ଗୀତସଂହିତା 18:28 in Oriya

ଓଡିଆ ଓଡିଆ ବାଇବେଲ ଗୀତସଂହିତା ଗୀତସଂହିତା 18 ଗୀତସଂହିତା 18:28

Psalm 18:28
ହେ ସଦାପ୍ରଭୁ, ତୁମ୍ଭେ ମାରେ ଦୀପକୁ ଆ ଲୋକିତ କର। ମାେ ଚତୁର୍ଦ୍ଦିଗରେ ଥିବା ଅନ୍ଧକାରକୁ ଦୂର କର।

Psalm 18:27Psalm 18Psalm 18:29

Psalm 18:28 in Other Translations

King James Version (KJV)
For thou wilt light my candle: the LORD my God will enlighten my darkness.

American Standard Version (ASV)
For thou wilt light my lamp: Jehovah my God will lighten my darkness.

Bible in Basic English (BBE)
You, O Lord, will be my light; by you, my God, the dark will be made bright for me.

Darby English Bible (DBY)
For it is thou that makest my lamp to shine: Jehovah my God enlighteneth my darkness.

Webster's Bible (WBT)
For thou wilt save the afflicted people; but wilt bring down high looks.

World English Bible (WEB)
For you will light my lamp, Yahweh. My God will light up my darkness.

Young's Literal Translation (YLT)
For Thou -- Thou lightest my lamp, Jehovah my God enlighteneth my darkness.

For
כִּֽיkee
thou
אַ֭תָּהʾattâAH-ta
wilt
light
תָּאִ֣ירtāʾîrta-EER
my
candle:
נֵרִ֑יnērînay-REE
Lord
the
יְהוָ֥הyĕhwâyeh-VA
my
God
אֱ֝לֹהַ֗יʾĕlōhayA-loh-HAI
will
enlighten
יַגִּ֥יהַּyaggîahya-ɡEE-ah
my
darkness.
חָשְׁכִּֽי׃ḥoškîhohsh-KEE

Cross Reference

ଆୟୁବ ପୁସ୍ତକ 18:6
ତାଙ୍କ ଘରର ଆଲୋକ ଅନ୍ଧକାର ରେ ପରିଣତ ହବେ। ତାଙ୍କର ତାଙ୍କ ନିକଟରେ ଥିବା ବତୀ ଲିଭିୟିବ।

ଗୀତସଂହିତା 132:17
ଏହା ଗୋଟିଏ ଜାଗା ଯେଉଁଠାରେ କି ଆମ୍ଭେ ଦାଉଦଙ୍କର ପରିବାରକୁ ଶକ୍ତିଶାଳୀ କରିବା। ଆମ୍ଭେ ଆପଣା ବଚ୍ଛାୟାଇଥିବା ରାଜାଙ୍କ ପ୍ରଦୀପ ଜଳିବାକୁ କବେେ ହେଲେ ନିବୃତ୍ତ କରିବା ନାହିଁ।

ଆୟୁବ ପୁସ୍ତକ 29:3
ଯେତବେେଳେ ପରମେଶ୍ବର ମାେ ମୁଣ୍ଡ ଉପରେ ଉଜ୍ଜ୍ବଳ ଆଲୋକ ପକାଉଥିଲେ, ତାଙ୍କ ଆଲୋକ ବଳ ରେ ମୁଁ ଅନ୍ଧକାର ରେ ଚାଲିବାକୁ ସକ୍ଷମ ହାଇେଥିଲି।

ପ୍ରଥମ ରାଜାବଳୀ 11:36
ତା'ର ଗୋଟିଏ ପୁତ୍ରର ପରିବାରକୁ ମୁଁ ଶାସନ କରିବା ପାଇଁ ଦବେି। ଯାହା ଫଳ ରେ ମାରେ ସବେକ ଦାଉଦର ବଂଶ ୟିରୁଶାଲମ ରେ ମାେ ଆଗ ରେ ରାଜତ୍ବ କରିବ। ସହେି ସହର ରେ ମାରେ ନାମ ସ୍ଥାପନ ପାଇଁ ପସନ୍ଦ କରିଅଛି।

ପିତରଙ୍କ ପ୍ରଥମ ପତ୍ 2:9
କିନ୍ତୁ ତୁମ୍ଭମାନେେ ମନୋନୀତ ଲୋକ ଅଟ। ତୁମ୍ଭମାନେେ ରାଜାଙ୍କର ଯାଜକ। ତୁମ୍ଭମାନେେ ପବିତ୍ର ଜାତି ଅଟ। ତୁମ୍ଭମାନେେ ପରମେଶ୍ବରଙ୍କ ଲୋକ। ପରମେଶ୍ବର କରିଥିବା ଆଶ୍ଚର୍ୟ୍ଯ ଘଟଣାମାନ କହିବା ପାଇଁ ପରମେଶ୍ବର ତୁମ୍ଭକୁ ମନୋନୀତ କରିଛନ୍ତି। ସେ ଅନ୍ଧକାରରୁ ତୁମ୍ଭମାନଙ୍କୁ ତାହାଙ୍କର ଆଶ୍ଚର୍ୟ୍ଯ ଜନକ ଆଲୋକକୁ ଆଣିଛନ୍ତି।

