ମାଥିଉଲିଖିତ ସୁସମାଚାର 21:42
ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନେେ ଏକଥା କ'ଣ କବେେ ହେଲେ ଶାସ୍ତ୍ର ରେ ପଢ଼ି ନଥିଲ?:
ମାଥିଉଲିଖିତ ସୁସମାଚାର 22:29
ଯୀଶୁ କହିଲେ, ଏ କଥା ତୁମ୍ଭେ ବୁଝିପାରୁନ। କାରଣ ଶାସ୍ତ୍ର କଣ କୁ ହେ ଜାଣ ନାହିଁ। ଏବଂ ପରମେଶ୍ବରଙ୍କ ଶକ୍ତି ବିଷୟ ରେ ତୁମ୍ଭମାନେେ କିଛି ଜାଣିନାହଁ।
ମାଥିଉଲିଖିତ ସୁସମାଚାର 26:54
କିନ୍ତୁ ମୁଁ ତା' କଲେ ଧର୍ମଶାସ୍ତ୍ର କିପରି ସମ୍ପୂର୍ଣ୍ଣ ହବେ? ସବୁକଥା ଏହିଭଳି ଭାବରେ ଘଟିବ ବୋଲି ଶାସ୍ତ୍ର ରେ ଲଖାେ ଅଛି।
ମାଥିଉଲିଖିତ ସୁସମାଚାର 26:56
କିନ୍ତୁ ଭବିଷ୍ଯଦ୍ବକ୍ତାମାନେ ଯେଉଁଭଳି ଲେଖିଥିଲେ, ସହେିଭଳି ହବୋ ପାଇଁ ଏହି ସବୁକଥା ଘଟିଲା, ତା'ପରେ ସମସ୍ତ ଶିଷ୍ଯମାନେ ଯୀଶୁଙ୍କୁ ଛାଡି ପଳାଇଗଲେ।
ମାର୍କଲିଖିତ ସୁସମାଚାର 12:10
ତୁମ୍ଭମାନେେ କ'ଣ ଏହି ଶାସ୍ତ୍ର ପଢିନାହଁ?
ମାର୍କଲିଖିତ ସୁସମାଚାର 12:24
ଯୀଶୁ କହିଲେ, ସବୁ ଶାସ୍ତ୍ର କ'ଣ କ ହେ, ତାହା ତୁମ୍ଭମାନେେ ଜାଣିନାହଁ କି ପରମେଶ୍ବରଙ୍କ ଶକ୍ତି ବିଷୟ ରେ। ତେଣୁ ତୁମ୍ଭମାନେେ ଭ୍ରମ ରେ ପଡିଥାଅ।
ମାର୍କଲିଖିତ ସୁସମାଚାର 14:49
ପ୍ରତିଦିନ ମନ୍ଦିର ରେ ଶିକ୍ଷା ଦବୋ ସମୟରେ ମୁଁ ତୁମ୍ଭମାନଙ୍କ ସହିତ ଥିଲି। କିନ୍ତୁ ସେତବେେଳେ ତୁମ୍ଭମାନେେ ମାେତେ ବନ୍ଦୀ କରି ନଥିଲ। କିନ୍ତୁ ଶାସ୍ତ୍ର ରେ ଯାହା ଲଖାେ ଯାଇଛି ତାହା ଯେପରି ସତ୍ଯ ହୁଏ ସେଥି ନିମନ୍ତେ ଏଭଳି ଘଟୁଛି।
ମାର୍କଲିଖିତ ସୁସମାଚାର 15:28
ଜଣକୁ ତାହାଙ୍କର ଡାହାଣ ପଟେ ଓ ଆଉ ଜଣଙ୍କୁ ବାମ ପଟେ କୃଶ ବିଦ୍ଧ କରାଗଲା।
ଲୂକଲିଖିତ ସୁସମାଚାର 4:21
ଯୀଶୁ ସମାନଙ୍କେୁ କହିଲେ, ମୁଁ ପୁସ୍ତକରୁ ଯେଉଁ ଅଂଶ ବର୍ତ୍ତମାନ ପାଠକଲା, ତାହା ତୁମ୍ଭମାନେେ ଶୁଣିଲା ବେଳେ ଶାସ୍ତ୍ର ରେ ଏହି ବାକ୍ଯ ଏବେ ସଫଳ ହେଲା।
ଲୂକଲିଖିତ ସୁସମାଚାର 24:27
ତା'ପରେ ଯୀଶୁ ଶାସ୍ତ୍ରମାନଙ୍କ ରେ ତାହାଙ୍କ ବିଷୟ ରେ ଯାହା ସବୁ ଲଖାେ ଯାଇଥିଲା, ସଗେୁଡିକୁ ଗୋଟି ଗୋଟି କରି ବୁଝାଇବାକୁ ଲାଗିଲେ। ଯୀଶୁ ମାଶାଙ୍କେ ପୁସ୍ତକରୁ ଆରମ୍ଭ କରି ଅନ୍ୟ ଭବିଷ୍ଯଦ୍ବକ୍ତାମାନଙ୍କ ପର୍ୟ୍ଯନ୍ତ ସମସ୍ତେ ତାହାଙ୍କ ବିଷୟ ରେ ଯାହାସବୁ କହିଥିଲେ, ସଗେୁଡିକ ବୁଝାଇ ଦେଲେ।
Occurences : 51
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்