Index
Full Screen ?
 

ଗଣନା ପୁସ୍ତକ 14:23

Numbers 14:23 ଓଡିଆ ବାଇବେଲ ଗଣନା ପୁସ୍ତକ ଗଣନା ପୁସ୍ତକ 14

ଗଣନା ପୁସ୍ତକ 14:23
ସମାନଙ୍କେ ପୂର୍ବପୁରୁଷମାନଙ୍କ ପ୍ରତି ଆମ୍ଭେ ଯେଉଁ ଦେଶ ବିଷଯ ରେ ଶପଥ କରିଅଛୁ, ଏମାନଙ୍କ ମଧ୍ଯରୁ କହେି ସେ ଦେଶ ଦେଖିପାରିବେ ନାହିଁ। କାରଣ ସମାନେେ ମତେ ଅବଜ୍ଞା କରିଛନ୍ତି, ତେଣୁ ସମାନଙ୍କେ ମଧ୍ଯରୁ କହେି ତାହା ଦେଖିବେ ନାହିଁ।

Surely
אִםʾimeem
they
shall
not
see
יִרְאוּ֙yirʾûyeer-OO

אֶתʾetet
land
the
הָאָ֔רֶץhāʾāreṣha-AH-rets
which
אֲשֶׁ֥רʾăšeruh-SHER
I
sware
נִשְׁבַּ֖עְתִּיnišbaʿtîneesh-BA-tee
fathers,
their
unto
לַֽאֲבֹתָ֑םlaʾăbōtāmla-uh-voh-TAHM
neither
וְכָלwĕkālveh-HAHL
shall
any
מְנַֽאֲצַ֖יmĕnaʾăṣaymeh-na-uh-TSAI
provoked
that
them
of
לֹ֥אlōʾloh
me
see
יִרְאֽוּהָ׃yirʾûhāyeer-OO-ha

Cross Reference

ଗଣନା ପୁସ୍ତକ 32:11
'ମୁଁ ସଦାପ୍ରଭୁ ଅବ୍ରହାମକୁ ଓ ଇସ୍ହାକକୁ ଓ ଯାକୁବକୁ ଯେଉଁ ଦେଶ ଦବୋକୁ ପ୍ରତିଜ୍ଞା କରିଅଛି, ମିଶରରୁ ଆଗତ ଲୋକମାନଙ୍କ ମଧ୍ଯରୁ କୋଡିଏ ବର୍ଷ ଓ ତତ୍ତୋଧିକ ବର୍ଷ ବଯସ୍କ କହେି ସହେି ଦେଶ ଦେଖି ପାରିବେ ନାହିଁ, କାରଣ ସମାନେେ ମାେତେ ଅନୁସରଣ କଲେ ନାହିଁ।

ଗଣନା ପୁସ୍ତକ 26:64
ମାତ୍ର ସୀନଯ ମରୁଭୂମିରେ ଇଶ୍ରାୟେଲ ଲୋକମାନଙ୍କର ଗଣନାକାରୀ ମାଶାେ ଓ ହାରୋଣ ଯାଜକ ଦ୍ବାରା ଯେଉଁମାନେ ଗଣିତ ହାଇେଥିଲେ, ସମାନଙ୍କେ ମଧ୍ଯରୁ ଜଣେ ଏମାନଙ୍କ ମଧିଅରେ ନ ଥିଲା। ସହେି ଲୋକମାନେ ସମସ୍ତେ ମୃତ୍ଯୁବରଣ କରିଥିଲେ।

ଯିହିଜିକଲ 20:15
ଦୁଗ୍ଧମଧୁ ପ୍ରବାହିତ ସବୁଠାରୁ ସୁନ୍ଦର ଦେଶସବୁକୁ ସମାନଙ୍କେୁ ନ ଆଣିବା ପାଇଁ ମୁଁ ମରୁଭୂମିରେ ସମାନଙ୍କେ ବିରୁଦ୍ଧ ରେ ପ୍ରତିଜ୍ଞା କଲି, ଯାହା ମୁଁ ସମାନଙ୍କେୁ ଆଗରୁ ପ୍ରତିଜ୍ଞା କରିଥିଲି।

ଦିତୀୟ ବିବରଣ 1:35
'ମୁ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ଯେଉଁ ଉତ୍ତମ ଦେଶ ଦବୋକକ୍ସ୍ଟ ଶପଥ କରିଥିଲି, ଏହି ସହେି ଦେଶ। ଏହି ପୀଢୀର ଦୃଷ୍ଟ ଲୋକମାନେ କବେେ ସହେି ଦେଶ ଦେଖିବ ନାହିଁ।

ନିହିମିୟା 9:23
ତୁମ୍ଭେ ସମାନଙ୍କେ ବଂଶଧରଗଣଙ୍କୁ ଆକାଶର ନକ୍ଷେତ୍ରଗଣ ତୁଲ୍ଯ ବହୁ ସଂଖ୍ଯକ କଲ। ଯେଉଁଦେଶ ସମାନେେ ଅଧିକାର କରିବାକୁ ଯିବେ ବୋଲି ତୁମ୍ଭେ ସମାନଙ୍କେ ପୂର୍ବପୁରୁଷଗଣଙ୍କଠା ରେ ଶପଥ କରିଥିଲ, ସହେି ଦେଶକୁ ସମାନଙ୍କେୁ ଆଣିଲ।

ଗୀତସଂହିତା 95:11
ତଣେୁ ଆମ୍ଭେ ତାଙ୍କ ଉପରେ କୋର୍ଧିତ ହେଲୁ ଏବଂ ପ୍ରତିଜ୍ଞା କଲୁ, ସମାନେେ ଆଉ ଆମ୍ଭର ବିଶ୍ରାମ ଭୂମିକୁ ପ୍ରବେଶ କରିପାରିବେ ନାହିଁ।

ଗୀତସଂହିତା 106:26
ତଣେୁ ପରମେଶ୍ବର ସମାନଙ୍କେୁ ମରୁଭୂମିରେ ବିନାଶ କରିବା ପାଇଁ ଶପଥ କଲେ।

ଏବ୍ରୀମାନଙ୍କ ନିକଟକୁ ପତ୍ର 3:17
ପରମେଶ୍ବର ଚାଳିଶ ବର୍ଷ ଧରି ତାହା ପ୍ରତି କୋରଧ କରିଥିଲେ ? ଯେଉଁମାନେ ପାପ କରିଥିଲେ ସମାନଙ୍କେ ପ୍ରତି ପରମେଶ୍ବର କୋରଧ କରିଥିଲେ। ସମାନେେ ମରୁଭୂମିରେ ମଲେ।

ଏବ୍ରୀମାନଙ୍କ ନିକଟକୁ ପତ୍ର 4:3
ଆମ୍ଭେ ବିଶ୍ବାସୀ ଲୋକମାନେ ବିଶ୍ରାମ ସ୍ଥଳ ରେ ପ୍ରବେଶ କରିବାକୁ ସକ୍ଷମ ଅଟୁ। ଯେପରି ପରମେଶ୍ବର କହିଅଛନ୍ତି :

Chords Index for Keyboard Guitar