ଆଦି ପୁସ୍ତକ 49:16 in Oriya

ଓଡିଆ ଓଡିଆ ବାଇବେଲ ଆଦି ପୁସ୍ତକ ଆଦି ପୁସ୍ତକ 49 ଆଦି ପୁସ୍ତକ 49:16

Genesis 49:16
ଦାନ, ଇଶ୍ରାୟେଲର ଅନ୍ଯାନ୍ଯ ବଂଶ ତୁଲ୍ଯ ହାଇେ ଆପଣା ଆପଣା ଲୋକମାନଙ୍କର ବିଚାର କରିବ।

Genesis 49:15Genesis 49Genesis 49:17

Genesis 49:16 in Other Translations

King James Version (KJV)
Dan shall judge his people, as one of the tribes of Israel.

American Standard Version (ASV)
Dan shall judge his people, As one of the tribes of Israel.

Bible in Basic English (BBE)
Dan will be the judge of his people, as one of the tribes of Israel.

Darby English Bible (DBY)
Dan will judge his people, As another of the tribes of Israel.

Webster's Bible (WBT)
Dan shall judge his people, as one of the tribes of Israel.

World English Bible (WEB)
"Dan will judge his people, As one of the tribes of Israel.

Young's Literal Translation (YLT)
Dan doth judge his people, As one of the tribes of Israel;

Dan
דָּ֖ןdāndahn
shall
judge
יָדִ֣יןyādînya-DEEN
his
people,
עַמּ֑וֹʿammôAH-moh
one
as
כְּאַחַ֖דkĕʾaḥadkeh-ah-HAHD
of
the
tribes
שִׁבְטֵ֥יšibṭêsheev-TAY
of
Israel.
יִשְׂרָאֵֽל׃yiśrāʾēlyees-ra-ALE

Cross Reference

ଆଦି ପୁସ୍ତକ 30:6
ରାହେଲ କହିଲା, ପରମେଶ୍ବର ମାରେ ପ୍ରାର୍ଥନା ଗ୍ରହଣ କରିଛନ୍ତି, ମାେତେ ଏକ ପୁତ୍ର ସନ୍ତାନ ଦବୋ ପାଇଁ ସେ ନିଷ୍ପତ୍ତି ନେଲେ। ତେଣୁ ରାହେଲ ତା'ର ନାମ ରଖିଲେ ଦାନ।

ଦିତୀୟ ବିବରଣ 33:22
ମାଶାେ ଦାନଙ୍କ ବିଷଯ ରେ ଏହିକଥା କହିଲେ, ଦାନ ହେଉଛନ୍ତି ସିଂହ ଛକ୍ସ୍ଟଆପରି। ସେ ବାସନାରକ୍ସ୍ଟ କକ୍ସ୍ଟଦାମା ରେ।

ଗଣନା ପୁସ୍ତକ 10:25
ଦାନ ଗୋଷ୍ଠୀର ବିଭାଗର ଧ୍ବଜା ପରେ ଚାଳିତ ହେଲା। ସମାନେେ ପଶ୍ଚାତ୍ଭାଗର ପ୍ରହରୀ ଥିଲେ। ଆଉ ଅମ୍ମୀଶବ୍ଦଯର ପୁତ୍ର ଅହୀଯଷେ ସମାନଙ୍କେର ଅଧିନାଯକ ଥିଲେ।

ବିଚାରକର୍ତାମାନଙ୍କ ବିବରଣ 13:2
ଏହାପରେ ସରିଯନିବାସୀ ଜଣେ ଲୋକ ଯାହାର ନାମ ଥିଲା ମା ନୋହ। ତାଙ୍କର ଏକ ସ୍ତ୍ରୀ ଥିଲା କିନ୍ତୁ ସେ ଥିଲା ବାନ୍ଧ୍ଯା। କାରଣ ସେ କୌଣସି ପିଲାକକ୍ସ୍ଟ ଜନ୍ମ ଦବୋକକ୍ସ୍ଟ ଅକ୍ଷମ ଥିଲା।

ବିଚାରକର୍ତାମାନଙ୍କ ବିବରଣ 13:24
ଏହାପରେ ସହେି ସ୍ତ୍ରୀ ଜଣଙ୍କ ଏକ ପକ୍ସ୍ଟତ୍ର ସନ୍ତାନ ଜନ୍ମ ଦଲୋ। ସେ ତାଙ୍କର ନାମ ଶାମ୍ଶାେନ୍ ରଖିଲେ। ଶାମ୍ଶାେନ୍ ସଦାପ୍ରଭୁଙ୍କର ଆଶୀର୍ବାଦରକ୍ସ୍ଟ ବଢିବାକକ୍ସ୍ଟ ଲାଗିଲେ।

ବିଚାରକର୍ତାମାନଙ୍କ ବିବରଣ 15:20
ତେଣୁ ଶାମ୍ଶାେନ୍ ଇଶ୍ରାୟେଲର ଲୋକମାନଙ୍କ ଉପରେ ବିଗ୍ଭରକର୍ତ୍ତା ହାଇେ କୋଡିଏ ବର୍ଷ ପର୍ୟ୍ଯନ୍ତ ରହିଲେ। ଯାହାକି ଥିଲା ପଲେଷ୍ଟୀୟମାନଙ୍କର ସମୟ କାଳ ଥିଲା।

ବିଚାରକର୍ତାମାନଙ୍କ ବିବରଣ 18:1
ସହେି ସମୟରେ ଇଶ୍ରାୟେଲ ମଧିଅରେ ରାଜା ନ ଥିଲେ। ସହେି ସମୟରେ ଦାନ ପରିବାରବର୍ଗର ବସତି ନିମନ୍ତେ ଭୂଖଣ୍ତ ଖାଜେକ୍ସ୍ଟଥିଲେ। କାରଣ ସେ ପର୍ୟ୍ଯନ୍ତ ସମାନେେ ଇଶ୍ରାୟେଲର ପରିବାରବର୍ଗ ମଧିଅରେ ଭୂମି ପାଇଲେ ନାହିଁ।

ବିଚାରକର୍ତାମାନଙ୍କ ବିବରଣ 18:26
ଏହାପରେ ଦାନ ସନ୍ତାନଗଣ ନିଜ ପଥରେ ଅଗ୍ରସର ହେଲେ। ପକ୍ସ୍ଟଣି ମୀଖା ସମାନଙ୍କେୁ ନିଜଠାରକ୍ସ୍ଟ ଅଧିକ ବଳବାନ ଦେଖି ଫରେି ନିଜ ଗୃହକକ୍ସ୍ଟ ଫରେି ଗଲେ।