Index
Full Screen ?
 

ଆୟୁବ ପୁସ୍ତକ 34:3

Job 34:3 ଓଡିଆ ବାଇବେଲ ଆୟୁବ ପୁସ୍ତକ ଆୟୁବ ପୁସ୍ତକ 34

ଆୟୁବ ପୁସ୍ତକ 34:3
କାରଣ କର୍ଣ୍ଣ ଯାହା ଶୁଣେ ତାହା ପରୀକ୍ଷା କରେ, ଠିକ୍ ଜିହ୍ବା ଖାଦ୍ୟର ସ୍ବାଦ ବାରିବା ପରି।

For
כִּיkee
the
ear
אֹ֭זֶןʾōzenOH-zen
trieth
מִלִּ֣יןmillînmee-LEEN
words,
תִּבְחָ֑ןtibḥānteev-HAHN
mouth
the
as
וְ֝חֵ֗ךְwĕḥēkVEH-HAKE
tasteth
יִטְעַ֥םyiṭʿamyeet-AM
meat.
לֶאֱכֹֽל׃leʾĕkōlleh-ay-HOLE

Cross Reference

ଆୟୁବ ପୁସ୍ତକ 12:11
କିନ୍ତୁ ଜିହ୍ବା ଯେପରି ଖାଦ୍ୟର ସ୍ବାଦ ବାରିପା ରେ। କାନ ସପରେି ଶୁଣୁଥିବା ଶବ୍ଦକୁ ବାରିପା ରେ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 2:15
କିନ୍ତୁ ଜଣେ ଆଧ୍ଯାତ୍ମିକ ଲୋକ ପ୍ରେତ୍ୟକକ ବିଷୟର ଉଚିତ୍ ମୂଲ୍ଯାୟନ କରି ପାରିବ। ମାତ୍ର ସେ ନିଜେ କାହାରି ଦ୍ବାରା ବିଚାରିତ ହାଇେ ପାରିବ ନାହିଁ। ଶାସ୍ତ୍ର କୁ ହେ :

ଆୟୁବ ପୁସ୍ତକ 6:30
ମୁଁ ମିଛ କହୁନାହିଁ ।ଏବଂ ମୁଁ ଜାଣେ କେଉଁଟି ଭଲ ଓ ମନ୍ଦ।

ଆୟୁବ ପୁସ୍ତକ 31:30
ମାରେ ଶତ୍ରୁମାନଙ୍କୁ ଅଭିଶାପ ଦଇେ ଓ ସମାନଙ୍କେ ମୃତ୍ଯୁ କାମନା ରେ ମାରେ ମୁଖକୁ ପାପୟୁକ୍ତ ହବୋକୁ ଦଇେ ନାହିଁ।

ଆୟୁବ ପୁସ୍ତକ 33:2
ମୁଁ କହିବା ପାଇଁ ପ୍ରସ୍ତୁତ।

ଏବ୍ରୀମାନଙ୍କ ନିକଟକୁ ପତ୍ର 5:14
କିନ୍ତୁ କଠିନ ଖାଦ୍ୟ ସହେିମାନଙ୍କ ପାଇଁ ଯେଉଁମାନେ ଶିଶୁପରି ବ୍ଯବହାର ବନ୍ଦ କରି ଦଇେଛନ୍ତି। ଏହା ସହେିମାନଙ୍କ ପାଇଁ ଯେଉଁମାନେ ଆତ୍ମା ରେ ବୃଦ୍ଧି ପାଇଛନ୍ତି।

Chords Index for Keyboard Guitar