Index
Full Screen ?
 

ଯାତ୍ରା ପୁସ୍ତକ 18:27

Exodus 18:27 ଓଡିଆ ବାଇବେଲ ଯାତ୍ରା ପୁସ୍ତକ ଯାତ୍ରା ପୁସ୍ତକ 18

ଯାତ୍ରା ପୁସ୍ତକ 18:27
ଏହାପରେ ମାଶାେ ତାଙ୍କ ଶ୍ବଶୁରଙ୍କୁ ବିଦାଯ ଦେଲେ ଏବଂ ଯିଥ୍ରୋସ୍ବଦେଶକୁ ଗଲେ।

And
Moses
וַיְשַׁלַּ֥חwayšallaḥvai-sha-LAHK
let

מֹשֶׁ֖הmōšemoh-SHEH
law
in
father
his
אֶתʾetet
depart;
חֹֽתְנ֑וֹḥōtĕnôhoh-teh-NOH
went
he
and
וַיֵּ֥לֶךְwayyēlekva-YAY-lek
his
way
ל֖וֹloh
into
אֶלʾelel
his
own
land.
אַרְצֽוֹ׃ʾarṣôar-TSOH

Cross Reference

ଗଣନା ପୁସ୍ତକ 10:29
ତା'ପରେ ମାଶାେ ଆପଣା ଶ୍ବଶୁର ମିଦିଯନୀଯ ରୁଯଲରେ ପୁତ୍ର ହୋବବକୁ କହିଲେ, ଆମ୍ଭମାନେେ ସହେି ସ୍ଥାନକୁ ୟାଯଅଛୁ, ଯାହା ସଦାପ୍ରଭୁ କହିଥିଲେ, ସେ ଆମ୍ଭମାନଙ୍କୁ ଦବେେ, ଆମ୍ଭମାନଙ୍କ ସାଙ୍ଗ ରେ ଆସ। ଆମ୍ଭମାନେେ ତୁମ୍ଭର ମଗଂଳ କରିବା। କାରଣ ସଦାପ୍ରଭୁ ଇଶ୍ରାୟେଲ ବିଷଯ ରେ ମଙ୍ଗଳ ପ୍ରତିଜ୍ଞା କରିଛନ୍ତି।

ଆଦି ପୁସ୍ତକ 24:59
ତେଣୁ ସମାନେେ ଅବ୍ରହାମଙ୍କର ଭୃତ୍ଯ ଏବଂ ତାଙ୍କ ସହିତ ଥିବା ଅନ୍ୟ ଲୋକମାନଙ୍କ ସହିତ ରିବିକାକୁ ପଠାଇ ଦେଲେ। ରିବିକାର ସବେୀକା ମଧ୍ଯ ତାଙ୍କ ସହିତ ଗଲା।

ଆଦି ପୁସ୍ତକ 31:55
ଏହାପରେ ଲାବନ ପ୍ରଭାତ ରେ ଉଠି ଆପଣା କନ୍ଯାଙ୍କୁ ଓ ବାଳକମାନଙ୍କୁ ଚୁମ୍ବନ କରି ଆଶୀର୍ବାଦ କଲା। ଏହିରୂପେ ଲାବନ ସ୍ବସ୍ଥାନକୁ ଫରେିଗଲା।

ବିଚାରକର୍ତାମାନଙ୍କ ବିବରଣ 19:9
ଏହାପରେ ସହେି ଲବେୀୟ ଲୋକ ଜଣଙ୍କ ତାଙ୍କର ଉପପତ୍ନୀ ଏବଂ ତାଙ୍କର ସବେକମାନେ ୟିବାପାଇଁ ଉଠିଲେ। କିନ୍ତୁ ସହେି ସମୟରେ ସହେି ୟକ୍ସ୍ଟବତୀର ପିତା କହିଲେ, ଏହା ବର୍ତ୍ତମାନ ଅନ୍ଧାର ଅଛି। ଦିନସରି ଗଲାଣି, ତେଣୁ ଆଜି ରାତ୍ରୀକ ଏହିଠା ରେ ରହିୟାଅ, ଏବଂ ତୁମ୍ଭେ ନିଜକକ୍ସ୍ଟ ଉପଭୋଗ କର। ଆସନ୍ତା କାଲି ପର୍ୟ୍ଯନ୍ତ ଏଠା ରେ ରହିୟାଅ। ଆସନ୍ତାକାଲି ପ୍ରଭାତରକ୍ସ୍ଟ ତୁମ୍ଭେ ଉଠି ତକ୍ସ୍ଟମ୍ଭ ବାଟରେ ତୁମ୍ଭେ ଗ୍ଭଲିୟିବ।

Chords Index for Keyboard Guitar