Index
Full Screen ?
 

ଆୟୁବ ପୁସ୍ତକ 1:2

Job 1:2 ଓଡିଆ ବାଇବେଲ ଆୟୁବ ପୁସ୍ତକ ଆୟୁବ ପୁସ୍ତକ 1

ଆୟୁବ ପୁସ୍ତକ 1:2
ଆୟୁବର ସାତାଟେି ପୁତ୍ର ଓ ତିନୋଟି ଝିଅ ଥିଲେ।

And
there
were
born
וַיִּוָּ֥לְדוּwayyiwwālĕdûva-yee-WA-leh-doo
seven
him
unto
ל֛וֹloh
sons
שִׁבְעָ֥הšibʿâsheev-AH
and
three
בָנִ֖יםbānîmva-NEEM
daughters.
וְשָׁל֥וֹשׁwĕšālôšveh-sha-LOHSH
בָּנֽוֹת׃bānôtba-NOTE

Cross Reference

ଆୟୁବ ପୁସ୍ତକ 42:13
ଆୟୁବ ସାତଟି ପୁତ୍ର ଓ ତିନିଟି ଝିଅ ଲାଭ କଲା।

ଗୀତସଂହିତା 127:3
ଦେଖ, ସନ୍ତାନଗଣ ସଦାପ୍ରଭୁଙ୍କର ଉପହାର। ଗର୍ଭାଶଯରୁ ଶିଶୁମାନେ ସଦାପ୍ରଭୁଙ୍କର ପୁରସ୍କାର ଅଟନ୍ତି।

ଏଷ୍ଟର ବିବରଣ 5:11
ଆଉ ହାମନ୍ ଆପଣା ଧନ ଓ ଐଶ୍ବର୍ୟ୍ଯର କଥା ଓ ବହୁ ସନ୍ତାନମାନଙ୍କ କଥା ଓ ରାଜା କିରୂପେ ତାହାର ପଦ ବୃଦ୍ଧି କରିଛନ୍ତି, ତାଙ୍କୁ ଆପଣା ଅଧିପତିମାନଙ୍କ ଓ ଦାସମାନଙ୍କ ଉପରେ ଆସନ ଦଇେଛନ୍ତି। ଏହିସବୁ ବିଷଯ ସମାନଙ୍କେୁ ଶୁଣାଇଲା।

ଆୟୁବ ପୁସ୍ତକ 13:13
ତୁମ୍ଭେ ଚୁପ ରୁହ ଏବଂ ମାେତେ କହିବାକୁ ଦିଅ। ଯାହା ମାେ ପ୍ରତି ଘଟିବ ତାକୁ ମୁଁ ସମସ୍ତ ଗ୍ରହଣ କରିବି।

ଗୀତସଂହିତା 107:38
ପରମେଶ୍ବର ସମାନଙ୍କେୁ ଆଶୀର୍ବାଦ କରନ୍ତି। ତହିଁରେ ସମାନେେ ଅତିଶଯ ବୃଦ୍ଧି ପାନ୍ତି। ଏବଂ ସମାନଙ୍କେର ବହୁତ ପଶୁପଲ ଊଣା ହୁଅନ୍ତି ନାହିଁ।

ଗୀତସଂହିତା 128:3
ତୁମ୍ଭର ସ୍ତ୍ରୀ ତୁମ୍ଭ ଗୃହର ଅନ୍ତପୁରରେ ଫଳବତୀ ଦ୍ରାକ୍ଷାଲତା ତୁଲ୍ଯ ହବେ। ତୁମ୍ଭର ସନ୍ତାନମାନେ ତୁମ୍ଭ ମଜେର ଚାରିଆଡ଼େ ଜିତବୃକ୍ଷର ଚାରାପରି ହବେେ।

Chords Index for Keyboard Guitar