ଦିତୀୟ ବଂଶାବଳୀ 10:1 in Oriya

ଓଡିଆ ଓଡିଆ ବାଇବେଲ ଦିତୀୟ ବଂଶାବଳୀ ଦିତୀୟ ବଂଶାବଳୀ 10 ଦିତୀୟ ବଂଶାବଳୀ 10:1

2 Chronicles 10:1
ରିହବିଯାମ୍ ଶିଖିମ୍ ସହରକୁ ଗଲେ, କାରଣ ଇଶ୍ରାୟେଲର ସମସ୍ତ ଲୋକ ତାଙ୍କୁ ରାଜା କରିବା ନିମନ୍ତେ ସଠାେକୁ ୟାଇଥିଲେ।

2 Chronicles 102 Chronicles 10:2

2 Chronicles 10:1 in Other Translations

King James Version (KJV)
And Rehoboam went to Shechem: for to Shechem were all Israel come to make him king.

American Standard Version (ASV)
And Rehoboam went to Shechem; for all Israel were come to Shechem to make him king.

Bible in Basic English (BBE)
And Rehoboam went to Shechem, where all Israel had come together to make him king.

Darby English Bible (DBY)
And Rehoboam went to Shechem; for all Israel had come to Shechem to make him king.

Webster's Bible (WBT)
And Rehoboam went to Shechem: for to Shechem had all Israel come to make him king.

World English Bible (WEB)
Rehoboam went to Shechem; for all Israel were come to Shechem to make him king.

Young's Literal Translation (YLT)
And Rehoboam goeth to Shechem, for `to' Shechem have all Israel come to cause him to reign.

And
Rehoboam
וַיֵּ֥לֶךְwayyēlekva-YAY-lek
went
רְחַבְעָ֖םrĕḥabʿāmreh-hahv-AM
to
Shechem:
שְׁכֶ֑מָהšĕkemâsheh-HEH-ma
for
כִּ֥יkee
to
Shechem
שְׁכֶ֛םšĕkemsheh-HEM
all
were
בָּ֥אוּbāʾûBA-oo
Israel
כָלkālhahl
come
יִשְׂרָאֵ֖לyiśrāʾēlyees-ra-ALE
to
make
him
king.
לְהַמְלִ֥יךְlĕhamlîkleh-hahm-LEEK

אֹתֽוֹ׃ʾōtôoh-TOH

Cross Reference

ଆଦି ପୁସ୍ତକ 12:6
ଅବ୍ରାମ ସହେି ଦେଶ ମଧ୍ଯ ଦଇେ ଗଲେ, ଶିଖିମ ରେ ପହଞ୍ଚିବା ପର୍ୟ୍ଯନ୍ତ, ମାରେିର ଆଲୋନ୍ ବୃକ୍ଷମୂଳ ରେ ରହିଲେ। ସହେି ସମୟରେ କିଣାନୀଯମାନେ ସହେି ସ୍ଥାନ ରେ ବାସ କଲେ।

ପ୍ରଥମ ବଂଶାବଳୀ 12:38
ସହେି ସମସ୍ତ ଲୋକମାନେ ସାହସୀ ସୈନ୍ଯ ଥିଲେ। ସମାନେେ ସମ୍ପୂର୍ଣ୍ଣ ଏକମତ ହାଇେ ଦାଉଦଙ୍କୁ ଇଶ୍ରାୟେଲର ରାଜା କରିବା ନିମନ୍ତେ ହିବ୍ରୋଣ ସହରକୁ ଆସିଥିଲେ। ଇଶ୍ରାୟେଲର ଅବଶିଷ୍ଟ ସମସ୍ତ ଲୋକ ମଧ୍ଯ ଦାଉଦଙ୍କୁ ରାଜା କରିବା ନିମନ୍ତେ ସମ୍ମତ ହାଇେଥିଲେ।

ପ୍ରଥମ ବଂଶାବଳୀ 3:10
ଶଲୋମନଙ୍କର ପୁତ୍ର ଥିଲେ ରିହବିଯାମ୍ ଓ ରିହବିଯାମ୍ଙ୍କର ପୁତ୍ର ଥିଲେ ଅବିଯ। ଅବିଯଙ୍କର ପୁତ୍ର ଥିଲେ ଆସା। ଆସାଙ୍କର ପୁତ୍ର ଥିଲେ ଯିହାଶାଫେଟ୍।

ପ୍ରଥମ ରାଜାବଳୀ 12:1
ଏଥିମଧିଅରେ ନବାଟର ପୁତ୍ର ୟାରବିଯାମ ଯେ କି ଶ ଲୋମନଙ୍କ ଛାମୁରୁ ପଳାଇ ୟାଇଥିଲେ ଓ ମିଶର ରେ ଏୟାଏ ଥିଲେ,

ପ୍ରଥମ ରାଜାବଳୀ 4:1
ଏହିପରି ଶଲୋମନ ରାଜା ସମଗ୍ର ଇଶ୍ରାୟେଲ ଉପରେ ରାଜତ୍ବ କଲେ।

ବିଚାରକର୍ତାମାନଙ୍କ ବିବରଣ 9:1
ଅବୀମଲେକ୍ ଥିଲା ୟିରକ୍ସ୍ଟଦ୍ଦାଲର ପକ୍ସ୍ଟତ୍ର। ଶିଖିମ ରେ ଥିବା ନିଜର ମାମୁ ମାନଙ୍କୁ ଦେଖିବାକକ୍ସ୍ଟ ଗଲା। ସେ ତାଙ୍କର ମାମୁ ମାନଙ୍କୁ ଏବଂ ତା'ର ମାଆର ସମସ୍ତ ପରିବାରକକ୍ସ୍ଟ କହିଲା।

ଯିହୋଶୂୟ 24:1
ଯିହାଶୂେୟ ଇଶ୍ରାୟେଲ ବଂଶଗଣକକ୍ସ୍ଟ ଶିଖିମଠା ରେ ଏକତ୍ରୀତ କଲେ। ଏହାପରେ ୟିହୋଶୂଯ ସମସ୍ତ ପ୍ରାଚୀନବର୍ଗ, ସମାନଙ୍କେର ପ୍ରାଚୀନମାନଙ୍କୁ ସମାନଙ୍କେର ବିଗ୍ଭରକର୍ତ୍ତାଗଣଙ୍କକ୍ସ୍ଟ ଏବଂ ସମସ୍ତ ଅଧ୍ଯକ୍ଷମାନଙ୍କୁ ଡକାଇ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ଏକତ୍ରୀତ କରାଇଲେ।

ଯିହୋଶୂୟ 20:7
ତେଣୁ ଇଶ୍ରାୟେଲର ବାସିନ୍ଦାମାନେ କିଛି ସହର ବାଛିଲେ। ଯାହାକକ୍ସ୍ଟ ନିରାପଦ ସହର ନାମ ରେ ପରିଚିତ। ସହେି ସହରଗକ୍ସ୍ଟଡିକ ଥିଲା।

ଆଦି ପୁସ୍ତକ 37:12
ଦିନେ ଯୋଷଫେର ଭାଇମାନେ ଶିଖିମକୁ ତାଙ୍କର ପିତାଙ୍କର ପଶୁ ପଲ ଚରାଇବାକୁ ଗଲେ।

ମାଥିଉଲିଖିତ ସୁସମାଚାର 1:7
ଶଲମାନେ ରିହବିଯାମଙ୍କ ବାପା।