କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 2:5 in Oriya

ଓଡିଆ ଓଡିଆ ବାଇବେଲ କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 2 କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 2:5

2 Corinthians 2:5
ଯଦି ତୁମ୍ଭମାନଙ୍କ ଭିତରୁ କିଏ ଜଣେ ମାେତେ ଦୁଃଖିତ କରିଛି, ସେ କବଳେ ମାେତେ ଦୁଃଖିତ କରି ନାହିଁ, ବରଂ କିଛି ନା କିଛି ମାତ୍ରା ରେ ତୁମ୍ଭମାନଙ୍କୁ ମଧ୍ଯ କରିଛି।

2 Corinthians 2:42 Corinthians 22 Corinthians 2:6

2 Corinthians 2:5 in Other Translations

King James Version (KJV)
But if any have caused grief, he hath not grieved me, but in part: that I may not overcharge you all.

American Standard Version (ASV)
But if any hath caused sorrow, he hath caused sorrow, not to me, but in part (that I press not too heavily) to you all.

Bible in Basic English (BBE)
But if anyone has been a cause of sorrow, he has been so, not to me only, but in some measure to all of you (I say this that I may not be over-hard on you).

Darby English Bible (DBY)
But if any one has grieved, he has grieved, not me, but in part (that I may not overcharge [you]) all of you.

World English Bible (WEB)
But if any has caused sorrow, he has caused sorrow, not to me, but in part (that I not press too heavily) to you all.

Young's Literal Translation (YLT)
And if any one hath caused sorrow, he hath not caused sorrow to me, but in part, that I may not burden you all;

But
Εἰeiee
if
δέdethay
any
τιςtistees
grief,
caused
have
λελύπηκενlelypēkenlay-LYOO-pay-kane
he
hath
not
οὐκoukook
grieved
ἐμὲemeay-MAY
me,
λελύπηκενlelypēkenlay-LYOO-pay-kane
but
ἀλλ'allal
in
ἀπὸapoah-POH
part:
μέρουςmerousMAY-roos
that
ἵναhinaEE-na
not
may
I
μὴmay
overcharge
ἐπιβαρῶepibarōay-pee-va-ROH
you
πάνταςpantasPAHN-tahs
all.
ὑμᾶςhymasyoo-MAHS

Cross Reference

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 5:12
ଯେଉଁମାନେ କୌଣସି ମଣ୍ଡଳୀର ସଭ୍ଯ ନୁହଁନ୍ତି, ସମାନଙ୍କେ ବିଚାର କରିବା ଉଚିତ୍ ନୁହେଁ। ପରମେଶ୍ବର ସମାନଙ୍କେର ବିଚାର କରିବେ।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 4:12
ଭାଇ ଓ ଭଉଣୀମାନେ ମୁଁ ତୁମ୍ଭମାନଙ୍କ ପରି ଥିଲି, ଅତଏବ ତୁମ୍ଭମାନେେ ବର୍ତ୍ତମାନ ମାେ ପରି ହୁଅ।

ହିତୋପଦେଶ 17:25
ମୂର୍ଖ ପୁତ୍ର ଆପଣା ପିତାର ଶୋକ ଓ ସେ ଆପଣା ଜନନୀକୁ ଦୁଃଖ ଆଣିବାର କାରଣ ହୁଏ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 5:1
ଲୋକେ ପ୍ରକୃତ ରେ କହୁଛନ୍ତି ଯେ, ତୁମ୍ଭମାନଙ୍କ ଭିତ ରେ ୟୌନଗତ ପାପ ଅଛି। ଏହି ପାପ ଏପରିକି ପରମେଶ୍ବରଙ୍କୁ ନ ଜାଣିଥିବା ଲୋକମାନଙ୍କ ଠା ରେ ମଧ୍ଯ ଏହା ହୁଏ ନାହିଁ। ଲୋକେ କହୁଛନ୍ତି ଯେ, ଜଣେ ଲୋକ ନିଜ ବାପାର ସ୍ତ୍ରୀ ସହିତ ବାସ କରୁଛି,

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 5:10
ପ୍ରଭୁଙ୍କଠା ରେ ମାରେ ବିଶ୍ବାସ ଅଛି ଯେ, ତୁମ୍ଭମାନେେ ଏହିଭଳି ଭିନ୍ନ ମତାମତକୁ ବିଶ୍ବାସ କରିବ ନାହିଁ। ଯେଉଁ ଲୋକ ତୁମ୍ଭମାନଙ୍କୁ ବିଚଳିତ କରୁଛି, ସେ ୟିଏ ହେଉ ନା କାହିଁକି ଦଣ୍ଡ ପାଇବ।