ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 8:14 in Oriya

ଓଡିଆ ଓଡିଆ ବାଇବେଲ ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 8 ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 8:14

Romans 8:14
ଯେଉଁମାନେ ନିଜ ଜୀବନ ରେ ପରମେଶ୍ବରଙ୍କର ଆତ୍ମାକୁ ନତେୃତ୍ବ ନିଅନ୍ତି ସମାନେେ ପରମେଶ୍ବରଙ୍କର ପ୍ରକୃତ ସନ୍ତାନ।

Romans 8:13Romans 8Romans 8:15

Romans 8:14 in Other Translations

King James Version (KJV)
For as many as are led by the Spirit of God, they are the sons of God.

American Standard Version (ASV)
For as many as are led by the Spirit of God, these are sons of God.

Bible in Basic English (BBE)
And all those who are guided by the Spirit of God are sons of God.

Darby English Bible (DBY)
for as many as are led by [the] Spirit of God, *these* are sons of God.

World English Bible (WEB)
For as many as are led by the Spirit of God, these are children of God.

Young's Literal Translation (YLT)
for as many as are led by the Spirit of God, these are the sons of God;

For
ὅσοιhosoiOH-soo
as
many
as
γὰρgargahr
are
led
πνεύματιpneumatiPNAVE-ma-tee
Spirit
the
by
θεοῦtheouthay-OO
of
God,
ἄγονταιagontaiAH-gone-tay
they
οὗτοιhoutoiOO-too
are
εἰσινeisinees-een
the
sons
υἱοὶhuioiyoo-OO
of
God.
θεοῦtheouthay-OO

Cross Reference

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 5:18
କିନ୍ତୁ ଯଦି ତୁମ୍ଭମାନେେ ଆତ୍ମାଙ୍କର ପରିଚାଳିତ ପଥରେ ଚଳୁଛ, ତା' ହେଲେ ତୁମ୍ଭମାନେେ ବ୍ଯବସ୍ଥାର ଅଧୀନ ନୁହଁ।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 3:26
ଖ୍ରୀଷ୍ଟ ଯୀଶୁଙ୍କଠା ରେ ବିଶ୍ବାସ ଦ୍ବାରା ତୁମ୍ଭେ ସମସ୍ତେ ପରମେଶ୍ବରଙ୍କ ସନ୍ତାନଗଣ ଅଟ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 6:18
ମୁଁ ତୁମ୍ଭମାନଙ୍କର ପିତା ହବେି ଓ ତୁମ୍ଭମାନେେ ମାେ ପୁଅ ଓ ଝିଅ ହବେ ସର୍ବଶକ୍ତିମାନ ପ୍ରଭୁ ଏହା କୁହନ୍ତି। ଦ୍ବିତୀୟ ଶାମୁଯଲେ 7:14, 7:8

ଯିଶାଇୟ 48:16
ତୁମ୍ଭମାନେେ ଆମ୍ଭ ନିକଟକୁ ଆସି ଏହିକଥା ଶୁଣ। ଆଦ୍ଯରୁ ଆମ୍ଭେ ଗୋପନ ରେ କିଛି କହି ନାହୁଁ। ବହୁ କାଳରୁ ଆମ୍ଭେ ସଠାେ ରେ ଅଛୁ।

ଗୀତସଂହିତା 143:10
ତୁମ୍ଭେ କ'ଣ ମାେ ପାଇଁ କରିବାକୁ ଚାହଁ ତାହା ମାେତେ ଦଖାେଅ ? ତୁମ୍ଭେ ମାରେ ପରମେଶ୍ବର, ତୁମ୍ଭର ଆତ୍ମା ମାେତେ ଭୂମି ସ୍ତରରେ ଆଗଇେ ନେଉା

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 21:7
ଯେ ବିଜଯୀ ହବେ, ସେ ଏହିସବୁ ପାଇବ। ମୁଁ ତାହାର ପରମେଶ୍ବର ହବେି ଓ ସେ ମାରେ ପୁତ୍ର ହବେ।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 5:22
ମାତ୍ର ପବିତ୍ର ଆତ୍ମା ଆମ୍ଭକୁ ଏହିଗୁଡ଼ିକ ପ୍ରଦାନ କରନ୍ତି : ପ୍ ରମେ, ଆନନ୍ଦ, ଶାନ୍ତି, ର୍ଧୈୟ୍ଯ, ଦୟାଭାବ, ଉଦାରତା, ବିଶ୍ବସ୍ତତା,

