English
ମାର୍କଲିଖିତ ସୁସମାଚାର 14:43 ଚିତ୍ର
ଯୀଶୁ ଏହି କଥା କହୁଥିବା ସମୟରେ ଯିହୁଦା ଆସି ସଠାେରେ ପହଞ୍ଚିଲା। ସେ ବାରଜଣ ପ୍ ରରେିତଙ୍କ ମଧିଅରେ ଜଣେ ଥିଲା। ତା ସାଙ୍ଗ ରେ ଆନକେ ଲୋକ ଥିଲେ। ସହେି ଲୋକମାନଙ୍କୁ ପ୍ରଧାନ ଯାଜକ, ଧର୍ମଶାସ୍ତ୍ରୀ ଓ ପ୍ରାଚୀନ ୟିହୁଦୀ ନେତାମାନେ ପଠାଇଥିଲେ। ୟିହୂଦା ଓ ସହେି ଲୋକମାନେ ହାତ ରେ ଖଣ୍ଡା ଓ ଠେଙ୍ଗା ଧରିଥିଲେ।