English
ଯିରିମିୟ 44:11 ଚିତ୍ର
ଏଣୁ ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, ଦେଖ, ଆମ୍ଭେ ତୁମ୍ଭମାନଙ୍କ ବିପକ୍ଷ ରେ ଓ ସମଗ୍ର ଯିହୁଦା ବିପକ୍ଷ ରେ ଅମଙ୍ଗଳ ଓ ଧ୍ବଂସ ଘଟାଇବା ପାଇଁ ମନସ୍ଥ କରିଅଛୁ।