ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 6:2 in Oriya

ଓଡିଆ ଓଡିଆ ବାଇବେଲ ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 6 ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 6:2

Ephesians 6:2
କାରଣ ଦଶ ଆଜ୍ଞା ମଧ୍ଯରୁ ଗୋଟିଏ ଆଜ୍ଞା ହେଉଛି, ତୁମ୍ଭେ ଆପଣା ପିତାମାତାଙ୍କୁ ସମ୍ମାନ କର।'284 ଏହି ଆଜ୍ଞାଟି ସହିତ ଏକ ପ୍ରତିଜ୍ଞା ମଧ୍ଯ ସଂୟୁକ୍ତ।

Ephesians 6:1Ephesians 6Ephesians 6:3

Ephesians 6:2 in Other Translations

King James Version (KJV)
Honour thy father and mother; which is the first commandment with promise;

American Standard Version (ASV)
Honor thy father and mother (which is the first commandment with promise),

Bible in Basic English (BBE)
Give honour to your father and mother (which is the first rule having a reward),

Darby English Bible (DBY)
Honour thy father and thy mother, which is the first commandment with a promise,

World English Bible (WEB)
"Honor your father and mother," which is the first commandment with a promise:

Young's Literal Translation (YLT)
honour thy father and mother,

Honour
τίμαtimaTEE-ma
thy
τὸνtontone

πατέραpaterapa-TAY-ra
father
σουsousoo
and
καὶkaikay

τὴνtēntane
mother;
μητέραmēteramay-TAY-ra
(which
ἥτιςhētisAY-tees
is
ἐστὶνestinay-STEEN
the
first
ἐντολὴentolēane-toh-LAY
commandment
πρώτηprōtēPROH-tay
with
ἐνenane
promise;)
ἐπαγγελίᾳepangeliaape-ang-gay-LEE-ah

Cross Reference

ଯାତ୍ରା ପୁସ୍ତକ 20:12
ତୁମ୍ଭେ ଆପଣା ପିତା ଓ ମାତାଙ୍କୁ ସମ୍ମାନ କର। ଏହିପରି କର ୟଦ୍ବାରା ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭକୁ ଯେଉଁ ଦେଶ ଦବେେ ସହେି ଦେଶ ରେ ତୁମ୍ଭର ଦୀର୍ଘ ପରମାଯୁ ହବେ।

ଦିତୀୟ ବିବରଣ 27:16
ଲବେୀୟମାନେ କହିବେ, 'ଆପଣା ପିତା ମାତାଙ୍କୁ ୟିଏ ଅବଜ୍ଞା କରେ ଓ ଅସମ୍ମାନ କରେ ସେ ଅଭିଶଲ୍ଗ ହେଉ।'

ହିତୋପଦେଶ 20:20
ଯେ ଆପଣା ପିତା କି ଆପଣା ମାତାଙ୍କୁ ଅଭିଶାପ ଦିଏ, ଘାରେ ଅନ୍ଧକାର ରେ ତା'ର ପ୍ରଦୀପ ଲିଭିୟିବ।

ଯିରିମିୟ 35:18
ତେଣୁ ଯିରିମିୟ ରେଖବୀଯ ବଂଶକୁ କହିଲେ, ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, 'ତୁମ୍ଭମାନେେ ନିଜ ପୂର୍ବପୁରୁଷ ୟିହୋନାଦବର ଆଜ୍ଞା ମାନିଅଛ, ତାହାର ବିଧାନସବୁ ପାଳନ କରିଅଛ ଓ ତୁମ୍ଭମାନଙ୍କ ପ୍ରତି ତାହାର ସମସ୍ତ ଆଜ୍ଞା ପ୍ରମାଣେ କାର୍ୟ୍ଯ କରିଅଛ।

ଯିହିଜିକଲ 22:7
ତୁମ୍ଭ ମଧିଅରେ ଲୋକମାନେ ପିତାମାତାଙ୍କୁ ଅବଜ୍ଞା କରିଅଛନ୍ତି। ସମାନେେ, ତୁମ୍ଭମାନଙ୍କ ମଧିଅରେ ବାସ କରୁଥିବାରୁ ବିଦେଶୀମାନଙ୍କୁ ଅତ୍ଯାଚାର କଲେ, ଅନାଥ ଓ ବିଧବା ପ୍ରତି ଅନ୍ଯାଯ କରିଅଛନ୍ତି।

ମଲାଖୀ 1:6
ସର୍ବଶକ୍ତିମାନ୍ ସଦାପ୍ରଭୁ କହିଲେ, ପିଲାମାନେ ସମାନଙ୍କେର ପିତାଙ୍କୁ ସମ୍ମାନ କରନ୍ତି, ଗ୍ଭକରମାନେ ସମାନଙ୍କେର ମୁନିବଙ୍କୁ ସମ୍ମାନ କରନ୍ତି, ତେଣୁ ଆମ୍ଭେ ତୁମ୍ଭମାନଙ୍କର ପିତା, ତୁମ୍ଭମାନେେ ଆମ୍ଭକୁ କାହିଁକି ଭୟ ଓ ସମ୍ମାନ କରୁ ନାହିଁ? ଆମ୍ଭେ ତୁମ୍ଭମାନଙ୍କର ମୁନିବ, ତୁମ୍ଭମାନେେ ଆମ୍ଭକୁ କାହିଁକି ଭୟ ଏବଂ ସମ୍ମାନ କରୁନାହିଁ? ତୁମ୍ଭେ ଯାଜକଗଣ ଆମ୍ଭର ନାମ ପ୍ରତି ତାଚ୍ଛଲ୍ଯ ମନୋଭାବ ଦଖାେଉଛ।

ମାଥିଉଲିଖିତ ସୁସମାଚାର 15:4
ପରମେଶ୍ବର କହିଛନ୍ତି: 'ତୁମ୍ଭେ ପିତାମାତାଙ୍କୁ ସମ୍ମାନ ଦିଅ, କିନ୍ତୁ ଯେଉଁଲୋକ ପିତାମାତାଙ୍କୁ ଅପମାନିତ କରେ, ତାକୁ ବଧ କରାୟିବା ଉଚିତ।'

ମାର୍କଲିଖିତ ସୁସମାଚାର 7:9
ଯୀଶୁ ପୁଣି ସମାନଙ୍କେୁ କହିଲେ, ନିଜ ପରମ୍ପରା ପାଳନ କରିବା ପାଇଁ ତୁମ୍ଭମାନେେ ପରମେଶ୍ବରଙ୍କ ଆଦେଶ ତ୍ଯାଗ କରି ଦଇେ ନିଜକୁ ଚତୁର ବୋଲି ଭାବୁଛ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 13:7
ସମାଜ ରେ ଯାହାଙ୍କର ଯାହା ପ୍ରାପ୍ଯ ତାହାଙ୍କୁ ତାହା ଦିଅ। ଯାହାଙ୍କୁ ଶୁଳ୍କ ଦବୋ କଥା ତାହାଙ୍କୁ ସମସ୍ତ ପ୍ରକାରର ଶୁଳ୍କ ଦଇେ ଦିଅ। ଯାହାଙ୍କୁ ଭୟ ସହିତ ଆଦର କରିବା କଥା ସମାନଙ୍କେୁ ଭୟ ଓ ଆଦର କର। ଯାହାଙ୍କୁ ସମ୍ମାନ ଦବୋ କଥା ସମାନଙ୍କେୁ ସମ୍ମାନ ଦିଅ।