רwaʾăšerva-uh-SHER
he
made
עָשָׂ֗הʿāśâah-SA

אֶתʾetet
pool,
a
הַבְּרֵכָה֙habbĕrēkāhha-beh-ray-HA
and
a
conduit,
וְאֶתwĕʾetveh-ET
brought
and
הַתְּעָלָ֔הhattĕʿālâha-teh-ah-LA

וַיָּבֵ֥אwayyābēʾva-ya-VAY
water
אֶתʾetet
into
the
city,
הַמַּ֖יִםhammayimha-MA-yeem
they
are
הָעִ֑ירָהhāʿîrâha-EE-ra
not
הֲלֹאhălōʾhuh-LOH
written
הֵ֣םhēmhame
in
כְּתוּבִ֗יםkĕtûbîmkeh-too-VEEM
book
the
עַלʿalal
of
the
chronicles
סֵ֛פֶרsēperSAY-fer

דִּבְרֵ֥יdibrêdeev-RAY
kings
the
of
הַיָּמִ֖יםhayyāmîmha-ya-MEEM
of
Judah?
לְמַלְכֵ֥יlĕmalkêleh-mahl-HAY
יְהוּדָֽה׃yĕhûdâyeh-hoo-DA

Cross Reference

ନିହିମିୟା 3:16
ବୈଥ୍ସୂର ପ୍ରଦେଶର ଅର୍ଦ୍ଧଭାଗର ଅଧ୍ଯକ୍ଷ ଅସ୍ବୂକର ପୁତ୍ର ନିହିମିଯା ଦାଉଦଙ୍କର କବର ସମ୍ମୁଖ ପର୍ୟ୍ଯନ୍ତ ଓ ମନୁଷ୍ଯକୃତ ପୁଷ୍କରିଣୀ ପର୍ୟ୍ଯନ୍ତ ଓ ବୀରମାନଙ୍କ ଗୃହ ପର୍ୟ୍ଯନ୍ତ ମରାମତି କଲେ।

ଦିତୀୟ ବଂଶାବଳୀ 32:32
ହିଜକିଯଙ୍କର ଅନ୍ୟ ସମସ୍ତ ଅବଶିଷ୍ଟ କର୍ମ ଓ ସଦାପ୍ରଭୁଙ୍କୁ କେତେ ପ୍ ରମେ କଲେ, ତାହା ଆମ୍ଭମାନଙ୍କ ପୁତ୍ର ଭବିଷ୍ଯଦ୍ବକ୍ତା ଯିଶାଇୟଙ୍କ ଦର୍ଶନ ପୁସ୍ତକ ଓ ଯିହୁଦା ଓ ଇଶ୍ରାୟେଲର ରାଜାମାନଙ୍କ ପୁସ୍ତକ ରେ ଲଖାେ ୟାଇଅଛି।

ଦିତୀୟ ବଂଶାବଳୀ 32:30
ହିଜକିଯ ହିଁ ୟିରୁଶାଲମ ରେ ଗୀହାନେ ଝରଣାର ଉର୍ଦ୍ଧ୍ବସ୍ଥ ଉତ୍ସକୁ ବନ୍ଦ କଲେ ଓ ସହେି ଜଳକୁ ଦାଉଦଙ୍କ ନଗରର ଦକ୍ଷିଣ ପାଶର୍‌ବ ରେ ସଳଖ ଭାବରେ ନିମ୍ନଗାମୀ କଲେ। ଆଉ ହିଜକିଯ ଯେଉଁ ସମସ୍ତ କର୍ମ କଲେ, ସେଥି ରେ ସଫଳ ହେଲେ।

