ହିତୋପଦେଶ 7:25 in Oriya

ଓଡିଆ ଓଡିଆ ବାଇବେଲ ହିତୋପଦେଶ ହିତୋପଦେଶ 7 ହିତୋପଦେଶ 7:25

Proverbs 7:25
ତୁମ୍ଭର ହୃଦଯ ସହେି ବେଶ୍ଯାମାନଙ୍କର ପଛ ରେ ନ ରହୁ। ତୁମ୍ଭେ ତା'ର ପଥରେ ବିପଥଗାମୀ ହୁଅ ନାହିଁ।

Proverbs 7:24Proverbs 7Proverbs 7:26

Proverbs 7:25 in Other Translations

King James Version (KJV)
Let not thine heart decline to her ways, go not astray in her paths.

American Standard Version (ASV)
Let not thy heart decline to her ways; Go not astray in her paths.

Bible in Basic English (BBE)
Let not your heart be turned to her ways, do not go wandering in her footsteps.

Darby English Bible (DBY)
Let not thy heart decline to her ways, go not astray in her paths:

World English Bible (WEB)
Don't let your heart turn to her ways. Don't go astray in her paths,

Young's Literal Translation (YLT)
Let not thy heart turn unto her ways, Do not wander in her paths,

Let
not
אַלʾalal
thine
heart
יֵ֣שְׂטְyēśĕṭYAY-set
decline
אֶלʾelel
to
דְּרָכֶ֣יהָdĕrākêhādeh-ra-HAY-ha
ways,
her
לִבֶּ֑ךָlibbekālee-BEH-ha
go
not
astray
אַלʾalal

תֵּ֝תַעtētaʿTAY-ta
in
her
paths.
בִּנְתִיבוֹתֶֽיהָ׃bintîbôtêhābeen-tee-voh-TAY-ha

Cross Reference

ହିତୋପଦେଶ 5:8
ସହେି ସ୍ତ୍ରୀଠାରୁ ତୁମ୍ଭେ ଦୂ ରଇେ ରୁହ। ଏପରିକି ତା'ର ଗୃହର ଦ୍ବାର ନିକଟକୁ ମଧ୍ଯ ୟାଅ ନାହିଁ।

ଗୀତସଂହିତା 119:176
ମୁଁ ହଜି ୟାଇଥିବା ମଷେପରି, ଏଣତେଣେେ ବୁଲୁଅଛି, ହେ ସଦାପ୍ରଭୁ, ଆପଣା ଦାସକୁ ଖାଜେ। କାରଣ ମୁଁ ତୁମ୍ଭର ଆଜ୍ଞା ସକଳ ପାଶାରେି ନାହିଁ।

ହିତୋପଦେଶ 4:14
ମନ୍ଦ ଲୋକମାନଙ୍କର ପଥ ଅନୁସରଣ କର ନାହିଁ। ସମାନଙ୍କେ ପରି ବାସ କର ନାହିଁ। ସମାନଙ୍କେ ପରି ହବୋକୁ ଚେଷ୍ଟା କର ନାହିଁ।

ହିତୋପଦେଶ 5:23
ସେ ତା'ର ନିର୍ବୋଧତା ଦ୍ବାରା ବିପଥଗାମୀ ହବେ। ସେ ଶୃଙ୍ଖଳାର ଅଭାବ ୟୋଗୁ ମୃତ୍ଯୁବରଣ କରିବ।

ହିତୋପଦେଶ 6:25
ତୁମ୍ଭ ହୃଦଯ ରେ ସହେି ସୁନ୍ଦର ସ୍ତ୍ରୀର ସୌନ୍ଦର୍ୟ୍ଯକୁ ଲୋଭ କର ନାହିଁ। ତା'ର ଚକ୍ଷୁ ତୁମ୍ଭକୁ ପ୍ରତାରିତ ନ କରୁ।

ହିତୋପଦେଶ 23:31
ଦ୍ରାକ୍ଷାରସ ରଙ୍ଗୀନ୍ ହେଲେ, ତାହା ପାତ୍ର ରେ ଚକମକ ଦଖାୟୋଏ ଓ ସହଜ ରେ ଗଳାଧଃକରଣ ହେଲେ ମଧ୍ଯ ତୁମ୍ଭେ ତାକୁ ଅନାଅ ନାହିଁ।

ଯିଶାଇୟ 53:6
ମାତ୍ର ଆମ୍ଭମାନେେ ସମସ୍ତେ ମଷେପଲ ସଦୃଶ ବିପଥରେ ବୁଲିଲୁ। ଆମ୍ଭମାନେେ ପ୍ରେତ୍ୟକକ ନିଜ ନିଜ ପଥରେ ୟାଇଅଛୁ। ଆମ୍ଭ ସଦାପ୍ରଭୁ ଆମ୍ଭ ସମସ୍ତଙ୍କର ପାପର ବୋଝ ମୁଣ୍ଡ ରେ ନଇେ ୟାଇଛନ୍ତି।

ମାଥିଉଲିଖିତ ସୁସମାଚାର 5:28
କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ, ଯଦି କହେି ଲୋକ କୌଣସି ସ୍ତ୍ରୀକୁ ଦେଖେ ଓ ତା ସହିତ ବ୍ଯଭିଗ୍ଭର କରିବା ପାଇଁ ଗ୍ଭ ହେଁ, ତବେେ ସେ ନିଜ ମନ ଭତ ରେ ସହେି ସ୍ତ୍ରୀ ସହିତ ବ୍ଯଭିଗ୍ଭର କରି ସାରିଲାଣି।