ଓଡ଼ିଆ ଓଡ଼ିଆ ବାଇବେଲ ଦାନିଏଲ ଦାନିଏଲ 7 ଦାନିଏଲ 7:4 ଦାନିଏଲ 7:4 ଚିତ୍ର English

ଦାନିଏଲ 7:4 ଚିତ୍ର

ପ୍ରଥମ ପଶୁଟି ସିଂହ ସଦୃଶ ଉତ୍କ୍ରୋଷ ପକ୍ଷୀର ଡଣୋପରି ତା'ର ଡଣୋ ଥିଲା। ମୁଁ ନିରୀକ୍ଷଣ କରି ଦେଖିଲି, ତା'ର ଡଣୋ ଉପୁଡାଗଲା। ଆଉ ସେ ପୃଥିବୀରୁ ଉଠାଗଲା। ମନୁଷ୍ଯପରି ଦୁଇ ପାଦ ରେ ତାକୁ ଠିଆ କରାଗଲା ତାକୁ ମନୁଷ୍ଯର ଅନ୍ତଃକରଣ ଦିଆଗଲା।
Click consecutive words to select a phrase. Click again to deselect.
ଦାନିଏଲ 7:4

ପ୍ରଥମ ପଶୁଟି ସିଂହ ସଦୃଶ ଓ ଉତ୍କ୍ରୋଷ ପକ୍ଷୀର ଡଣୋପରି ତା'ର ଡଣୋ ଥିଲା। ମୁଁ ନିରୀକ୍ଷଣ କରି ଦେଖିଲି, ତା'ର ଡଣୋ ଉପୁଡାଗଲା। ଆଉ ସେ ପୃଥିବୀରୁ ଉଠାଗଲା। ମନୁଷ୍ଯପରି ଦୁଇ ପାଦ ରେ ତାକୁ ଠିଆ କରାଗଲା ଓ ତାକୁ ମନୁଷ୍ଯର ଅନ୍ତଃକରଣ ଦିଆଗଲା।

ଦାନିଏଲ 7:4 Picture in Oriya