ଯିଶାଇୟ 22:9
ଦାଉଦ ନଗରର କାନ୍ଥଗୁଡ଼ିକ ଭାଙ୍ଗିବାକୁ ଆରମ୍ଭ କଲା ଓ ତୁମ୍ଭମାନେେ ସହେି ଭଗ୍ନସ୍ଥାନ ଗୁଡ଼ିକ ଦେଖିଲ। ତୁମ୍ଭେ ପୁଷ୍କରିଣୀର ଜଳସବୁ ଏକତ୍ର କରି ତଳକୁ ଆଣିଲ।

ଦିତୀୟ ବଂଶାବଳୀ 32:4
ଅନକେ ଲୋକ ଏକତ୍ର ଆସିଲେ ଓ ଦେଶ ମଧ୍ଯ ଦଇେ ପ୍ରବାହିତ ହେଉଥିବା ଝରଣା ଓ ନଦୀ ସବୁର ଜଳକୁ ରୋକି ଦେଲେ। ସମାନେେ କହିଲେ ଯେ, ଅଶୂରର ରାଜା ଏହି ସ୍ଥାନକୁ ଆସିଲେ ବେଶୀ କିଛି ଜଳ ପାଇବ ନାହିଁ।

ଦିତୀୟ ରାଜାବଳୀ 16:19
ଏହିପରି ଆହାସଙ୍କର ଅବଶିଷ୍ଟ କ୍ରିଯାର ବୃତ୍ତାନ୍ତ ଯିହୁଦା ରାଜାମାନଙ୍କ ଇତିହାସ ପୁସ୍ତକଲର ଲିଖିତସହାଇଛି।

ଦିତୀୟ ରାଜାବଳୀ 15:26
ଏହି ପକହେିଯଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିଯା ଇଶ୍ରାୟେଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହାଇେଅଛି।

ଦିତୀୟ ରାଜାବଳୀ 15:6
ଅସରିଯଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିଯା ଓ ପରାକ୍ରମ ଯିହୁଦା ରାଜବଂଶ ଇତିହାସ ପୁସ୍ତକରେ ଲିଖିତ ହାଇେଅଛି।

ଦିତୀୟ ରାଜାବଳୀ 8:23
ୟିହୋରାମଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ କାର୍ୟ୍ଯା ବଳୀ ଯିହୁଦା ରାଜବଂଶର ଇତିହାସ ପୁସ୍ତକରେ ଲିପିବଦ୍ଧ ହାଇେଅଛି।

ପ୍ରଥମ ରାଜାବଳୀ 15:23
ଆସାଙ୍କର ଅବଶିଷ୍ଟ ସମସ୍ତ ବୃତ୍ତାନ୍ତ, ତାଙ୍କର ସମସ୍ତ ପରାକ୍ରମ ସମସ୍ତ କ୍ରିଯା ଓ ଯେଉଁ ନଗରଗୁଡିକୁ ସେ ସୁଦୃଢ କରିଥିଲେ ସେ ସମସ୍ତ କଥା ଯିହୁଦା ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହାଇେଅଛି। ମାତ୍ର ତାଙ୍କର ଅତି ବାର୍ଦ୍ଧକ୍ଯ ରେ ପାଦ ରେ ଏକ ରୋଗ ହେଲା।

ପ୍ରଥମ ରାଜାବଳୀ 15:7
ଅବିଯାମଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କାର୍ୟ୍ଯ ଯିହୁଦା ରାଜବଂଶ ଇତିହାସ ପୁସ୍ତକରେ ଲିଖିତ ହାଇେଅଛି।

ପ୍ରଥମ ରାଜାବଳୀ 14:19
ଏହି ୟାରବିଯାମଙ୍କର ସମସ୍ତ କାର୍ୟ୍ଯକଳାପ, ତା'ର ରାଜ୍ଯ ଶାସନର ପ୍ରକୃତ କଥା ଓ ସେ କିପରି ୟୁଦ୍ଧ କଲେ, ଏସବୁ ଇଶ୍ରାୟେଲୀୟ ରାଜାମାନଙ୍କ ଇତିହାସ ପୁସ୍ତକରେ ଲଖାେଅଛି।