ଯାତ୍ରା ପୁସ୍ତକ 5:12 in Oriya

ଓଡିଆ ଓଡିଆ ବାଇବେଲ ଯାତ୍ରା ପୁସ୍ତକ ଯାତ୍ରା ପୁସ୍ତକ 5 ଯାତ୍ରା ପୁସ୍ତକ 5:12

Exodus 5:12
ତେଣୁ ଲୋକମାନେ ମିଶରର ଚାରିଆଡେ ବୁଲି ପାଳ ସଂଗ୍ରହ କଲେ।

Exodus 5:11Exodus 5Exodus 5:13

Exodus 5:12 in Other Translations

King James Version (KJV)
So the people were scattered abroad throughout all the land of Egypt to gather stubble instead of straw.

American Standard Version (ASV)
So the people were scattered abroad throughout all the land of Egypt to gather stubble for straw.

Bible in Basic English (BBE)
So the people were sent in all directions through the land of Egypt to get dry grass for stems.

Darby English Bible (DBY)
And the people were scattered abroad throughout the land of Egypt to gather stubble for straw.

Webster's Bible (WBT)
So the people were scattered abroad throughout all the land of Egypt, to gather stubble instead of straw.

World English Bible (WEB)
So the people were scattered abroad throughout all the land of Egypt to gather stubble for straw.

Young's Literal Translation (YLT)
And the people is scattered over all the land of Egypt, to gather stubble for straw,

So
the
people
וַיָּ֥פֶץwayyāpeṣva-YA-fets
were
scattered
abroad
הָעָ֖םhāʿāmha-AM
throughout
all
בְּכָלbĕkālbeh-HAHL
land
the
אֶ֣רֶץʾereṣEH-rets
of
Egypt
מִצְרָ֑יִםmiṣrāyimmeets-RA-yeem
to
gather
לְקֹשֵׁ֥שׁlĕqōšēšleh-koh-SHAYSH
stubble
קַ֖שׁqaškahsh
instead
of
straw.
לַתֶּֽבֶן׃lattebenla-TEH-ven

Cross Reference

ଯାତ୍ରା ପୁସ୍ତକ 15:7
ତୁମ୍ଭେ ନିଜର ଉତ୍କୃଷ୍ଟ ମହିମା ରେ, ନିଜର ପ୍ରତିକୂଳାଚାରୀମାନଙ୍କୁ ଧ୍ବଂସ କରିଛ। ତୁମ୍ଭେ ତୁମ୍ଭର କୋର୍ଧାଗ୍ନି ପଠାଅ। ତାହା ସମାନଙ୍କେୁ ନଡାପରି ଗ୍ରାସ କରେ।

ଯିଶାଇୟ 5:24
ସସହିସଲାକମାନଙ୍କ ପାଇଁ ମନ୍ଦଫଳ ଗଚ୍ଛିତ ରହିବ।ସସମାନଙ୍କର ପରବର୍ତ୍ତୀ ବଂଶଧର ସମ୍ପୂର୍ଣ୍ଣ ଭାବଲରସପାଛିସହାଇଯିଲବ,ସଯପରି ନଡ଼ା ଓ ଶୁଷ୍କପତ୍ର ଅଗ୍ନିସରସପାଡ଼ି ଭସ୍ମସହାଇୟାଏ।ସଯପରି ବୃକ୍ଷର ମୂଳ ସଢିୟାଇ ଧୂଳିସହାଇୟାଏଓ ପୁଷ୍ପ ଅଗ୍ନିସର ଭସ୍ମୀଭୂତସହାଇ ତା'ର ପାଉଁଶ ପବନସର ଉଡ଼ିୟାଏସସହିପରିସସମାନଙ୍କର ବଂଶଧର ଧ୍ବଂସ ପାଇଯିଲବ।

ଯିଶାଇୟ 47:14
ସମାନେେ ତ ନିଜକୁ ରକ୍ଷା କରିପାରିବେ ନାହିଁ, ସମାନେେ କୁଟାପରି ଅଗ୍ନି ରେ ଦଗ୍ଧିଭୂତ ହବେେ। ସମାନେେ ଅଗ୍ନିଶିଖାର ବଳରୁ ନିଜକୁ ଉଦ୍ଧାର କରିପାରିବେ ନାହିଁ। ତାହା ଏପରି ଦଗ୍ଧିଭୂତ ହବେ ଯେ କୌଣସି ଅଙ୍ଗାର ରହିବ ନାହିଁ, ଫଳ ରେ ଉଷ୍ଣ ହବୋକୁ ତାହା ରହିବ ନାହିଁ।

ଯୋୟେଲ 2:5
ସମାନଙ୍କେ ଶଦ୍ଦ ପର୍ବତ ଉପ ରେ ନାଚୁଥିବା ରଥ ପରି, ନଡାକୁ ଅଗ୍ନି ଜାଳିଲା ପରି, ୟୁଦ୍ଧ ପାଇଁ ପ୍ରସ୍ତୁତ ବଳବାନ୍ ଲୋକ ପରି ହବେ।

ଓବଦିୟ 1:18
ଯାକୁବଙ୍କ ପରିବାର ଅଗ୍ନି ସଦୃଶ ହବେ ଓ ଯୋଷଫଙ୍କେ ରାଜ୍ଯ ଅଗ୍ନି ଶିଖା ସଦୃଶ ହବେ। କିନ୍ତୁ ଏଷୌଙ୍କ ରାଜ୍ଯ ପାଉଁଶ ହାଇଯେିବ, ଯିହୁଦାର ଲୋକେ ଇଦୋମଙ୍କୁ ଜାଳି ଦବେେ। ଯିହୁଦା ଲୋକେ ଇଦୋମଙ୍କୁ ଧ୍ବଂସ କରି ଦବେେ। ତା'ପ ରେ ଏଷୌ ରାଜ୍ଯ ରେ କହେି ତିଷ୍ଠି ରହିବେ ନାହିଁ। କାହିଁକି ରହିବେ ନାହିଁ? କାରଣ ସଦାପ୍ରଭୁ ପରମେଶ୍ବର ଏହା କହିଛନ୍ତି।

ନାହୂମ 1:10
ତୁମ୍ଭମାନେେ ସମ୍ପୂର୍ଣ୍ଣ ଭାବରେ ଧ୍ବଂସ ହାଇଯେିବ, ଏକ ଛନ୍ଦାଛନ୍ଦି ହାଇେଥିବା କଣ୍ଟାବୁଦା ପରି ଯାହା ଶୀଘ୍ର ପୋଡି଼ୟାଏ। ତୁମ୍ଭମାନେେ ମଦ୍ଯପମାନଙ୍କ ପରି ହବେ। ତୁମ୍ଭମାନେେ ଶୁଖିଲା କଟା ଘାସର ଖୁଣ୍ଟା ତୁଲ୍ଯ ଗ୍ରାସିତ ହବେ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 3:12
ଏହି ମୂଳଦୁଆ ସ୍ବଯଂ ଯୀଶୁ ଖ୍ରୀଷ୍ଟ ଅଟନ୍ତି। ଜଣେଲୋକ ସହେି ମୂଳଦୁଆ ଉପରେ ସୁନା, ରୂପା, ବହୁମୂଲ୍ଯ ପଥର, କାଠ, ଘାସ ବା ନଡ଼ା, ଯାହା କିଛି ବ୍ଯବହାର କରି ନିର୍ମାଣ କରି ପାରିବ।