Cross Reference
ଗୀତସଂହିତା 120:3
ହେ ମିଥ୍ଯାବାଦୀମାନେ, ତୁମ୍ଭଙ୍କୁ କ'ଣ ଦିଆୟିବ, ତୁମ୍ଭେ କ'ଣ ପାଇବ ? କ'ଣ ତୁମ୍ଭେ ଜାଣ ?
ଯାକୁବଙ୍କ ପତ୍ 3:6
ଜିହ୍ବା ହେଉଛି ଏକ େଛାଟ ଅଗ୍ନିଶିଖା ଭଳି। ଯେଉଁ େଛାଟ ଅଗ୍ନି ଶିଖାଟି ଗୋଟିଏ ବଡ଼ ଜଙ୍ଗଲ ରେ ନିଆଁ ଲଗଇେ ଦଇପୋରିବ। ଆମ୍ଭ ଶରୀରର ଅଙ୍ଗଗୁଡ଼ିକ ଭିତ ରେ ଜିହ୍ବା ହେଉଛି ସବୁଠାରୁ ମନ୍ଦ। କିପରି ? ଜିହ୍ବା ଆମ୍ଭ ଶରୀର ମାଧ୍ଯମ ରେ ନିଜର ମନ୍ଦତା ପ୍ରସାର କରେ। ଏହା ଏପରି ଅଗ୍ନି ସୃଷ୍ଟି କରେ ଯେ, ତାହା ସମଗ୍ର ଜୀବନକୁ ପ୍ରଭାବିତ କରେ।
ପ୍ରଥମ ଶାମୁୟେଲ 22:18
ତେଣୁ ରାଜା ଦୋଯଗକେକ୍ସ୍ଟ ଆଦେଶ ଦେଲେ, ତୁମ୍ଭେ ୟାଅ ଏବଂ ଯାଜକଗଣଙ୍କକ୍ସ୍ଟ ବଧକର। ତେଣୁ ଇଦୋମୀଯ ଦୋଯଗେ ଗଲା ଏବଂ ଯାଜକମାନଙ୍କୁ ଆକ୍ରମଣ କଲା ଓ ସହେିଦିନ ସେ ଶକ୍ସ୍ଟକ୍ଲ ଏଫୋଦ ପରିଧାନ କରିଥିବା ପଞ୍ଚାଅଶୀ ଜଣଙ୍କକ୍ସ୍ଟ ହତ୍ଯା କଲା।