ଓଡ଼ିଆ ଓଡ଼ିଆ ବାଇବେଲ ଯିହିଜିକଲ ଯିହିଜିକଲ 31 ଯିହିଜିକଲ 31:15 ଯିହିଜିକଲ 31:15 ଚିତ୍ର English

ଯିହିଜିକଲ 31:15 ଚିତ୍ର

ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହିଛନ୍ତି, ସେ ମୃତ୍ଯୁସ୍ଥାନକୁ ଗଲେ, ମୁଁ ସହେିଦିନ ଶାେକ କଲି। ମୁଁ ତାହାକୁ ଅଗାଧ ଜଳଧି ରେ ଆଚ୍ଛାଦନ କଲି ତହିଁର ସୋର୍ତସମୂହକୁ ନିବୃତ୍ତ କଲି। ତହିଁରେ ମହାଜଳରାଶି ରୁଦ୍ଧ ହେଲା। ପୁଣି ମୁଁ ତାହା ପାଇଁ ଲିବା ନୋନକୁ ଶାେକାକୁଳ କଲି। ଆଉ କ୍ଷେତ୍ରସ୍ଥ ବୃକ୍ଷମାନେ ଦୁଃଖ ରେ ମ୍ଲାନ ହେଲେ।
Click consecutive words to select a phrase. Click again to deselect.
ଯିହିଜିକଲ 31:15

ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହିଛନ୍ତି, ସେ ମୃତ୍ଯୁସ୍ଥାନକୁ ଗଲେ, ମୁଁ ସହେିଦିନ ଶାେକ କଲି। ମୁଁ ତାହାକୁ ଅଗାଧ ଜଳଧି ରେ ଆଚ୍ଛାଦନ କଲି ଓ ତହିଁର ସୋର୍ତସମୂହକୁ ନିବୃତ୍ତ କଲି। ତହିଁରେ ମହାଜଳରାଶି ରୁଦ୍ଧ ହେଲା। ପୁଣି ମୁଁ ତାହା ପାଇଁ ଲିବା ନୋନକୁ ଶାେକାକୁଳ କଲି। ଆଉ କ୍ଷେତ୍ରସ୍ଥ ବୃକ୍ଷମାନେ ଦୁଃଖ ରେ ମ୍ଲାନ ହେଲେ।

ଯିହିଜିକଲ 31:15 Picture in Oriya