କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 1:11
ହେ ଭାଇ ଓ ଭଉଣୀମାନେ ଖ୍ଲଯୀଙ୍କ ପରିବାରର କେତକେ ଲୋକ ତୁମ୍ଭମାନଙ୍କ ବିଷୟ ରେ ମାେତେ କହିଛନ୍ତି ଯେ, ତୁମ୍ଭମାନଙ୍କ ଭିତ ରେ ପରସ୍ପର ବାଦବିବାଦ ଅଛି।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 3:13
କିନ୍ତୁ ପ୍ରେତ୍ୟକକ ଲୋକର କାମ ସହେି ଦିନ ସ୍ପଷ୍ଟ ଭାବରେ ପ୍ରକାଶିତ ହବେ। ସହେି ଦିନଟି ନିଆଁ ଦଇେ ଆସିବ, ଓ ସହେି ନିଆଁ ପ୍ରେତ୍ୟକକ ଲୋକର କାର୍ୟ୍ଯକୁ ପରୀକ୍ଷା କରିବ।
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:8
ଏପାଫ୍ରା, ପବିତ୍ର ଆତ୍ମାଙ୍କଠାରୁ ପ୍ରାପ୍ତ ତୁମ୍ଭମାନଙ୍କର ପ୍ ରମେ ବିଷୟ ରେ ଆମ୍ଭକୁ କହିଛନ୍ତି।
ଏବ୍ରୀମାନଙ୍କ ନିକଟକୁ ପତ୍ର 9:8
ଏତଦ୍ବାରା ପବିତ୍ର ଆତ୍ମା ଆମ୍ଭକୁ ଏହି ଶିକ୍ଷା ଦିଅନ୍ତି ଯେ, ପ୍ରଥମ ବଖରାଟି ଥିବା ପର୍ୟ୍ଯନ୍ତ ଅତିପବିତ୍ର ସ୍ଥାନ ରେ ପ୍ରବେଶ କରିବାର ପଥ ଖାେଲା ହାଇେ ନାହିଁ।
ଏବ୍ରୀମାନଙ୍କ ନିକଟକୁ ପତ୍ର 12:27
ଆଉ ଥରେ କହିବା ଅର୍ଥ ଯେ ଯାହାକିଛି ନିର୍ମିତ ହାଇେଥିଲା, ସେ ସବୁ ନଷ୍ଟ ହାଇେ ୟିବ। ସହେିଗୁଡ଼ିକୁ ଟଳମଳ କରାଯାଇ ପାରିବ ଓ ଯେଉଁ ବିଷୟଗୁଡ଼ିକୁ ଟଳମଳ କରାଯାଇ ପାରିବ ନାହିଁ ସଗେୁଡ଼ିକ ରହିବେ।
ପିତରଙ୍କ ପ୍ରଥମ ପତ୍ 1:11
ଖ୍ରୀଷ୍ଟଙ୍କ ଆତ୍ମା ସହେି ଭବିଷୃଦ୍ ବକ୍ତାମାନଙ୍କ ଅନ୍ତର ରେ ଥିଲା। ଖ୍ରୀଷ୍ଟଙ୍କୁ କିପରି କଷ୍ଟ ଭୋଗିବାକୁ ହବେ ଓ ତା'ପରେ କିପରି ମହିମା ପ୍ରକାଶିତ ହବେ, ସହେି ବିଷୟ ରେ 'ଆତ୍ମା' କଥା କହୁଥିଲେ। ସହେି ଆତ୍ମା ଯାହା ଦଖାେଉଥିଲେ, ସହେି ଭବିଷ୍ଯଦ୍ ବକ୍ତାମାନେ ତାହା ଶିଖିବାକୁ ଚେଷ୍ଟା କଲେ। ସମାନେେ ଜାଣିବାକୁ ଚେଷ୍ଟା କଲେ ଯେ କେତବେେଳେ ଏହିସବୁ ଘଟଣାମାନ ଘଟିବ ଏବଂ ସେତବେେଳେ ଜଗତର ଅବସ୍ଥା କିପରି ହାଇେଥିବ।
ପିତରଙ୍କ ଦିତୀୟ ପତ୍ର 1:14
ମୁଁ ଜାଣେ ଯେ, ମୁଁ ଶୀଘ୍ର ମାରେ ଶରୀର ତ୍ଯାଗ କରିବି। ଆମ୍ଭ ପ୍ରଭୁ ଯୀଶୁଖ୍ରୀଷ୍ଟ ମାେତେ ତାହା ଦଖାଇେଛନ୍ତି।
Occurences : 7
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்