Cross Reference
ଆୟୁବ ପୁସ୍ତକ 34:3
କାରଣ କର୍ଣ୍ଣ ଯାହା ଶୁଣେ ତାହା ପରୀକ୍ଷା କରେ, ଠିକ୍ ଜିହ୍ବା ଖାଦ୍ୟର ସ୍ବାଦ ବାରିବା ପରି।
ଆୟୁବ ପୁସ୍ତକ 6:30
ମୁଁ ମିଛ କହୁନାହିଁ ।ଏବଂ ମୁଁ ଜାଣେ କେଉଁଟି ଭଲ ଓ ମନ୍ଦ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10:15
ତୁମ୍ଭମାନେେ ବୁଦ୍ଧିମାନ, ତେଣୁ ମୁଁ ଏହ କହୁଛି। ମୁଁ ଯାହା କହୁଛି, ତୁମ୍ଭମାନେେ ନିଜେ ପରୀକ୍ଷା କରି ଦେଖ।
ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 1:10
ଯେପରି ତୁମ୍ଭେ ଭଲ ଓ ମନ୍ଦର ପାର୍ଥକ୍ଯ ଦେଖିପାରିବ ଓ ଉତ୍ତମ ବିଷୟ ବାଛି ପାରିବ। ତହିଁରେ ଖ୍ରୀଷ୍ଟ ଯେଉଁଦିନ ଆସିବେ, ତୁମ୍ଭେ ଶୁଦ୍ଧ ଓ ଦୋଷଶୂନ୍ଯ ହବେ ;
ଏବ୍ରୀମାନଙ୍କ ନିକଟକୁ ପତ୍ର 5:14
କିନ୍ତୁ କଠିନ ଖାଦ୍ୟ ସହେିମାନଙ୍କ ପାଇଁ ଯେଉଁମାନେ ଶିଶୁପରି ବ୍ଯବହାର ବନ୍ଦ କରି ଦଇେଛନ୍ତି। ଏହା ସହେିମାନଙ୍କ ପାଇଁ ଯେଉଁମାନେ ଆତ୍ମା ରେ ବୃଦ୍ଧି ପାଇଛନ୍ତି।
ପିତରଙ୍କ ପ୍ରଥମ ପତ୍ 2:3
ପ୍ରଭୁଙ୍କର ଉତ୍ତମତାର ସ୍ବାଦ ତୁମ୍ଭେ ଚାଖି ସାରିଛ।