English
ଯିରିମିୟ 52:22 ଚିତ୍ର
ଆଉ ତାହାର ଅଗ୍ରଭାଗ ରେ ପିତ୍ତଳର ମୁଣ୍ଡାଳି ଥିଲା। ସହେି ମୁଣ୍ଡାଳିର ଉଚ୍ଚତା ପାଞ୍ଚହାତ ଓ ମୁଣ୍ଡାଳିର ଉପ ରେ ଚତୁର୍ଦ୍ଦିଗ ରେ ଜାଲିକର୍ମ ଓ ଡ଼ାଳିମ୍ବାକୃତି ଥିଲା। ଆଉ ସେ ସବୁ ପିତ୍ତଳମଯ ଥିଲା। ଦ୍ବିତୀୟ ସ୍ତମ୍ଭ ପ୍ରଥମ ସ୍ତମ୍ଭର ଆକାର ସଦୃଶ ଥିଲା ଓ ସେଥି ରେ ମଧ୍ଯ ଡାଳିମ୍ବ ଥିଲା।