ଗଣନା ପୁସ୍ତକ 29:18
ପୁଣି ଗୋବତ୍ସର, ମଷେର ଓ ମଷେ ବତ୍ସମାନଙ୍କ ସଂଖ୍ଯା ଅନୁସାରେ ବିଧିମତେ ଭକ୍ଷ୍ଯ ଓ ପଯେ ନବୈେଦ୍ଯ ,
And their meat offering | וּמִנְחָתָ֣ם | ûminḥātām | oo-meen-ha-TAHM |
offerings drink their and | וְנִסְכֵּיהֶ֡ם | wĕniskêhem | veh-nees-kay-HEM |
for the bullocks, | לַ֠פָּרִים | lappārîm | LA-pa-reem |
rams, the for | לָֽאֵילִ֧ם | lāʾêlim | la-ay-LEEM |
and for the lambs, | וְלַכְּבָשִׂ֛ים | wĕlakkĕbāśîm | veh-la-keh-va-SEEM |
number, their to according be shall | בְּמִסְפָּרָ֖ם | bĕmispārām | beh-mees-pa-RAHM |
after the manner: | כַּמִּשְׁפָּֽט׃ | kammišpāṭ | ka-meesh-PAHT |
Cross Reference
ଗଣନା ପୁସ୍ତକ 28:7
ପୁଣି ତହିଁର ଏକ ମଷେବତ୍ସ ନିମନ୍ତେ ଏକ ହିନର ଚତୁର୍ଥାଂଶ ପଯେ ନବୈେଦ୍ଯ ଦବେ। ତୁମ୍ଭେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପବିତ୍ର ପଯେ ନବୈେଦ୍ଯରୂପେ ଦ୍ରାକ୍ଷାରସ ଢାଳିବ।
ଗଣନା ପୁସ୍ତକ 15:4
ଯେଉଁ ଲୋକ ଶସ୍ଯ ନବୈେଦ୍ଯ ଉତ୍ସର୍ଗ କରୁଛ, ଏକ ଐଫାର ଦଶମାଂଶ ସରୁ ମଇଦା ଏକ ହିନର ଚତୁର୍ଥାଂଶ ତୈଳ ସହିତ ମିଶ୍ରିତ କରି ଆଣିବ।
ଗଣନା ପୁସ୍ତକ 28:14
ଆଉ ଏକ ଷଣ୍ତ ନିମନ୍ତେ ଏକ ହିନର ଅର୍ଦ୍ଧକେ, ଏକ ମଷେ ନିମନ୍ତେ ଏକ ହିନର ତୃତୀଯାଂଶ ଓ ଏକ ମଷେବତ୍ସ ନିମନ୍ତେ ହିନର ଏକ ଚତୁର୍ଥାଂଶ ଦ୍ରାକ୍ଷାରସ ପଯେ ନବୈେଦ୍ଯ ହବେ; ଏହା ବର୍ଷର ପ୍ରତିମାସର ଅମାବାସ୍ଯା ରେ ମାସିକ ହାମବେଳି ହବେ।
ଗଣନା ପୁସ୍ତକ 29:3
ଗୋଟିଏ ଷଣ୍ତ ନିମନ୍ତେ ଦେଢ ଦିନ ଓ ଅଣ୍ତିରା ମଷେ ନିମନ୍ତେ ଏକ ହିନ ତୈଳ ମିଶ୍ରିତ ସରୁ ମଇଦା ଆଉ ଶସ୍ଯ ନବୈେଦ୍ଯରୂପେ ଉତ୍ସର୍ଗ ହବେ।
ଗଣନା ପୁସ୍ତକ 29:6
ଅମାବାସ୍ଯା ରେ ନିତ୍ଯ ହାମବେଳି ସହିତ ଶସ୍ଯ ନବୈେଦ୍ଯ ଓ ପଯେ ନବୈେଦ୍ଯ ଏ ସମସ୍ତ ଉତ୍ସର୍ଗ କରିବ। ଏହା ସଦାପ୍ରଭୁଙ୍କୁ ସୁବାସିତ ଉପହାର ହବେ।
ଗଣନା ପୁସ୍ତକ 29:9
ପୁଣି ତହିଁରେ ଶସ୍ଯ ନବୈେଦ୍ଯରୂପେ ଏକ ଷଣ୍ତ ନିମନ୍ତେ ଦେଢ ହିନ ଓ ଏକ ଅଣ୍ତିରା ମଷେ ନିମନ୍ତେ ଏକ ହିନ ତୈଳ ମିଶ୍ରିତ ସରୁ ମଇଦା ନବେ।