ଓଡ଼ିଆ ଓଡ଼ିଆ ବାଇବେଲ ଉପଦେଶକ ଉପଦେଶକ 11 ଉପଦେଶକ 11:9 ଉପଦେଶକ 11:9 ଚିତ୍ର English

ଉପଦେଶକ 11:9 ଚିତ୍ର

ହେ ୟୁବକ, ତୁମ୍ଭେ ଆପଣା ୟୌବନାବସ୍ଥା ରେ ଆନନ୍ଦ କର ୟୌବନ କାଳ ରେ ତୁମ୍ଭର ଚିତ୍ତ ତୁମ୍ଭକୁ ହୃଷ୍ଟ କରୁ। ତୁମ୍ଭର ହୃଦଯ ଯାହା କରିବା ପାଇଁ ତୁମ୍ଭକୁ ଆଗଇେ ନେଉଛି, ତାହା କର। ଯାହା ଚାହୁଁଛ ତାହା କର। କିନ୍ତୁ ମନରେଖ ଯେ, ତୁମ୍ଭମାନେେ ଯାହାସବୁ କରୁଛ, ପରମେଶ୍ବର ତା'ର ବିଚାର କରିବେ।
Click consecutive words to select a phrase. Click again to deselect.
ଉପଦେଶକ 11:9

ହେ ୟୁବକ, ତୁମ୍ଭେ ଆପଣା ୟୌବନାବସ୍ଥା ରେ ଆନନ୍ଦ କର ଓ ୟୌବନ କାଳ ରେ ତୁମ୍ଭର ଚିତ୍ତ ତୁମ୍ଭକୁ ହୃଷ୍ଟ କରୁ। ତୁମ୍ଭର ହୃଦଯ ଯାହା କରିବା ପାଇଁ ତୁମ୍ଭକୁ ଆଗଇେ ନେଉଛି, ତାହା କର। ଯାହା ଚାହୁଁଛ ତାହା କର। କିନ୍ତୁ ମନରେଖ ଯେ, ତୁମ୍ଭମାନେେ ଯାହାସବୁ କରୁଛ, ପରମେଶ୍ବର ତା'ର ବିଚାର କରିବେ।

ଉପଦେଶକ 11:9 Picture in Oriya