Philemon 1:10
ମୁଁ ତୁମ୍ଭକୁ ଅନୀସିମ ପାଇଁ ନିବଦନେ କରୁଛି। ମୁଁ ବନ୍ଦୀ ଗୃହ ରେ ଥିଲା ବେଳେ ସେ ମାରେ ସନ୍ତାନ ହାଇେଥିଲା।
Philemon 1:10 in Other Translations
King James Version (KJV)
I beseech thee for my son Onesimus, whom I have begotten in my bonds:
American Standard Version (ASV)
I beseech thee for my child, whom I have begotten in my bonds, Onesimus,
Bible in Basic English (BBE)
My request is for my child Onesimus, the child of my chains,
Darby English Bible (DBY)
I exhort thee for *my* child, whom I have begotten in [my] bonds, Onesimus,
World English Bible (WEB)
I beg you for my child, whom I have become the father of in my chains, Onesimus,{Onesimus means "useful."}
Young's Literal Translation (YLT)
I entreat thee concerning my child -- whom I did beget in my bonds -- Onesimus,
| I beseech | παρακαλῶ | parakalō | pa-ra-ka-LOH |
| thee | σε | se | say |
| for | περὶ | peri | pay-REE |
| τοῦ | tou | too | |
| my | ἐμοῦ | emou | ay-MOO |
| son | τέκνου | teknou | TAY-knoo |
| Onesimus, | ὃν | hon | one |
| whom | ἐγέννησα | egennēsa | ay-GANE-nay-sa |
| I have begotten | ἐν | en | ane |
| in | τοῖς | tois | toos |
| my | δεσμοῖς | desmois | thay-SMOOS |
| μου, | mou | moo | |
| bonds: | Ὀνήσιμον | onēsimon | oh-NAY-see-mone |
Cross Reference
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:9
ସେ ତୁମ୍ଭମାନଙ୍କୁ ଉତ୍ସାହିତ କରିବେ। ମୁଁ ଅନୀସିମଙ୍କ ସହିତ ତାଙ୍କୁ ପଠାଉଛି। ଅନୀସିମ ଖ୍ରୀଷ୍ଟଙ୍କଠା ରେ ଥିବା ଜଣେ ବିଶ୍ବାସୀ ଓ ପ୍ରିୟ ଭାଇ ଅଟନ୍ତି। ସେ ତୁମ୍ଭମାନଙ୍କ ଦଳର ଅଟନ୍ତି। ତୁଖିକ ଓ ଅନୀସିମ, ଏଠା ରେ ଘଟିଥିବା ସମସ୍ତ ବିଷୟ ତୁମ୍ଭମାନଙ୍କୁ କହିବେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 4:15
