ଓଡ଼ିଆ ଓଡ଼ିଆ ବାଇବେଲ ଯିରିମିୟ ଯିରିମିୟ 51 ଯିରିମିୟ 51:46 ଯିରିମିୟ 51:46 ଚିତ୍ର English

ଯିରିମିୟ 51:46 ଚିତ୍ର

ତୁମ୍ଭମାନେେ ନିଜ ନିଜ ହୃଦଯକୁ ଦୁର୍ବଳ କର ନାହିଁ। କି ଦେଶ ମଧିଅରେ ହେଉଥିବା ଜନରବକୁ ଶୁଣି ଭୀତ ହୁଅ ନାହିଁ। କାରଣ ବର୍ଷ ଏକ ଜନରବ ଉଠିବ ଅନ୍ୟ ବର୍ଷ ଅନ୍ୟ ଜନରବ ହବେ। ପୁଣି ସେ ଜନରବ ଭୟଙ୍କର ୟୁଦ୍ଧ ବିଷଯ ରେ ହବେ ଜଣେ ଶାସକ ଅନ୍ୟ ଏକ ଶାସକର ବିପକ୍ଷ ହବେ।
Click consecutive words to select a phrase. Click again to deselect.
ଯିରିମିୟ 51:46

ତୁମ୍ଭମାନେେ ନିଜ ନିଜ ହୃଦଯକୁ ଦୁର୍ବଳ କର ନାହିଁ। କି ଦେଶ ମଧିଅରେ ହେଉଥିବା ଜନରବକୁ ଶୁଣି ଭୀତ ହୁଅ ନାହିଁ। କାରଣ ଏ ବର୍ଷ ଏକ ଜନରବ ଉଠିବ ଓ ଅନ୍ୟ ବର୍ଷ ଅନ୍ୟ ଜନରବ ହବେ। ପୁଣି ସେ ଜନରବ ଭୟଙ୍କର ୟୁଦ୍ଧ ବିଷଯ ରେ ହବେ ଓ ଜଣେ ଶାସକ ଅନ୍ୟ ଏକ ଶାସକର ବିପକ୍ଷ ହବେ।

ଯିରିମିୟ 51:46 Picture in Oriya