ଗୀତସଂହିତା 119:95 in Oriya

ଓଡିଆ ଓଡିଆ ବାଇବେଲ ଗୀତସଂହିତା ଗୀତସଂହିତା 119 ଗୀତସଂହିତା 119:95

Psalm 119:95
ଦୁଷ୍ଟ ଲୋକମାନେ ମାେତେ ଧ୍ବଂସ କରିବାକୁ ଅପେକ୍ଷା କରୁଛନ୍ତି, କିନ୍ତୁ ମୁଁ ତୁମ୍ଭର ବାକ୍ଯ ବିଷଯରେ ଭାବିବି।

Psalm 119:94Psalm 119Psalm 119:96

Psalm 119:95 in Other Translations

King James Version (KJV)
The wicked have waited for me to destroy me: but I will consider thy testimonies.

American Standard Version (ASV)
The wicked have waited for me, to destroy me; `But' I will consider thy testimonies.

Bible in Basic English (BBE)
The sinners have been waiting for me to give me up to destruction; but I will give all my mind to your unchanging ward.

Darby English Bible (DBY)
The wicked have awaited me to destroy me; [but] I attend unto thy testimonies.

World English Bible (WEB)
The wicked have waited for me, to destroy me. I will consider your statutes.

Young's Literal Translation (YLT)
Thy wicked waited for me to destroy me, Thy testimonies I understand.

The
wicked
לִ֤יlee
have
waited
קִוּ֣וּqiwwûKEE-woo
destroy
to
me
for
רְשָׁעִ֣יםrĕšāʿîmreh-sha-EEM
me:
but
I
will
consider
לְאַבְּדֵ֑נִיlĕʾabbĕdēnîleh-ah-beh-DAY-nee
thy
testimonies.
עֵ֝דֹתֶ֗יךָʿēdōtêkāA-doh-TAY-ha
אֶתְבּוֹנָֽן׃ʾetbônānet-boh-NAHN

Cross Reference

ପ୍ରଥମ ଶାମୁୟେଲ 23:20
ମହାରାଜ, ବର୍ତ୍ତମାନ ଆପଣ ସମସ୍ତ ମନୋବାଞ୍ଛାନକ୍ସ୍ଟସା ରେ ଆସନ୍ତକ୍ସ୍ଟ ରାଜାଙ୍କ ହସ୍ତ ଦାଉଦଙ୍କକ୍ସ୍ଟ ସମର୍ପଣ କରିବା ଦାଯିତ୍ବ ଆମ୍ଭର।

ରେରିତମାନଙ୍କ କାର୍ଯ୍ୟର ବିବରଣ 23:21
କିନ୍ତୁ ଆପଣ ସମାନଙ୍କେ କଥା ବିଶ୍ବାସ କରିବେ ନାହିଁ। ଚ଼ାଳିଶ ଜଣରୁ ଅଧିକ ଯିହୂଦୀୟ ଲୁଚ଼ଛନ୍ତି ଏବଂ ପାଉଲଙ୍କୁ ହତ୍ଯା କରିବା ପାଇଁ ଅପେକ୍ଷା କରିଛନ୍ତି। ସମାନେେ ତାହାଙ୍କୁ ନ ମାରିବା ପର୍ୟ୍ଯନ୍ତ ଅନ୍ନଜଳ ସ୍ପର୍ଶ କରିବେ ନାହିଁ ବୋଲି ପ୍ରତିଜ୍ଞା କରିଛନ୍ତି, ଏବେ ସମାନେେ ଆପଣଙ୍କ ସମ୍ମତିକୁ ଅପେକ୍ଷା କରି ପ୍ରସ୍ତୁତ ଅଛନ୍ତି।

ରେରିତମାନଙ୍କ କାର୍ଯ୍ୟର ବିବରଣ 12:11
ତା'ପରେ ପିତର ଜାଣିପାରିଲେ ତାହାଙ୍କୁ ଯାହା ସବୁ ଘଟିଗଲା ଏବଂ କହିଲେ, ମୁଁ ବର୍ତ୍ତମାନ ଜାଣିଲି, ଏହା ପ୍ରକୃତ ରେ ସତ୍ଯ ଅଟେ। ପ୍ରଭୁ ପ୍ରକୃତ ରେ ତାହାଙ୍କ ସ୍ବର୍ଗଦୂତଙ୍କୁ ପଠାଇ େ ହରୋଦଙ୍କ କବଳରୁ ମାେତେ ଉଦ୍ଧାର କଲେ ଓ ଯିହୂଦୀୟମାନଙ୍କ ସମସ୍ତ ମନ୍ଦ ଆଶାକୁ ବ୍ଯର୍ଥ କଲେ।

ମାଥିଉଲିଖିତ ସୁସମାଚାର 26:3
ତା'ପରେ ପ୍ରଧାନ ଯାଜକ ଓ ଲୋକମାନଙ୍କ ପ୍ରାଚ଼ୀନ ନେତାମାନେ କଯାଫା ନାମକ ମହାୟାଜକଙ୍କ ଭବନର ଅଗଣା ରେ ଏକାଠି ହେଲେ।

ଗୀତସଂହିତା 119:167
ମୁଁ ତୁମ୍ଭର ବାକ୍ଯକୁ ଅନୁସରଣ କରିଅଛି। ଏବଂ ସଗେୁଡ଼ିକୁ ବହୁଳ ପରିମାଣରେ ଭଲ ପାଏ।

ଗୀତସଂହିତା 119:129
ସଦାପ୍ରଭୁ ତୁମ୍ଭର ବାକ୍ଯସକଳ ଆଶ୍ଚର୍ୟ୍ଯଜନକ ଅଟେ। ସେଥିପାଇଁ ମୁଁ ତାହା ଅନୁସରଣ କରେ।