ଖ୍ରୀଷ୍ଟଙ୍କଠା ରେ ତୁମ୍ଭମାନଙ୍କର ଦଶ ହଜାର ଶିକ୍ଷକ ଥାଇ ପାରନ୍ତି, କିନ୍ତୁ ତୁମ୍ଭମାନଙ୍କର ଅନକେ ପିତା ନାହାଁନ୍ତି, ସୁସମାଚାର ଦ୍ବାରା ଖ୍ରୀଷ୍ଟଯୀଶୁଙ୍କ ସକାେଶ ମୁଁ ତୁମ୍ଭମାନଙ୍କର ପିତା ହାଇେଛି।
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 4:19
ମାେ ପ୍ରିୟ ସନ୍ତାନଗଣ ! ମୁଁ ତୁମ୍ଭମାନଙ୍କ ପାଇଁ ପୁଣି ଥରେ ଜଣେ ମା' ପରି ପ୍ରସବବଦନୋ ଅନୁଭବ କରୁଛି ଓ ତୁମ୍ଭମାନେେ ଯେପର୍ୟ୍ଯନ୍ତ ପ୍ରକୃତ ରେ ଖ୍ରୀଷ୍ଟ ଯୀଶୁଙ୍କ ଭଳି ନ ହାଇେଛ, ସପେର୍ୟ୍ଯନ୍ତ ମୁଁ ଏପ୍ରକାର କଷ୍ଟ ଅନୁଭବ କରୁଥିବି।
ଦିତୀୟ ଶାମୁୟେଲ 9:1
ଦାଉଦ ପଚାରିଲେ, ଆଉ ଶାଉଲ ପରିବାରର କୌଣସି ଲୋକ ରହିଲେ କି? ମୁ ସମାନଙ୍କେ ଉପରେ ଦୟା କରିବାକୁ ଗ୍ଭ ହେଁ। ମୁ ଏ ସବୁ ଯୋନାଥନଙ୍କ ପାଇଁ କରିବାକୁ ଗ୍ଭହକ୍ସ୍ଟଁଛି।
ଦିତୀୟ ଶାମୁୟେଲ 18:5
ରାଜା ଯୋୟାବ ଅବୀଶଯ ଓ ଇତ୍ତଯକକ୍ସ୍ଟ ଆଦେଶ ଦଇେ କହିଲେ, ମାେ ପାଇଁ ଅବଶା ଲୋମ ପ୍ରତି ଭଦ୍ର ବ୍ଯବହାର କର।
ଦିତୀୟ ଶାମୁୟେଲ 19:37
ସମାଲତ ଦୟାକରି ଅନକ୍ସ୍ଟମତି ଦିଅନ୍ତକ୍ସ୍ଟ ମୁସଯମନ୍ତ ନିଜ ନଗରସରସମାର ପିତା ଓ ମାତାଙ୍କ କବର ନିକଟଲର ମରିବି। ଏଥିପାଇଁ ଆରଣଙ୍କ ଏହି ଦାସକକ୍ସ୍ଟସଫରିୟିବାକକ୍ସ୍ଟ ଅନକ୍ସ୍ଟମତି ଦିଅନ୍ତକ୍ସ୍ଟ। ମାତ୍ର ଆପଣଙ୍କ ଦାସ କିମ୍ହମକକ୍ସ୍ଟସଦଖନ୍ତକ୍ସ୍ଟ,ସସସମାହର ସଦାପ୍ରଭୁ ମହାରାଜଙ୍କ ସଙ୍ଲଗ ପାରସହାଇ ଯାଉ, ଆଉ ଆପଣଙ୍କ ଦୃଷ୍ଟିସର ଯାହା ଭଲ ଦିଶଲ, ତାହା ତା' ପ୍ରତି କରନ୍ତକ୍ସ୍ଟ।
ମାର୍କଲିଖିତ ସୁସମାଚାର 9:17
ଭିଡ ଭିତରୁ ଜଣେ ଲୋକ ଉତ୍ତର ଦଲୋ, ହେ ଗୁରୁ, ମୁଁ ମାେ ପୁଅକୁ ଆପଣଙ୍କ ପାଖକୁ ଆଣିଥିଲି। ତା ଦହେ ରେ ଦୁଷ୍ଟାତ୍ମାଟିଏ ପ୍ରବେଶ କରି ତାକୁ କଥା କହିବାକୁ ଦେଉନାହିଁ।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 1:2
ଏହି ପତ୍ର ତୀମଥିଙ୍କ ପାଇଁ। ତୁମ୍ଭେ ବିଶ୍ବାସ କରୁଥିବାରୁ ମାରେ ପ୍ରକୃତ ପୁତ୍ର ଅଟ।
ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ 1:4
ଏହି ପତ୍ର ତୀତସଙ୍କୁ ଲଖାଯାେଉଛି। ତୁମ୍ଭେ ସମବିଶ୍ବାସ ରେ ମାରେ ପ୍ରକୃତ ପୁତ୍ର ଭଳି। ଆମ୍ଭର ପରମପିତା ପରମେଶ୍ବର ଖ୍ରୀଷ୍ଟ ଯୀଶୁ, ଆମ୍ଭର ତ୍ରାଣକର୍ତ୍ତାଙ୍କଠାରୁ ତୁମ୍ଭକୁ ଅନୁଗ୍ରହ ଓ ଶାନ୍ତି ମିଳୁ।