Base Word | |
κοινόω | |
Short Definition | to make (or consider) profane (ceremonially) |
Long Definition | to make common |
Derivation | from G2839 |
Same as | G2839 |
International Phonetic Alphabet | kyˈno.o |
IPA mod | kyˈnow.ow |
Syllable | koinoō |
Diction | koo-NOH-oh |
Diction Mod | koo-NOH-oh |
Usage | call common, defile, pollute, unclean |
ମାଥିଉଲିଖିତ ସୁସମାଚାର 15:11
ମଣିଷ ମୁହଁ ଭିତରକୁ ଯାଇଥିବା ବିଷୟ ୟୋଗୁ ଅପବିତ୍ର ହାଇଯୋଏ ନାହିଁ ବରଂ ତାର ମୁହଁରୁ ବାହାରୁଥିବା ବିଷୟ ୟୋଗୁ ସେ ଅପବିତ୍ର ହାଇେଥାଏ।
ମାଥିଉଲିଖିତ ସୁସମାଚାର 15:11
ମଣିଷ ମୁହଁ ଭିତରକୁ ଯାଇଥିବା ବିଷୟ ୟୋଗୁ ଅପବିତ୍ର ହାଇଯୋଏ ନାହିଁ ବରଂ ତାର ମୁହଁରୁ ବାହାରୁଥିବା ବିଷୟ ୟୋଗୁ ସେ ଅପବିତ୍ର ହାଇେଥାଏ।
ମାଥିଉଲିଖିତ ସୁସମାଚାର 15:18
କିନ୍ତୁ ଜଣେ ଲୋକ ଯେଉଁ ମନ୍ଦ କଥା ପାଟି ରେ କ ହେ, ତାହା ପ୍ରକୃତ ରେ ତା'ର ମନ ଭିତରୁ ଆସିଥାଏ। ଏହା ଲୋକକୁ ଅପବିତ୍ର କରିଥାଏ।
ମାଥିଉଲିଖିତ ସୁସମାଚାର 15:20
ଏଗୁଡିକ ମଣିଷକୁ ଅପବିତ୍ର କରି ଦିଅନ୍ତି। କିନ୍ତୁ ଖାଇବା ପୂର୍ବରୁ ହାତ ନ ଧୋଇବ ଘଟଣା ମଣିଷକୁ ଅପବିତ୍ର କରି ପା ରେ ନାହିଁ।
ମାଥିଉଲିଖିତ ସୁସମାଚାର 15:20
ଏଗୁଡିକ ମଣିଷକୁ ଅପବିତ୍ର କରି ଦିଅନ୍ତି। କିନ୍ତୁ ଖାଇବା ପୂର୍ବରୁ ହାତ ନ ଧୋଇବ ଘଟଣା ମଣିଷକୁ ଅପବିତ୍ର କରି ପା ରେ ନାହିଁ।
ମାର୍କଲିଖିତ ସୁସମାଚାର 7:15
ଏଭଳି କୌଣସି ବସ୍ତୁ ନାହିଁ, ଯାହା ବାହାରୁ ମନୁଷ୍ଯ ଭିତରକୁ ପ୍ରବେଶ କରି ତାକୁ ଅଶୁଦ୍ଧ କରି ପକାଇବ।
ମାର୍କଲିଖିତ ସୁସମାଚାର 7:15
ଏଭଳି କୌଣସି ବସ୍ତୁ ନାହିଁ, ଯାହା ବାହାରୁ ମନୁଷ୍ଯ ଭିତରକୁ ପ୍ରବେଶ କରି ତାକୁ ଅଶୁଦ୍ଧ କରି ପକାଇବ।
ମାର୍କଲିଖିତ ସୁସମାଚାର 7:18
ଯୀଶୁ କହିଲେ, ତୁମ୍ଭମାେଲେ ମଧ୍ଯ, ଅନ୍ୟମାନଙ୍କ ଭଳି କ'ଣ ବୁଝି ପାରିଲ ନାହିଁ? ତୁମ୍ଭମାନେେ କ'ଣ ବୁଝି ପାରୁନ ଯେ ଲୋକର ଭିତରକୁ ବାହାରୁ କୌଣସି ବସ୍ତୁ ଗଲେ ତାହା ସହେି ଲୋକକୁ ଦୂଷିତ କରିପା ରେ ନାହିଁ।
ମାର୍କଲିଖିତ ସୁସମାଚାର 7:20
ସେ ପୁଣି କହିଲେ, ମନୁଷ୍ଯର ଭିତରୁ ଯାହା ବାହାରକୁ ଆ ସେ, ତାହା ତାହାକୁ ଅଶୁଦ୍ଧ କରିଥାଏ।
ମାର୍କଲିଖିତ ସୁସମାଚାର 7:23
ଏହି ସବୁ ଖରାପ ଜିନିଷ ମନୁଷ୍ଯର ଭିତରୁ ବାହାରକୁ ଆସିଥାଏ। ଏଗୁଡିକ ମନୁଷ୍ଯକୁ ଅଶୁଦ୍ଧ କରିପକାଏ।
Occurences : 15
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்