ଲୂକଲିଖିତ ସୁସମାଚାର 1:79
ମୃତ୍ଯୁର ଭୟ ରେ ଅନ୍ଧକାର ଭିତ ରେ ବାସ କରୁଥିବା ଲୋକଙ୍କୁ ପରମେଶ୍ବର ସାହାୟ୍ଯ କରିବେ। ସେ ଆମ୍ଭମାନଙ୍କୁ ଶାନ୍ତି ମାର୍ଗ ରେ ବାଟ କଢଇେ ନବେେ।

ମାଥିଉଲିଖିତ ସୁସମାଚାର 4:16
ଯେଉଁଲୋକମାନେ ଅନ୍ଧାର ରେ ରହୁଥିଲେ, ସମାନେେ ଏକ ମହାନ ଜ୍ଯୋତି ଦେଖିଲେ। କବର ଭଳି ଅନ୍ଧକାରମୟ ପ୍ରଦେଶ ରେ ଯେଉଁମାନେ ରହୁଥିଲେ, ସମାନଙ୍କେ ଉପରେ ଜ୍ଯୋତିର ଉଦୟ ହେଲା।ୟିଶାଇୟ 9:1-2

ଯିଶାଇୟ 62:1
ମୁଁ ସିୟୋନକୁ ଭଲ ପାଏ, ଧର୍ମ ଦୀପ୍ତିର ନ୍ଯାଯ ଓ ତାହାର ପରିତ୍ରାଣ ଜ୍ବଳନ୍ତ ପ୍ରଦୀପର ନ୍ଯାଯ ୟିରୁଶାଲମ ରେ ପ୍ରକଟ ନ ହାଇେଛି, ସେ ପର୍ୟ୍ଯନ୍ତ ଆମ୍ଭେ ତା ନିମନ୍ତେ ବିଶ୍ରାମ ନବୋ ନାହିଁ। ପ୍ରଭାତ ରେ ଦୀପ୍ତି ଲାଭ କରିବା ପରି ମୁଁ ୟିରୁଶାଲମ ରେ ବିଜଯ ଚା ହେଁ।

ଯିଶାଇୟ 42:16
ତା'ପ ରେ ଆମ୍ଭେ ଅନ୍ଧମାନଙ୍କୁ ସମାନଙ୍କେର ଅଜ୍ଞାତ ପଥ ଦଇେ ଆଣିବୁ ଓ ଯେଉଁ ପଥ ସମାନେେ ଜାଣନ୍ତି ନାହିଁ, ସହେି ପଥରେ ସମାନଙ୍କେୁ କଢ଼ାଇ ନବେୁ। ଆମ୍ଭେ ସମାନଙ୍କେ ସମ୍ମୁଖ ରେ ଅନ୍ଧକାରକୁ ଆଲୋକର ଓ ବକ୍ର ସ୍ଥାନକୁ ସଳଖ ରେ ପରିଣତ କରିବୁ। ଏହିସବୁ କାର୍ୟ୍ଯ କରି ଆମ୍ଭେ ନିଜ ସନ୍ତାନମାନଙ୍କୁ ପରିତ୍ଯାଗ କରିବୁ ନାହିଁ।

ହିତୋପଦେଶ 20:27
ମନୁଷ୍ଯର ଆତ୍ମା ସଦାପ୍ରଭୁଙ୍କ ପାଇଁ ପ୍ରଦୀପପରି ଏହା ଆତ୍ମାର ସମସ୍ତ ଅନ୍ତରାଳ ବିଷଯ ପରିପ୍ରକାଶ କରେ।

ଗୀତସଂହିତା 112:4
ଧାର୍ମିକ ଲୋକଙ୍କ ପ୍ରତି ପରମେଶ୍ବର ଅନ୍ଧକାରରେ ଆ ଲୋକ ସଦୃଶ୍ଯ। ସେ କୃପାମଯ, ସ୍ନହେଶୀଳ ଓ ଧାର୍ମିକ।

ପ୍ରଥମ ରାଜାବଳୀ 15:4
ଯେ ହତେୁ ସଦାପ୍ରଭୁ ଦାଉଦଙ୍କୁ ପ୍ ରମେ କରିଥିବାରୁ ସେ ଅବିଯାମକୁ ୟିରୁଶାଲମ ଦଇେଥିଲେ। କବଳେ ଦାଉଦଙ୍କ ସକାେଶ ସେ ୟିରୁଶାଲମକୁ ସୁରକ୍ଷିତ ରଖିଥିଲେ ଓ ତାଙ୍କୁ ଉତ୍ତରାଧିକାରୀ ରୂପେ ଏକ ପୁତ୍ର ଦଇେଥିଲେ।

ଦିତୀୟ ଶାମୁୟେଲ 22:29
ହେ ସଦାପ୍ରଭୁ, ତୁମ୍ଭେ ମାରେ ପ୍ରଦୀପ। ମାରେ ଅନ୍ଧକାରକକ୍ସ୍ଟ ଆଲୋକମଯ କରିବ।