No lexicon data found for Strong's number: 1118

ମାଥିଉଲିଖିତ ସୁସମାଚାର 10:21
ଭାଇ ତା ନିଜ ଭାଇକ,ୁ ବାପା-ମାଆ ନିଜ ପିଲାପିଲିଙ୍କୁ ମରଣ ମୁହଁକୁ ଠଲେି ଦବେେ। ପିଲାମାନେ ନିଜ ବାପା-ମାଆଙ୍କ ବରୁଦ୍ଧ ରେ ଠିଆ ହବେେ ଓ ତାହାଙ୍କୁ ମାରି ପକାଇବେ।

ମାର୍କଲିଖିତ ସୁସମାଚାର 13:12
ଭାଇ, ଭାଇକୁ ମରଣ ମୁହଁକୁ ଠଲେି ଦବେ। ବାପା ତା' ସନ୍ତାନକୁ ମରିବା ପାଇଁ ଦଇେ ଦବେ। ପିଲାମାନେ ବାପାମାଆଙ୍କ ବିରୁଦ୍ଧ ରେ ଠିଆ ହବେେ ଓ ସମାନଙ୍କେୁ ମାରି ଦବେେ।

ଲୂକଲିଖିତ ସୁସମାଚାର 2:27
ଆତ୍ମାଶିମିଯୋନଙ୍କୁ ମନ୍ଦିରକୁ କଢଇେ ଆଣିଲେ। ଯିହୂଦୀମାନଙ୍କ ବ୍ଯବସ୍ଥା ଅନୁସାରେ କାର୍ୟ୍ଯ କରିବା ପାଇଁ ୟୋ ସଫେ ମରିୟମ ଶିଶୁ ଯୀଶୁଙ୍କୁ ସଙ୍ଗ ରେ ନଇେ ମନ୍ଦିରକୁ ଗଲେ।

ଲୂକଲିଖିତ ସୁସମାଚାର 2:41
ନିସ୍ତାରପର୍ବ ପାଇଁ ଯୀଶୁଙ୍କର ପିତାମାତା ପ୍ରତିବର୍ଷ ୟିରୂଶାଲମ ଯାଉଥିଲେ।

ଲୂକଲିଖିତ ସୁସମାଚାର 8:56
ତା' ବାପାମାଆ ବିସ୍ମିତ ହାଇଗେଲେ। ଯୀଶୁ ସମାନଙ୍କେୁ ଏ ଘଟଣା କାହାରି ଆଗ ରେ ନ କହିବାକୁ କହିଲେ।

ଲୂକଲିଖିତ ସୁସମାଚାର 18:29
ଯୀଶୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି। ଯେଉଁ ଲୋକ ପରମେଶ୍ବରଙ୍କ ରାଜ୍ଯ ପାଇଁ ତାର ଘର, ପତ୍ନୀ, ଭାଇ, ବାପାମାଆ କିମ୍ବା ପିଲାମାନଙ୍କୁ ଛାଡିଥିବ,

ଲୂକଲିଖିତ ସୁସମାଚାର 21:16
ଏପରିକି ତୁମ୍ଭମାନଙ୍କର ବାପାମାଆ, ଭାଇ, ସମ୍ପର୍କୀୟ ଓ ବନ୍ଧୁମାନେ ତୁମ୍ଭମାନଙ୍କର ବିରୋଧୀ ହାଇଯେିବେ। ସମାନେେ ତୁମ୍ଭମାନଙ୍କ ମଧ୍ଯରୁ କେତକଙ୍କେୁ ମାରି ଦବେେ।

ଯୋହନଲିଖିତ ସୁସମାଚାର 9:2
ଯୀଶୁଙ୍କର ଶିଷ୍ଯମାନେ ତାହାଙ୍କୁ ପଚାରିଲେ, ଗୁରୁ, ଏହି ଲୋକଟି ଜନ୍ମରୁ ଅନ୍ଧ କିନ୍ତୁ ସେ କାହାର ପାପ ହତେୁ ଅନ୍ଧ ହାଇେ ଜନ୍ମ ହେଲା? ଏହା ତା' ନିଜର ପାପ ନା ତା ପିତାମାତାଙ୍କର?

ଯୋହନଲିଖିତ ସୁସମାଚାର 9:3
ଯୀଶୁ ଉତ୍ତର ଦେଲେ, ଏହା ତାର ପାପ କି ତା' ବାପାମାଙ୍କର ପାପ ତାକୁ ଅନ୍ଧ କରି ନାହିଁ। ଏହି ଲୋକଟି ଅନ୍ଧ ହାଇେ ଜନ୍ମ ହାଇେଛି, ଯେପରି ଏହି ଲୋକକୁ ମୁଁ ସୁସ୍ଥ କଲା ବେଳେ ଲୋକମାନଙ୍କ ଆଗ ରେ ପରମେଶ୍ବରଙ୍କ ଶକ୍ତି ପ୍ରଦର୍ଶିତ ହାଇପୋରିବ।

ଯୋହନଲିଖିତ ସୁସମାଚାର 9:18
ଯିହୂଦୀମାନେ ତଥାପି ତାହାର ସୁସ୍ଥ ହବୋ ବିଷୟ ବିଶ୍ବାସ କଲେ ନାହିଁ। ସେ ଲୋକର ପିତାମାତାଙ୍କୁ ନ ଡାକିବା ପର୍ୟ୍ଯନ୍ତ ସମାନେେ ମାଟେେ ବିଶ୍ବାସ କଲେ ନାହିଁ ଯେ, ସେ ଲୋକଟି ଅନ୍ଧ ଥିଲା ଓ ତାକୁ ସେ ଦେଖି ପାରୁଛି।

Occurences : 19

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்