ଗୀତସଂହିତା 119:125
ମୁଁ ତୁମ୍ଭର ଦାସ, ତୁମ୍ଭର ବ୍ଯବସ୍ଥାସବୁ ବୁଝିବାରେ ମାେତେ ସାହାୟ୍ଯ କର।

ଗୀତସଂହିତା 119:111
ସଦାପ୍ରଭୁ ମୁଁ ତୁମ୍ଭର ନିଯମକୁ ସବୁଦିନ ଦଖାଇବୋକୁ ଉପହାର ଆକାରରେ ଗ୍ରହଣ କରିଅଛି। ଏହା ମାେତେ ବହୁ ଆନନ୍ଦ ଦିଏ।

ଗୀତସଂହିତା 119:85
ଅହଂକାରୀମାନେ ମିଥ୍ଯାଦ୍ବାରା ଆଘାତ କରନ୍ତି ଏବଂ ତାହା ତୁମ୍ଭ ଶିକ୍ଷା ବିରୁଦ୍ଧ ଅଟେ।

ଗୀତସଂହିତା 119:69
ଯେଉଁ ଲୋକମାନେ ଭାବନ୍ତି ସମାନେେ ମାଠାରୁେ ଉତ୍ତମ, ସମାନେେ ମାେ ବିଷଯରେ ମିଥ୍ଯା କହିଛନ୍ତି। କିନ୍ତୁ ହେ ସଦାପ୍ରଭୁ, ମୁଁ ହୃଦଯ ଅନ୍ତକରଣ ସହକାରେ ତୁମ୍ଭର ନିର୍ଦ୍ଦେଶ ଅନୁସରଣ କରିଅଛି।

ଗୀତସଂହିତା 119:61
ଦୁଷ୍ଟଲୋକମାନେ ମାେ ଚାରିପାଖରେ ଫାନ୍ଦ ବସାଇଛନ୍ତି, କିନ୍ତୁ ମୁଁ ତୁମ୍ଭର ଶିକ୍ଷାସବୁ ଭୁଲି ନାହିଁ।

ଗୀତସଂହିତା 119:31
ମୁଁ ତୁମ୍ଭ ବାକ୍ଯ ନିକଟବର୍ତ୍ତୀ ହାଇେ ଅନୁସରଣ କଲି। ହେ ସଦାପ୍ରଭୁ, ମାେତେ ନିରାଶ କର ନାହିଁ।

ଗୀତସଂହିତା 119:24
ତୁମ୍ଭର ଆଇନଗତ ଆଦେଶ ମାେତେ ଆନନ୍ଦ ଦିଏ। ସମାନେେ ମାରେ ଅତି ଆପଣାର ଆଦେଶଦାତା।

ଗୀତସଂହିତା 38:12
ମାରେ ଶତ୍ରୁମାନେ ମାେ ବିଷଯରେ ଖରାପ କଥା କହନ୍ତି। ସମାନେେ ମିଛ ଓ ଗୁଜବ ସୃଷ୍ଟି କରନ୍ତି। ସମାନେେ ସବୁବେଳେ ମାେ ବିଷଯରେ ଆଲୋଚନା କରନ୍ତି।

ଗୀତସଂହିତା 37:32
ଦୁଷ୍ଟ ଲୋକମାନେ ଧାର୍ମିକ ଲୋକମାନଙ୍କୁ ସବୁବେଳେ ମାରିବାକୁ ଜଗି ବସିଥାଆନ୍ତି।

ଗୀତସଂହିତା 27:2
ଦୁଷ୍ଟ ଲୋକମାନେ ହୁଏତ ମାେତେ ଆକ୍ରମଣ କରିପାରନ୍ତି, ସମାନେେ ମାରେ ଶରୀରକୁ ଆଘାତ କରିବାକୁ ଚାହାଁନ୍ତି। ମାରେ ଶତ୍ରୁମାନେ ମାେତେ ଆକ୍ରମଣ କରି ଧ୍ବଂସ କରିଦବୋକୁ ଚାହାଁନ୍ତି।

ଗୀତସଂହିତା 10:8
ସହେି ଲୋକମାନେ ଗୁପ୍ତସ୍ଥାନରେ ଲୁଚି ରହି ଲୋକମାନଙ୍କୁ ଧରିବା ପାଇଁ ଅପେକ୍ଷା କରନ୍ତି। ସମାନେେ ଗୋପନରେ ରହି ଲୋକଙ୍କୁ ଆଘାତ କରିବାକୁ ଚେଷ୍ଟା କରନ୍ତି। ସମାନେେ ନିର୍ଦ୍ ଦୋଷ ଲୋକଙ୍କୁ ହତ୍ଯା କରନ୍ତି।

ଦିତୀୟ ଶାମୁୟେଲ 17:1
ଅହୀଥୋଫଲ ଅବଶା ଲୋମକକ୍ସ୍ଟ କହିଲା, ମୁ 12,000 ଲୋକ ବାଛିବି ଓ ଆଜି ରାତି ରେ ଦାଉଦଙ୍କର ପେଛ ୟାଅ।

ରେରିତମାନଙ୍କ କାର୍ଯ୍ୟର ବିବରଣ 25:3
ସମାନେେ ପାଉଲଙ୍କୁ ୟିରୁଶାଲମକୁ ପଠାଇଦବୋ ପାଇଁ ତାହାଙ୍କୁ ଅନୁ ରୋଧ କଲେ। କାରଣ ସମାନେେ ତାହାଙ୍କୁ ରାସ୍ତା ରେ ହତ୍ଯା କରିବାର ଷଡ଼ୟନ୍ତ୍ର କରିଥିଲେ।