No lexicon data found for Strong's number: 1883

ମାଥିଉଲିଖିତ ସୁସମାଚାର 2:9
ପଣ୍ଡିତମାନେ ରାଜାଙ୍କ କଥା ଶୁଣି ଗ୍ଭଲିଗଲେ। ଯେଉଁ ତାରାଟି ସମାନେେ ଆଗରୁ ପୂର୍ବ ଦେଶ ରେ ଦେଖିଥିଲେ, ପୁଣି ଥରେ ତାକୁ ଦେଖିଲେ। ସହେି ତାରାଟି ତାହାଙ୍କ ଆଗେ ଆଗେ ଗ୍ଭଲିଲା ଏବଂ ଯେଉଁଠା ରେ ପିଲାଟି ଥିଲା, ସହେି ସ୍ଥାନ ଉପରେ ସ୍ଥିର ହାଇେ ରହିଗଲା।

ମାଥିଉଲିଖିତ ସୁସମାଚାର 5:14
ତୁମ୍ଭେ ଜଗତର ଆଲୋକ। ପାହାଡ ଉପରେ ଅବସ୍ଥିତ କୌଣସି ନଗରକୁ କବେେ ହେଲେ ଲୁଚଇେ ରଖାଯାଇ ପାରିବ ନାହିଁ।

ମାଥିଉଲିଖିତ ସୁସମାଚାର 21:7
ସମାନେେ ମାଈ ଗଧ ଓ ଗଧଛୁଆକୁ ନଇେ ଯୀଶୁଙ୍କ ପାଖକୁ ଆସିଲେ। ସମାନେେ ତାହାଙ୍କ ଲୁଗାଗୁଡ଼ିକ ଗଧମାନଙ୍କ ଉପରେ ବିଛାଇ ଦେଲେ। ଯୀଶୁ ସହେି ଲୁଗା ଉପରେ ବସିଲେ।

ମାଥିଉଲିଖିତ ସୁସମାଚାର 21:7
ସମାନେେ ମାଈ ଗଧ ଓ ଗଧଛୁଆକୁ ନଇେ ଯୀଶୁଙ୍କ ପାଖକୁ ଆସିଲେ। ସମାନେେ ତାହାଙ୍କ ଲୁଗାଗୁଡ଼ିକ ଗଧମାନଙ୍କ ଉପରେ ବିଛାଇ ଦେଲେ। ଯୀଶୁ ସହେି ଲୁଗା ଉପରେ ବସିଲେ।

ମାଥିଉଲିଖିତ ସୁସମାଚାର 23:18
ତୁମ୍ଭମାନେେ କହିଥାଅ, 'ଯଦି କହେି ବଦେୀନାମ ରେ ଶପଥ ନିଏ, ତବେେ ତାର କୌଣସି ଅର୍ଥ ନାହିଁ। କିନ୍ତୁ ଯଦି ଜଣେ ବଦେୀ ଉପରେ ରଖାଯାଇଥିବା ଉପହାର ନାମ ରେ ଶପଥ ନିଏ, ତବେେ ତାକୁ ନିଶ୍ଚିତ ଭାବରେ ରକ୍ଷା କରିବାକୁ ପଡ଼ିବ।

ମାଥିଉଲିଖିତ ସୁସମାଚାର 23:20
ଏଣୁ ଯଦି କହେି ବଦେୀ ନାମ ରେ ଶପଥ କରେ, ତବେେ ସେ ବଦେୀ ସହିତ ବଦେୀ ଉପରେ ଯାହା ରଖା ଯାଇଥାଏ, ସେ ସମସ୍ତଙ୍କ ନାମ ରେ ଶପଥ କରିଥାଏ।

ମାଥିଉଲିଖିତ ସୁସମାଚାର 23:22
ଏବଂ ଯେଉଁ ଲୋକ ସ୍ବର୍ଗ ନାମ ରେ ଶପଥ ନଇେଥାଏ, ସେ ପରମେଶ୍ବରଙ୍କ ସିଂହାସନ ସହିତ ସହେି ସିଂହାସନ ଉପରେ ୟିଏ ବିରାଜମାନ, ତାହାଙ୍କ ନାମ ରେ ମଧ୍ଯ ଶପଥ ନଇେଥାଏ।

ମାଥିଉଲିଖିତ ସୁସମାଚାର 27:37
ସୈନ୍ଯମାନେ ଯୀଶୁଙ୍କ ବିରୁଦ୍ଧ ରେ ଅଭିଯୋଗପତ୍ର ତିଆରି କଲେ ଓ ତାହାକୁ ତାହାଙ୍କ ମୁଣ୍ଡ ଉପରେ ଝୁଲାଇ ଦେଲେ। ସେଥି ରେ ଲଖାେ ଥିଲା, ଏ ଯିହୂଦୀମାନଙ୍କର ରାଜା ଯୀଶୁ।

ମାଥିଉଲିଖିତ ସୁସମାଚାର 28:2
ସତେିକି ବେଳେ ଗୋଟିଏ ବଡ଼ ଧରଣର ଭୂମିକମ୍ପ ହେଲା। ପ୍ରଭୁଙ୍କର ଜଣେ ସ୍ବର୍ଗଦୂତ ସ୍ବର୍ଗରୁ ଓହ୍ଲାଇ ଆସିଲେ। ସ୍ବର୍ଗଦୂତ ଜଣକ କବର ପାଖକୁ ଗଲେ ଓ ପ୍ରବେଶଦ୍ବାର ପାଖରୁ ପଥରଟି ଗଡ଼ଇେ ବାହାର କରି ଦେଲେ। ସେ ପଥର ଉପରେ ବସିଲେ।

ମାର୍କଲିଖିତ ସୁସମାଚାର 14:5
ଏହି ଅତରତକ ଜଣକର ସାରା ବର୍ଷର ପରିଶ୍ରମର ମୂଲ୍ଯ ସଙ୍ଗେ ସମାନ। ଏହା ବିକା ଯାଇ ପାରିଥାଆନ୍ତା ଏବଂ ତହିଁର ଅର୍ଥ ଗରୀବ ଲୋକମାନଙ୍କୁ ବଣ୍ଟା ଯାଇ ପାରିଥାଆନ୍ତା। ତେଣୁ ସମାନେେ ସ୍ତ୍ରୀଲୋକଟିକୁ ଦୃଢ ଭାବରେ ସମାଲୋଚନା କରିବାକୁ ଲାଗିଲେ।

Occurences : 20

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்