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 8:5
ଯେଉଁ ଲୋକମାନେ ତାହାଙ୍କର ପାପପୂର୍ଣ ଶରୀର ଅନୁସାରେ ଜୀବନ ଯାପନ କରନ୍ତି, ସମାନେେ ସବୁବେଳେ ତାହାଙ୍କ ପାପପୂର୍ଣ କଥା ଅନୁସାରେ ଚିନ୍ତା କରନ୍ତି। କିନ୍ତୁ ଯେଉଁ ଲୋକମାନେ ଆତ୍ମା ଅନୁସାରେ ଜୀବନ ଯାପନ କରନ୍ତି, ସମାନେେ ସର୍ବଦା ଆତ୍ମା ଅନୁସାରେ ଚିନ୍ତା କରନ୍ତି।

ଯୋହନଲିଖିତ ସୁସମାଚାର 1:12
ଯେଉଁ ଅଳ୍ପ କେତକେ ଲୋକ ତାହାଙ୍କୁ ଗ୍ରହଣ କଲେ ସମାନେେ ତାହାଙ୍କ ଉପରେ ବିଶ୍ବାସ କଲେ। ଯେଉଁ ଲୋକମାନେ ତାହାଙ୍କୁ ବିଶ୍ବାସ କଲେ, ସେ ସମାନଙ୍କେୁ ପରମେଶ୍ବରଙ୍କ ସନ୍ତାନ ହବୋର ଅଧିକାର ପ୍ରଦାନ କଲେ,

ଯୋହନଙ୍କ ପ୍ରଥମ ପତ୍ର 3:1
ପରମପିତା ଆମ୍ଭମାନଙ୍କୁ ଅତ୍ଯଧିକ ପ୍ ରମେ କଲେ। ଆମ୍ଭେ ପରମେଶ୍ବରଙ୍କର ସନ୍ତାନ ରୂପେ ନାମିତ ହବୋ ଦ୍ବାରା ଆମ୍ଭ ପ୍ରତି ତାଙ୍କର ମହାନ୍ ପ୍ ରମେ ପ୍ରକାଶ ପାଏ। ଆମ୍ଭେ ପ୍ରକୃତ ରେ ତାଙ୍କର ସନ୍ତାନ ଅଟୁ। କିନ୍ତୁ ଏ ଜଗତ ( ଯେଉଁମାନେ ବିଶ୍ବାସ କରନ୍ତି ନାହିଁ) ପରମେଶ୍ବରଙ୍କୁ ଚିହ୍ନିପାରି ନ ଥିବାରୁ ଆମ୍ଭକୁ ମଧ୍ଯ ପରମେଶ୍ବରଙ୍କ ସନ୍ତାନ ବୋଲି ଚିହ୍ନି ପାରୁ ନାହିଁ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 9:26
ଏବଂ ଯେଉଁ ସ୍ଥାନ ରେ ପରମେଶ୍ବର କହିଥୀଲେ, 'ତୁମ୍ଭମାନେେ ଆମ୍ବ ଲୋକ ନୁହଁ'- ସହେି ସ୍ଥାନ ରେ ସମାନେେ ଜୀବିତ ପରମେଶ୍ବରଙ୍କ ସନ୍ତାନ ବୋଲାଇବେ। ହାେେଶୟ 1:10

