No lexicon data found for Strong's number: 2736

ମାଥିଉଲିଖିତ ସୁସମାଚାର 2:16
ଦେଖିଲେ ଯେ, ପଣ୍ଡିତମାନେ ତାହାଙ୍କୁ ବୋକା ବନଇେ ଦଇଛନ୍ତି। ସେ ଖୁବ୍ ରାଗିଗଲେ। ସେ ପଣ୍ଡିତମାନଙ୍କ ଠାରୁ ଶିଶୁପୁତ୍ରଟିର ଜନ୍ମ ସମୟ ଜାଣିଥିଲେ। ତାହା ଦୁଇବର୍ଷ ତଳର କଥା ହାଇେଥିବାରୁ ସେ ବେଥ୍ଲହେିମ ଓ ତା' ଆଖପାଖ ଅଞ୍ଚଳର ଦୁଇବର୍ଷ ବା ତାଠାରୁ କମ୍ ବୟସର ସବୁ ଶିଶୁପୁତ୍ରଙ୍କୁ ହତ୍ଯା କରିବାକୁ ଆଦେଶ ଦେଲେ।

ମାଥିଉଲିଖିତ ସୁସମାଚାର 4:6
ଶୟତାନ କହିଲା, ଯଦି ତୁମ୍ଭେ ପରମାଶ୍ବରଙ୍କ ପୁତ୍ର, ତବେେ ତଳକୁ ଡଇେଁପଡ। କାରଣ ଶାସ୍ତ୍ର ରେ ଲଖାେଅଛ:

ମାଥିଉଲିଖିତ ସୁସମାଚାର 27:51
ତା'ପରେ ମନ୍ଦିରର ପରଦା ଉପରୁ ତଳ ପର୍ୟ୍ଯନ୍ତ ଚିରିଯାଇ ଦୁଇଖଣ୍ଡ ହାଇଗେଲା। ଭୂମିକମ୍ପ ହେଲା, ଓ ପଥର ମାନ ଫାଟି ଗଲା,

ମାର୍କଲିଖିତ ସୁସମାଚାର 14:66
ସହେି ସମୟରେ ପିତର ମଧ୍ଯ ଅଗଣା ମଧିଅରେ ଥିଲେ। ପିତରଙ୍କ ପାଖକୁ ମହାୟାଜକଙ୍କର ଜଣେ ଚାକରାଣୀ ଆସିଲା।

ମାର୍କଲିଖିତ ସୁସମାଚାର 15:38
ଯୀଶୁ ଯେତବେେଳେ ପ୍ରାଣତ୍ଯାଗ କଲେ, ସେତବେେଳେ ମନ୍ଦିରର ପରଦା ଉପରୁ ତଳ ପର୍ୟ୍ଯନ୍ତ ଦୁଇଖଣ୍ଡ ହାଇେ ଚିରିଗଲା।

ଲୂକଲିଖିତ ସୁସମାଚାର 4:9
ତା'ପରେ ସେ ଯୀଶୁଙ୍କୁ ୟିରୁଶାଲମେକୁ ନଇଗେଲା ଓ ସଠାେରେ ମନ୍ଦିରର ଶିଖର ରେ ଠିଆ କରାଇ ଦଲୋ। ସେ ଯୀଶୁଙ୍କୁ କହିଲା, ଯଦି ତୁମ୍ଭେ ପରମେଶ୍ବରଙ୍କ ପୁତ୍ର, ତବେେ ଏହିଠାରୁ ତଳକୁ ଡଇେଁପଡ।

ଯୋହନଲିଖିତ ସୁସମାଚାର 8:6
ଯିହୂଦୀୟମାନେ ଯୀଶୁଙ୍କୁ ହଇରାଣ କରିବା ପାଇଁ ଏଭଳି ପ୍ରଶ୍ନ ପଚାରୁଥିଲେ। ସମାନେେ ଯୀଶୁଙ୍କର ଭୁଲ ଧରିବାକୁ ଚାହୁଁଥିଲେ। ତାହାହେଲେ ସମାନେେ ତାହାଙ୍କ ବିରୁଦ୍ଧ ରେ ଅଭିଯୋଗ ଆଣିପାରିବେ। କିନ୍ତୁ ଯୀଶୁ ଆଣ୍ଠଇେ ଆଙ୍ଗୁଳି ସାହାୟ୍ଯ ରେ ଭୂମି ଉପରେ କିଛି ଲେଖିବା ରେ ଲାଗିଲେ।

ଯୋହନଲିଖିତ ସୁସମାଚାର 8:8
ତା'ପରେ ଯୀଶୁ ପୁଣି ଆଣ୍ଠଇେ ଭୂଇଁ ରେ ଲେଖିବାକୁ ଲାଗିଲେ।

ଯୋହନଲିଖିତ ସୁସମାଚାର 8:23
କିନ୍ତୁ ଯୀଶୁ ସହେି ଯିହୂଦୀମାନଙ୍କୁ କହିଲେ, ତୁମ୍ଭମାନେେ ଏହି ସ୍ଥାନରୁ ସୃଷ୍ଟ, କିନ୍ତୁ ମୁଁ ଉର୍ଦ୍ଧ୍ବରୁ ଆସିଛି। ତୁମ୍ଭମାନେେ ଏ ପୃଥିବୀର ଲୋକ, କିନ୍ତୁ ମୁଁ ପୃଥିବୀର ଲୋକ ନୁହେଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 2:19
ମୁଁ ଉପରିସ୍ଥ ଆକାଶ ରେ ବିସ୍ମୟଜନକ କାର୍ୟ୍ଯ ଓ ନୀଚ୍ଚସ୍ଥ ପୃଥିବୀ ରେ ରକ୍ତ ନିଆଁ ମେଘ, ଧୂଆଁର ଚିହ୍ନମାନ ଦଖାଇବେି।

Occurences : 11

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்