Jeremiah 25:2
ଭବିଷ୍ଯଦବକ୍ତା ଯିରିମିୟ ଯିହୁଦାର ସମସ୍ତ ଲୋକ ଓ ସମସ୍ତ ୟିରୁଶାଲମ ନିବାସୀ ନିକଟରେ ସହେି ବାକ୍ଯ ପ୍ରଚାର କରି କହିଲେ,
Jeremiah 25:2 in Other Translations
King James Version (KJV)
The which Jeremiah the prophet spake unto all the people of Judah, and to all the inhabitants of Jerusalem, saying,
American Standard Version (ASV)
which Jeremiah the prophet spake unto all the people of Judah, and to all the inhabitants of Jerusalem, saying:
Bible in Basic English (BBE)
This word Jeremiah gave out to all the people of Judah and to those living in Jerusalem, saying,
Darby English Bible (DBY)
which Jeremiah the prophet spoke unto all the people of Judah and to all the inhabitants of Jerusalem, saying:
World English Bible (WEB)
which Jeremiah the prophet spoke to all the people of Judah, and to all the inhabitants of Jerusalem, saying:
Young's Literal Translation (YLT)
Which Jeremiah the prophet hath spoken concerning all the people of Judah, even unto all the inhabitants of Jerusalem, saying:
| The which | אֲשֶׁ֨ר | ʾăšer | uh-SHER |
| Jeremiah | דִּבֶּ֜ר | dibber | dee-BER |
| the prophet | יִרְמְיָ֤הוּ | yirmĕyāhû | yeer-meh-YA-hoo |
| spake | הַנָּבִיא֙ | hannābîʾ | ha-na-VEE |
| unto | עַל | ʿal | al |
| all | כָּל | kāl | kahl |
| the people | עַ֣ם | ʿam | am |
| Judah, of | יְהוּדָ֔ה | yĕhûdâ | yeh-hoo-DA |
| and to | וְאֶ֛ל | wĕʾel | veh-EL |
| all | כָּל | kāl | kahl |
| the inhabitants | יֹשְׁבֵ֥י | yōšĕbê | yoh-sheh-VAY |
| of Jerusalem, | יְרוּשָׁלִַ֖ם | yĕrûšālaim | yeh-roo-sha-la-EEM |
| saying, | לֵאמֹֽר׃ | lēʾmōr | lay-MORE |
Cross Reference
ଯିରିମିୟ 18:11
ହେ ଯିରିମିୟ, ତୁମ୍ଭେ ଯିହୁଦା ଓ ୟିରୁଶାଲମ ନିବାସୀଙ୍କୁ କୁହ, 'ସଦାପ୍ରଭୁ ଏହି କଥା କହନ୍ତି। ଦେଖ, ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧ ରେ ସଂକଳ୍ପ କରିଅଛୁ। ଏବେ ତୁମ୍ଭମାନେେ ପ୍ରେତ୍ୟକକ ଆପଣା ଆପଣା କୁପଥରୁ ଫରେ ଓ ଆପଣା ଆପଣା ପଥ ସଂ ଶାଧେନ କରି ସୁକର୍ମ କର।'
ଗୀତସଂହିତା 49:1
ହେ ଜାତିଗଣ ସମୂହ ଶୁଣ, ହେ ପୃଥିବୀବାସୀ ଲୋକମାନେ ଶୁଣ,
ଯିରିମିୟ 19:14
ତା'ପ ରେ ଯିରିମିୟ ତୋଫତର ସହେି ସ୍ଥାନରୁ ଆସିଲେ। ଯେଉଁଠାକୁ ସଦାପ୍ରଭୁ ତାଙ୍କୁ ଭବିଷ୍ଯତ ବାଣୀ ପ୍ରଚାର କରିବା ପାଇଁ ପଠାଇଥିଲେ ଏବଂ ସଦାପ୍ରଭୁଙ୍କ ମନ୍ଦିର ଅଗଣା ରେ ଛିଡ଼ା ହାଇେଥିବା ସମସ୍ତଙ୍କୁ ଏହା କହିଥିଲେ।
ଯିରିମିୟ 26:2
ସଦାପ୍ରଭୁ କହିଲେ, ହେ ଯିରିମିୟ, ତୁମ୍ଭେ ସଦାପ୍ରଭୁଙ୍କ ମନ୍ଦିରର ପ୍ରାଙ୍ଗଣ ରେ ଠିଆ ହୁଅ। ଯିହୁଦାର ନଗର ସମୂହରୁ ଯେଉଁମାନେ ସଦାପ୍ରଭୁଙ୍କ ମନ୍ଦିରକୁ ଆସୁଛନ୍ତି, ସମାନଙ୍କେୁ ଆମ୍ଭର ଆଜ୍ଞାନୁସା ରେ ସମସ୍ତ କଥା କୁହ, ଗୋଟିଏ ହେଲେ କଥା ଆମ୍ଭର ଛାଡ଼ ନାହିଁ।
ଯିରିମିୟ 35:13
ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର କହିଲେ, ହେ ଯିରିମିୟ, ତୁମ୍ଭେ ଯିହୁଦା ଓ ୟିରୁଶାଲମର ଲୋକମାନଙ୍କୁ କୁହ, ସଦାପ୍ରଭୁ କହନ୍ତି, 'ତୁମ୍ଭମାନେେ ଆମ୍ଭର ବାକ୍ଯ ପ୍ରତି ଅବଧାନ କରି ଆମ୍ଭର ଶିକ୍ଷା ଗ୍ରହଣ କର।
ଯିରିମିୟ 38:1
ଯିରିମିୟଙ୍କ ପ୍ରଚାରିତ ବାକ୍ଯ ମତ୍ତନର ପୁତ୍ର ଶଫଟିଯ, ପଶହୂର ପୁତ୍ର ଗଦଲିଯ, ଶଲେିମିଯର ପୁତ୍ର ୟିହଖଲ ଓ ମଲିଯର ପୁତ୍ର ପଶହୂର ଏବଂ ଅନ୍ୟ ସମସ୍ତ ଲେଖକ ଶୁଣିଲେ।
ମାର୍କଲିଖିତ ସୁସମାଚାର 7:14
ଯୀଶୁ ଲୋକମାନଙ୍କୁ ପୁଣି ପାଖକୁ ଡାକିଲେ। ସେ କହିଲେ ପ୍ରେତ୍ୟକକ ଲୋକ ମାରେ କଥା ଶୁଣ ଓ ବୁଝ।