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 4:6
ତୁମ୍ଭମାନେେ ପରମେଶ୍ବରଙ୍କ ସନ୍ତାନ, ସେଥିପାଇଁ ସେ ତୁମ୍ଭମାନଙ୍କ ହୃଦୟ ଭିତ ରେ ନିଜ ପୁତ୍ରଙ୍କ ଆତ୍ମାକୁ ସ୍ଥାପିତ କଲେ। ସହେି ଆତ୍ମା ଆବବା, ପ୍ରିୟ ପିତା ବୋଲି ଡ଼ାକନ୍ତି।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 9:8
ଏହାର ଅର୍ଥ ଯେ ଅବ୍ରାହମଙ୍କ ବଂଶର ସମସ୍ତେ ପରମେଶ୍ବରଙ୍କର ପ୍ରକୃତ ସନ୍ତାନ ନୁହଁନ୍ତି। କବଳେ ଯେଉଁମାନେ ପରମେଶ୍ବରଙ୍କ ପ୍ରତିଜ୍ଞା ଦ୍ବାରା ପରମେଶ୍ବରଙ୍କ ସନ୍ତାନ ହଇେଥିଲେ ସହେିମାନେ ଅବ୍ରାହମଙ୍କ ପ୍ରକୃତ ସନ୍ତାନ ହେଲେ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 8:19
ପରମେଶ୍ବର ଯାହା କିଛି ସୃଷ୍ଟି କରିଛନ୍ତି, ସହେି ସବୁ ବଡ ଆଶା ରେ ସହେି ସମୟକୁ ଅପେକ୍ଷା କରିଚନ୍ତି ଯେ କେତବେେଳେ ପରମେଶ୍ବର ସଂସାରକୁ ଜଣାଇ ଦବେେ ଯେ, କେଉଁ ମାନେ ତାହାଙ୍କର ସନ୍ତାନ ଅଟନ୍ତି। ସମଗ୍ର ସଂସାର ଏହି ଘଟଣା ଘଟିବା ପାଇଁ ଚ୍ଭାହି ରହିଛି।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 8:16
ଆମ୍ଭେ ପରମେଶ୍ବରଙ୍କର ସନ୍ତାନ ବଲେି କହିବା ଲାଗି ସହେି ଆତ୍ମା ଆମ୍ଭ ଆତ୍ମା ସହିତ ଯଡେି ହୁଅନ୍ତି।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 8:9
କିନ୍ତୁ ତୁମ୍ଭମାନେେ ନିଜର ପାପପୂର୍ଣ ଶରୀର ଦ୍ବାରା ଶାସିତ ନୁହଁ। ଯଦି ପ୍ରକୃତ ରେ ଖ୍ରୀଷ୍ଟଙ୍କର ଆତ୍ମା ତୁମ୍ଭମାନଙ୍କ ଭିତ ରେ ଅଛି, ତା' ହେଲେ ତୁମ୍ଭମାନେେ ଆତ୍ମା ଦ୍ବାରା ଶାସିତ ହେଉଛ। କିନ୍ତୁ ଯଦି କୌଣସି ଲୋକ ଭିତ ରେ ଖ୍ରୀଷ୍ଟଙ୍କର ଆତ୍ମା ନାହିଁ, ତା ହେଲେ ସେ ଖ୍ରୀଷ୍ଟଙ୍କର ନୁହେଁ।

ହୋଶେୟ 1:10
ସମୁଦ୍ରର ବାଲୁକା ସଦୃଶ ଇଶ୍ରାୟେଲ ସନ୍ତାନଗଣର ସଂଖ୍ଯା ଭବିଷ୍ଯତ ରେ ବୃଦ୍ଧି ପାଇବ। ତୁମ୍ଭେ ସମୁଦ୍ରର ବାଲିକୁ ମାପି ପାରିବ ନାହିଁ କି ଗଣି ପାରିବ ନାହିଁ। ଯେଉଁ ସ୍ଥାନ ରେ ସମାନଙ୍କେୁ କୁହାୟାଇଥିଲା, ସହେି ସ୍ଥାନ ରେ ଏହା ଘଟିବ। ସମାନଙ୍କେୁ ମଧ୍ଯ କୁହାୟିବ, 'ତୁମ୍ଭମାନେେ ମାେ ଲୋକ ନୁହଁ।' 'ତୁମ୍ଭେ ଜୀବନ୍ତ ପରମେଶ୍ବରଙ୍କର ସନ୍ତାନ ଅଟ।'

ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 5:9
ଆଲୋକ ପ୍ରେତ୍ୟକକ ପ୍ରକାରର ଉତ୍ତମ ଭାବ, ଉଚିତ ଜୀବନଯାପନ ଓ ସତ୍ଯ ଫଳ ଉତ୍ପନ୍ନ କରେ।

ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:5
ସେ ଆମ୍ଭମାନଙ୍କ ସୃଷ୍ଟି ପୂର୍ବରୁ ଖ୍ରୀଷ୍ଟ ଯୀଶୁଙ୍କ ଦ୍ବାରା ନିଜର ସନ୍ତାନ କରିବାକୁ ସ୍ଥିର କରିଥିଲେ। ଏହା ତାହାଙ୍କର ଇଚ୍ଛା ଓ ଆନନ୍ଦ ଥିଲା।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 5:16
ସେଥିପାଇଁ ମୁଁ କହୁଛି : ଆତ୍ମାଙ୍କର ଅନୁସରଣ କରି ଜୀବନ ଯାପନ କର। ତା ହେଲେ ତୁମ୍ଭମାନେେ ପାପମୟ ସ୍ବଭାବର ଇଚ୍ଛାକୁ ସନ୍ତୁଷ୍ଟ କରିବା ନିମନ୍ତେ କୌଣସି ମନ୍ଦ କାର୍ୟ୍ଯ କରିବ ନାହିଁ।

ହିତୋପଦେଶ 8:20
ମୁଁ ଧାର୍ମିକତାର ମାର୍ଗ ରେ, ବିଚାରର ପଥ ମଧିଅରେ ଗମନ କରେ।